ରାତିରେ ଶୋଇବା ସମୟରେ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ଯାହା ହେବ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ- Health Tips

ଭାରତରେ ପୂର୍ବରୁ ହିଁ ଆୟୁର୍ବେଦକୁ ଧର୍ମ ସହିତ ଯୋଡା ଯାଇଛି । ସେଥିପାଇଁ ଯେଉଁ ଲୋକେ ବହୁତ ଭଲ ଭାବରେ ଗ୍ରହଣ କରନ୍ତି ସେମାନଙ୍କର କୌଣସି ରୋଗ ହୁଏ ନାହିଁ । କାରଣ ସେମାନେ ଜଣା ଓ ଅଜଣାରେ ମଧ୍ୟ ଆୟୁର୍ବେଦକୁ ହିଁ ଗ୍ରହଣ କରିଥାନ୍ତି । ଆମେ ଯଦି ଧର୍ମର ପାଳନ କରିବା ତେବେ ଆମର କେବେ ହେଲେ ରୋଗ ହେବ ନାହିଁ ଓ ଆମେ ସୁସ୍ଥ ରହିବୁ । ଆଉ ଏକ କଥା ହେଉଛି ଆମେ ଖାଲି ପେଟରେ କାହିଁକି ମନ୍ଦିର ଯାଇଥାଉ ।

ଏହାର କାରଣ ହେଉଛି ଆମେ ଯେତେବେଳେ ମନ୍ଦିରକୁ ଯାଇଥାଉ ସେହି ସମୟରେ କେବେ କେବେ ପ୍ରସାଦରେ ଆମକୁ ଲବଙ୍ଗ ଓ ଗୁଜୁରାତି ବା ତୁଲସୀ ଓ ମହୁ ମିଶା ଦିଆଯାଏ । ଏହାକୁ ଆମେ ଖାଲି ପେଟରେ ସେବନ କରିଥାଊ ।

ଏହାକୁ ଆମେ ଖାଲି ପେଟରେ ସେବନ କରିବା ଦ୍ଵାରା ଆମର ବହୁତ ଗୁଡିଏ ରୋଗ ଭଲ ହୋଇଥାଏ । ଆମକୁ କେବେ ହେଲେ ଧର୍ମକୁ ଅନ୍ଧ ବିଶ୍ଵାସ ମାନିବା କଥା ନୁହେଁ କାରଣ ଧର୍ମ ସହିତ ଆୟର୍ବେଦ ମଧ୍ୟ ଯୋଡି ହୋଇଅଛି । ଆମ ହିନ୍ଦୁ ଧର୍ମରେ ଲବଙ୍ଗକୁ ବହୁତ ବ୍ୟବହାର କରାଯାଏ । ପ୍ରାୟ ସମସ୍ତଙ୍କ ଘର ଲବଙ୍ଗ ଜାହାକୁ ଚାହା ଓ ଖାଦ୍ୟରେ ପକାଇଥାଉ । ଲବଙ୍ଗକୁ ଧର୍ମରେ ବହୁତ ବ୍ୟବହାର କରାଯାଏ । ଆଜି ଆମେ ଆପଣଙ୍କୁ କହିବୁ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ଵାରା ଆମ ସ୍ୱାସ୍ଥ୍ୟ କିପରି ସୁସ୍ଥ ରହିବ ।

ଆପଣ ମାନେ ଜାଣିଥିବେ କି ଛୋଟ ପିଲାଙ୍କ ମୂହରେ ଲବଙ୍ଗ ପକାଯାଏ । କାରଣ ଏହା କରିବା ଦ୍ଵାରା ଭାଇରସ ଓ ବ୍ୟକ୍ଟେରିଆ ମରିଥାଏ । ଯାହା ଫଳରେ ପିଲାଙ୍କୁ ବ୍ୟକ୍ଟେରିଆ ସହଜରେ କିଛି କରିପାରି ନଥାଏ ଏହାଛଡା ଲବଙ୍ଗରେ ବହୁତ ପୋଟାସିଅମ, ଆୟରନ, କଲସିଅମ ଓ ବହୁତ ଭିଟାମିନ ଥାଏ । ଯଦି ଆପଣ ସବୁଦିନ ଖାଲି ପେଟରେ ଲବଙ୍ଗ ଖାଉଛନ୍ତି ତେବେ ଏହା ଆପଣଙ୍କର ଦେହ ପାଇଁ ବହୁତ ଭଲ ଅଟେ । ଯଦି ଆପଣଙ୍କର ଚୁଟି ଧଳା ଓ ଚୁଟି ଝଡୁଥିବ ତେବେ ଆପଣ ପ୍ରତ୍ୟକ ଦିନ ଲବଙ୍ଗ ଖାଇବା ଫଳରେ ଏହା ଦୂର ହୋଇଥାଏ ।

