ପ୍ରେମର କ’ଣ ? ପ୍ରେମର ଏମିତି ସତ ଯାହା କେହି କେବେ ବି ଆପଣଙ୍କୁ କହି ନଥିବେ, ପ୍ରେମ କରୁଥିବା ଲୋକ ନିଶ୍ଚୟ ପଢନ୍ତୁ- Krishna Vani

ପ୍ରେମ କଣ ଅଟେ , ପ୍ରେମରେ ଏତେ ସବୁ ଝଗଡା କାହିଁକି ହୁଏ । ପ୍ରେମ ରେ ବିଶ୍ଵାସଘାତ କାହିଁକି ହୋଇଥାଏ । ଆଜି ଆମେ ଜାଣିବା ପ୍ରେମ କଣ ହୋଇଥାଏ । ଗୋଟିଏ ପ୍ରେମ ଆପଣ ଫିଲ୍ମ ରେ  କାହାଣୀ ଶୁଣିଥିବେ ଦେଖିଥିବେ । ଆଉ ଗୋଟିଏ ପ୍ରେମ ଆପଣ ନିଜ ଜୀବନରେ କରିଥିବେ । କାହାଣୀରେ ଆପଣ ଶୁଣିଥିବେ ପ୍ରେମ ଅନକନ୍ଡିସନାଲ ହୋଇଥାଏ । କିନ୍ତୁ ପ୍ରକୃତ ଜୀବନରେ ଏପରି ହୋଇନଥାଏ । ଯେଉଁଠାରେ କି ଆପଣ ଆପଣଙ୍କ ଜୀବନ ସାଥୀଠାରୁ ଅନକନ୍ଡିସନାଲ ପ୍ରେମ ଚାହୁଁ ଥିବେ ।

ସେହିଠାରୁ ସବୁ ବିଗିଡି ଯାଇଥାଏ । ଆପଣଙ୍କ ପ୍ରେମ ହେଉ କି ଆପଣଙ୍କ ସ୍ତ୍ରୀ ହେଉ କି ସେଠାରେ ଏପରି ହୋଇ ହିଁ ନଥାଏ କି ଆପଣ କିଛି ବି ନକରନ୍ତୁ ଆଉ ଆପଣଙ୍କୁ ପ୍ରେମ ମିଳୁଥିବ । ଆପଣଙ୍କୁ ପ୍ରମାଣ କରିବାକୁ ହୋଇଥାଏ କି ଗୋଟିଏ ସ୍ତ୍ରୀ କୁ ସ୍ଵାମୀ ପାଇଁ ଓ ସ୍ଵାମିକୁ ସ୍ତ୍ରୀ ପାଇଁ । ପ୍ରେମିକ ପ୍ରେମିକାକୁ । ସେତେବେଳେ ସମ୍ପର୍କ ଭଲ ହୋଇଥାଏ ।

ପ୍ରେମର ଦୁଇ ପକ୍ଷ ଥାଏ । ଗୋଟିଏ ଅନ୍ଧାର ଓ ଆଉ ଗୋଟିଏ ଉଜ୍ଵଳ ହୋଇଥାଏ । ଆପଣ ଯେତେବେଳେ ପ୍ରଥମରୁ ଯାହା ସହ ଦେଖା ହୁଅନ୍ତି ତ ତାହା ଆକର୍ଷଣ ହୋଇଥାଏ । ଯେତେ ବେଳେ ଆପଣ ମନ କାହାକୁ ବିଶ୍ଵାସ କରେ ତ ତାହା ସଂଯୋଗ ହୋଇଥାଏ । ଆଉ ଯେଉଁଠାରେ ସେ ମନୁଷ୍ୟ ଆପଣଙ୍କୁ ଦରକାର ହିଁ ହୋଇଥାଏ । ତାହା ଭାବ ହୋଇଥାଏ ।

