ଜଣେ କରୋନା ରୋଗୀ ଖୋଲିଦେଲେ ସବୁ ଗୁମର, କହିଲେ- “ମନ ଇଚ୍ଛା ଦେଉଛନ୍ତି ଇଞ୍ଜେକ୍ସନ, ମୁଁ ମରି ଯାଇଥାନ୍ତି ” ଦେଖନ୍ତୁ ଭିଡିଓ

ପୁରା ବିଶ୍ବରେ କୋରୋନା ଭାଇରସ ଯେପରି ମାତ୍ରାରେ ବ୍ୟାପିବାରେ ଲାଗିଛି ସେଥି ପାଇଁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋଙ୍କର ଜୀବନ ହା-ନି ଘଟୁଛି । କୋରୋନା ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଏହାକୁ ନେବା ପରେ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛି ।

ଯାହା ଫଳରେ ଜନ ଜୀବନରେ ଅନେକ ସମସ୍ଯା ଦେଖା ଯାଉଛି । ଏହି ପରି ଏକ ସଙ୍କଟପୂର୍ଣ୍ଣ ସମୟ ରେ ଓଡିଶା ର ଭୀମସାର ମେଡିକାଲ କଲେଜ ରେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣେ ନର୍ସ କରୋନା ନିମନ୍ତେ ଦିଆଯାଉଥିବା ଔଷଧ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।

ବର୍ତ୍ତମାନ ଭୀମସାର ମେଡିକାଲ ର ଏକ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାକୁ ଲାଗିଛି । ବନ୍ଧୁଗଣ ଓଡିଶା ର ଭୀମସାର ମେଡିକାଲ ଓ କଲେଜ ରେ କରୋନା ଆକ୍ରାନ୍ତ ଙ୍କୁ ମନ ଇଛା ଇଂଜେକସନ ଦିଆଯାଉଛି ବୋଲି ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଛି । ଏହି ଭିଡିଓ ରେ ଦେଖା ଯାଉଛି ଯେ ସେହି ମେଡିକାଲ ର ଜଣେ ନର୍ସ କରୋନା ଦ୍ଵାରା ଆକ୍ରାନ୍ତ ହେବା ପରେ ସେହି ମେଡିକାଲ ର କରୋନା ୱାର୍ଡ ର ୮ନମ୍ବର କେଭିନ ରେ ଭର୍ତି ହୋଇଥିଲେ ।

ସେ ଅଭିଯୋଗ କରିଛନ୍ତି ଯେ ସେଠିକାର ଜଣେ ନାର୍ସ ତାଙ୍କୁ ଏହି ଇଞ୍ଜେକ୍ସନ ର ଓଭର ଡୋଜ ଦେଉଥିଲେ ଯାହାକୁ ନେବା ପାଇଁ ସେ ମନା କରିଦେଲେ । କରୋନା ୱାର୍ଡ ରେ କାମ କରୁଥିବା କର୍ମଚାରୀ ମାନେ ଔଷଧ ଦେବା ଓ ଇଂଜେକସନ ଦେବା ରେ ବହୁତ ଅବହେଳା କରୁଛନ୍ତି ଓ ମନଇଚ୍ଛା ଇଂଜେକସନ ଦେଉଛନ୍ତି ।

ଏହା ପରେ ସେ ଦେଖିଥିଲେ ଯେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀ ଓ ଡାକ୍ତର ମାନେ ରୋଗୀ ଙ୍କୁ ମନ ଇଚ୍ଛା ଇଂଜେକସନ ଦେଉଛନ୍ତି । ଏହା ପରେ ସେ ଏହାକୁ ପ୍ରତିବାଦ କରିଥିଲେ ଓ ଫୋନ କରି ନିଜ ପରିବାର କୁ ମଧ୍ୟ ଜଣାଇଥିଲେ । ସେହି ନର୍ସ ଜଣଙ୍କ କାର୍ଡିଓଲୋଜି ବିଭାଗ ର ଇଂଚାର୍ଜ ଥିବା କଥା ମଧ୍ୟ ଜଣା ପଡ଼ିଛି ।

କରୋନା ପାଇଁ ପ୍ରସ୍ତୁତ ହୋଇଥିବା ରାମଡେସିଭିର ଇଂଜେକସନ କୁ କର୍ମଚାରୀ ମାନେ ମନ ଇଚ୍ଛା ଭାବରେ ରୋଗୀ ମାନଙ୍କୁ ଦେଉଛନ୍ତି । ଏହି ଇଂଜେକସନ ଟି ବହୁତ ମହଙ୍ଗା ହୋଇଥିବା ବେଳେ ଏହା ଅନେକ ଲୋକ ଙ୍କ ପାଖରେ ଉପଲବ୍ଧ ମଧ୍ୟ ହୋଇ ପାରୁ ନାହିଁ । କିନ୍ତୁ ଏହି ଭଳି ସମୟ ରେ ଭୀମସାର ମେଡିକାଲ ରେ ଏହି ଦାମୀ ଇଂଜେକସନ କୁ ଆକ୍ରାନ୍ତ ମାନଙ୍କୁ ମନ ଇଛା ଦେଉଛନ୍ତି ।

ରିମେଡେଶୀଭିର ପ୍ରତିଦିନ ଥରେ ନେବା ଉଚିତ । ଏହାର ଅଧିକ ଡୋଜ ନେବା ଦ୍ଵାରା ଅନେକ ଲୋକଙ୍କ ର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥାଏ । ଏହି ବିଷୟ ରେ ସେ ମେଡିକାଲ କତ୍ତୃପକ୍ଷ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।