କାରଣ ଆଇରନ ଏଥିରେ ବହୁତ ପରିମାଣରେ ଥାଏ ଓ ଏହି ଆଇରନ ଆମ ଦେହରେ ନୂଆ ରକ୍ତ ଗଢିଥାଏ । ଲବଙ୍ଗରେ ଅଧିକ ମାତ୍ରାରେ ପୋଟାସିଅମ ରହିଥିବା ହେତୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ ଓ ଚୁଟିର ମୂଳରେ ମଧ୍ୟ ରକ୍ତ ସଂଚାଳନ କରିଥାଏ । ଯଦି ଆପଣଙ୍କୁ ନିଦ ନଆସୁଛି ତେବେ ଆପଣ ପ୍ରତ୍ୟକ ଦିନ ଗୋଟିଏ ଲେଖା ଲବଙ୍ଗ ଖାଇବା ଦ୍ଵାରା ଆପଣଙ୍କୁ ଭଲରେ ନିଦ ଆସିବ ଓ ଏହା ଦ୍ଵାରା ଆପଣଙ୍କର ବ୍ୟସ୍ଥତା  ମଧ୍ୟ ଦୂର ହେବ । ଯଦି ଆପଣକର ଦାନ୍ତ ଦରଜ ହେଉଥାଏ ତେବେ ଡାକ୍ତର ପାଖକୁ ଯିବା ଦରକାର ନାହିଁ ।

ଆପଣ ଡାକ୍ତରଙ୍କ ପାଖକୁ ଗଲେ ସେ ଦାନ୍ତ ଓପାଡି ଦେଇଥାଏ ଯାହାଦ୍ଵାର ଦାନ୍ତ ମୂଳ ଆଉ ମଜବୁତ ରହେ ନାହିଁ । ରାତିରେ ଶୋଇବା ସମୟରେ ଲବଙ୍ଗ ଦାନ୍ତରେ ରାଖୀ ଶୋଇଲେ ୧ ରୁ ୨ ଦିନ ଭିତରେ ଦାନ୍ତ ବିନ୍ଧା କମିଯିବ । ଯଦି ଦାନ୍ତରେ ପୋକ ଥାଏ ଏହାକୁ ବ୍ୟବହାର କରିବା ଦ୍ଵାରା ପୋକ ମରି ଯାଇଥାଏ । ଯଦି ଆପଣ ପତଳା ହେବାପାଇଁ ଚାହାନ୍ତି ସକାଳୁ ଆପଣ ଖାଲି ପେଟରେ ଖାଇବା ଦ୍ଵାରା ଆପଣଙ୍କର ୫ କେଜି ରୁ ୧୦ କେଜି କମିଯିବ । ଆପଣ ଖାଲି ପେଟରେ ପ୍ରତ୍ୟକ ଦିନ ଲବଙ୍ଗ ଖାଇବା ଦ୍ଵାରା ଉଚ ରକ୍ତ ଚାପ ଓ କମ ଥିବା ରକ୍ତ ଚାପକୁ ମଧ୍ୟ କମାଇଥାଏ ଓ କେତେ ପ୍ରକାରର ବେମାରି ଭଲ ହୋଇଥାଏ । ଆପଣ ଲବଙ୍ଗ ଖାଇବା ଦ୍ଵାରା ବହୁତ ରୋଗ ମଧ୍ୟ ଭଲ ହୋଇଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଏଭଳି କିଛି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