ପ୍ରେମର ଅନ୍ଧାର ପକ୍ଷ ଏହା ହୋଇଥାଏ କି ଯେତେବେଳେ ଆପଣଙ୍କୁ ସେ ମନୁଷ୍ୟ ମିଳିନଥାଏ ତ ସେତେବେଳେ ଆପଣଙ୍କ ସମ୍ପର୍କରେ ସମସ୍ଯା ଆସିଥାଏ । ସେତେବେଳେ ଆପଣଙ୍କୁ ସନ୍ଦେହ ହୋଇଥାଏ । ସେତେବେଳେ ଆପଣ ସବୁ ହଜେଇ ଦିଅନ୍ତି । ଆପଣ ସମ୍ପର୍କରେ ହାରି ବି ପାରନ୍ତି , ଧୋକା ବି ମିଳିପାରେ , ସେହି ମନୁଷ୍ୟ ଆପଣଙ୍କ କୌଣସି କଥାରେ ରୁଷୀୟ ଯାଇ ଛାଡି ଚାଲିଯାଇ ପାରନ୍ତି । ଆମକୁ କିନ୍ତୁ ଏଥିପାଇଁ ଛାଡି ଯିବା କଥା ନୁହେଁ । କାହିଁକି ନା ସବୁ ମନୁଷ୍ୟ ଏକାପରି ନୁହେଁ ।

ଉଜ୍ଵଳ ପକ୍ଷରେ ଆପଣଙ୍କ ଜୀବନରେ ଯେତେବେଳେ ପ୍ରକୃତ ପାର୍ଟନର ଆସିଯାଏ ସେ ପ୍ରଥମେ ଆପଣଙ୍କୁ ସ୍ପେଶାଲ ଅନୁଭବ କରାଇବ । ଆପଣ ତାଙ୍କ ଜୀବନ ରେ ସବୁଠୁ ବହୁତ ଦାମିକିଆ ହୋଇଯିବେ । ସେ ଆପଣଙ୍କୁ ନିଜ ଠାରୁ ବହୁତ ଭଲ ପାଉଥିବ । ଆପଣଙ୍କୁ ସୁରକ୍ଷିତ ରଖିବ । ସେ ସବୁବେଳେ ଆପଣଙ୍କ ଶୁଖ ଦୁଖରେ ସାଥ ଦେବ । କିନ୍ତୁ ସମସ୍ଯା ସମ୍ପର୍କ ରେ ନଥାଏ । ସମସ୍ୟା ଥାଏ ପ୍ରେମକୁ ପରିଚାଳନା କରିବାରେ । ଲୋକଙ୍କୁ ଭଲ କ୍ଲାଗେକି ତାଙ୍କୁ କେହି ଭଲ ପାଉଛି ।

ଯେତେବେଳେ ତାଙ୍କର ସମୟ ଆସେ ପ୍ରେମ କରିବାରେ କିନ୍ତୁ ତାଙ୍କ ଦ୍ଵାରା ହୁଏ ନାହିଁ । ସବୁ ମନୁଷ୍ୟ ଯେତେବେଳ ସମ୍ପର୍କ ଦ୍ଵାରା ଭାବେ କି ତାକୁ ସବୁବେଳେ ପ୍ରେମ ମିଳୁ , ଖୁସି ମିଳୁ । ସେ ମନୁଷ୍ୟ ସଂପର୍କକୁ ସଫଳତାର ସହ ସମ୍ଭାଳି ପାରେ ନାହିଁ । ପ୍ରେମ ଏମିତି ଏକ ଜିନିଷ ଯାହାକି କଙ୍ଗାଳକୁ ବି ରାଜା ଭଳି ଭାବନା ଦିଏ । ପ୍ରେମ ନଥାଏ ତ ରାଜାଭଳି ମନୁଷ୍ୟକୁ କାଙ୍ଗାଳ ଭଳି ଲାଗୁଥାଏ । କାହିଁକି ନା ପ୍ରେମ ଦୁନିଆର ସବୁଠୁ ବଡ ସମ୍ପତି ହୋଇଥାଏ । ପ୍ରେମ ଠାରୁ ସୁନ୍ଦର ଜିନିଷ ଦୁନିଆରେ ଆଉ କିଛି ନାହିଁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।