ବରମାଲା ପକାଉଥିଲା ବର, ପଛରୁ ଆସିଲା ଆବାଜ – କନ୍ୟା ମୋ ସହିତ ବିତାଇଛି କେତେ ରାତି ! ଆଉ ତା ପରେ…

ଯେମିତି କି ଆମେ ସମସ୍ତେ ଜାଣିଛୁ କି ଆଜିକାଲି ପୁଅ ଝିଅ ବାହାଘର ପୂର୍ବରୁ ହିଁ ପ୍ରେମ ଚକ୍କରରେ ପଡିଯାନ୍ତି ଓ ଏହା ଭୁଲି ଯାଆନ୍ତି କି ଏହାର ପରିଣାମ କେତେ ଖରାପ ହୋଇପାରେ । ବେଳେ ବେଳେ ଏହି ସମ୍ପର୍କ ପାଇଁ ଆମ ପରିଜନମାନଙ୍କୁ ବି ଅପମାନିତ ହେବାକୁ ପଡିଥାଏ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ମାମଲା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିବା ପରେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲା ୟୁପି ର କାନପୁର ର ଅଟେ । ଯେଉଁଠି ବାହାଘର ଦିନ ଯୁବତୀର ପ୍ରେମୀ କିଛି ଏମିତି କରିଦେଲା ଯାହା ଦ୍ଵାରା ଯୁବତୀର ବିବାହ ଭାଙ୍ଗି ଗଲା ।

Image courtesy: Google

କହିଦେଉଛୁ କି ୟୁପି ର ଏହି ମାମଲାରେ ଯଦି ଆମେ ବର କଥା ମାନିବା ତେବେ ବରର କହିବା ଅନୁସାରେ ବାହାଘର ଦିନ ସେ ନିଜର ସମସ୍ତ ପରିବାର ଓ ସମ୍ପର୍କୀୟ ମାନଙ୍କ ସହ ବରଯାତ୍ରୀ ନେଇ କନ୍ୟାର ଘରକୁ ଯାଇଥିଲା । ସମସ୍ତ ପରମ୍ପରା ପରେ ଯେତେବେଳେ ବର କନ୍ୟାକୁ ବରମାଳ ପିନ୍ଧାଇବାକୁ ଷ୍ଟେଜ ଉପରକୁ ଯାଉଛି ତେବେ ଅଚାନକ ଷ୍ଟେଜ ଉପରେ କନ୍ୟାର ପ୍ରେମୀ ଆସିଯାଉଛି ଓ ନିଜର ପ୍ରେମ ବିଷୟରେ କହୁଛି ।

ଏହା ପରେ ଏହି ପୁରା ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଗଲା । କହିଦେଉଛୁ କି ବରର ଆରୋପ ଏହା ଅଟେ କି – କନ୍ୟା ଯେତେବେଳେ ବରମାଳା ପିନ୍ଧାଇବାକୁ ଯାଉଥିଲା ସେତେବେଳ ତାହାର ପ୍ରେମିକ ସ୍ଟେଜ ଉପରେ ଚଢି ମାଇକ ରେ ଅନାଉଂସମେଂଟ କରିଲା – ସମସ୍ତଙ୍କୁ ମୋର ସ୍ଵାଗତ, ଆପଣ ସମସ୍ତଙ୍କୁ ମୋର କିଛି କହିବାର ଅଛି । ଏହା ପରେ ସେ ଆଗକୁ କହିଲା କି – ଆଇ ଲଭ ୟୁ…(ଯୁବତୀର ନାମ), ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ? ଆମେ କେତେ ରାତି ଏକା ସହିତ ବିତାଇଛୁ ।

Image courtesy: Google

ଯୁବତୀର ପ୍ରେମିକର ଏହିଭଳି କଥା ଶୁଣି ବର ବରମାଳା ପିନ୍ଧାଇବାକୁ ମନା କରିଦେଲା ଓ ବରଯାତ୍ରୀ ସିଧା ଥାନା ପହଞ୍ଚିଗଲେ । କହିଦେଉଛୁ କି ବରଯାତ୍ରୀ ଲଖନଊର କପୂରଥଲା ନିକଟସ୍ଥ ନୌବସ୍ତା ଥାନା କ୍ଷେତ୍ରରୁ ଆସିଥିଲା ।

ଏହା ପରେ ପ୍ରେମୀର କଥା ଶୁଣିବା ମାତ୍ରେ ହିଁ କନ୍ୟା ନିଜ ଭାଇକୁ ଇଶାରା କରିଲା କି ସେ ତାକୁ ଏହି ସ୍ଥାନରୁ ନେଇ ଯିବା ପାଇଁ ଓ ଯେତେବେଳେ କନ୍ୟାର ଭାଇ ତାକୁ ଯିବା ପାଇଁ କହିଲା ସେତେବେଳେ ସେ କନ୍ୟାର ସବୁ ପର୍ସନଲ ଭିଡିଓ, ଚାଟ ଓ ମ୍ୟାସେଜ ବି ପଢିଲା । ଯାହାକି ପ୍ରମାଣିତ କରୁଥିଲା କି ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା ।

Image courtesy: Google

କିନ୍ତୁ ଏହା ପରେ ଯେତେବେଳେ ବର ବିବାହ କରିବା ପାଇଁ ମନା କରିଲା ତେବେ କନ୍ୟାର ପରିଜନମାନେ ସେଠି ପୋଲିସ ଡାକି ବର ଉପରେ ଯୌତୁକର ଆରୋପ ଲଗାଇଲେ ଓ ଅନ୍ୟ ପଟେ କନ୍ୟାର ପରିଜନମାନଙ୍କର କହିବା ଅଟେ କି ସେମାନେ ବିବାହରେ ୫ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି । ବରବାଲା କାର ଡିମାଣ୍ଡ କରୁଥିଲେ, ଯାହା ପରେ ଏହି ବିବାଦ ସ୍ଥିତି ଉପୁଜିଲା ।

ପୋଲିସଙ୍କ ଅନୁସାରେ ଝିଅବାଲା ପ୍ରେମିର ଏହି ହାଙ୍ଗାମାକୁ ମିଛ ବୋଲି କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର ପୁରା ସତ୍ୟତା କଣ ଅଟେ ଜଣା ନାହିଁ କିନ୍ତୁ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।