ପ୍ରେମରେ ପଡିବା ପରେ ଏହି 3 ପ୍ରକାରରେ ଆସିଥାଏ ଆପଣଙ୍କ ଭିତରେ ପରିବର୍ତ୍ତନ, ଦେଖନ୍ତୁ ଏମିତି କିଛି ହେଉଛି କି ଆପଣଙ୍କ ସହିତ

ଭଲ ପାଇବାକୁ  ସବୁଠୁ ସୁନ୍ଦର ଫିଲିଙ୍ଗ୍ସରେ ଗଣନା କରା ଯାଇଥାଏ । ଅଲଗା ଅଲଗା ବୟସର ପ୍ରେମର ମାନ୍ୟତା ଏବଂ ଏମିତି ବି ଅଛି ଭଲ ପାଇବା ପ୍ରକାଶ କରିବା ବା ତାକୁ ବୁଝିବାର ଅନ୍ଦାଜ ବି ଅଲଗା ହୋଇଥାଏ । କମ ବୟସରେ ଆପଣ ଯେଉଁ ସବୁ ଜିନିଷ ଯୋଡି କି ଦେଖନ୍ତି ,30 ବୟସ ହେଲାପରେ ଆପଣଙ୍କୁ ସେହି ସବୁ ପିଲାଳିଆମି ଲାଗିଥାଏ । କିନ୍ତୁ ଭଲପାଇବା ହେଉଛି କି ନାହିଁ ଏହା ପ୍ରମାଣ ହେଲା ପରେ ଆପଣଙ୍କ ଜୀବନ କେତେ ପ୍ରକାରରେ ବଦଳି ଯାଇଥାଏ । ଏବେ ଏହା ଆପଣ ବି ଶୁଣିଥିବେ କି ଭଲ ପାଇବାରେ ନାକାମି ଲୋକଙ୍କୁ ଦେବଦାସ ଭଳି ବନାଇ ଦେଇଥାଏ । କିନ୍ତୁ ପ୍ରେମ ହେଲା ପରେ ଆପଣଙ୍କର ସ୍ୱାସ୍ଥ୍ୟ ରେ କେତେ ଲାଭ ହୋଇଥାଏ ।

ଖୁସିରେ ରହିଥାନ୍ତି ପ୍ରେମ କରୁଥିବା ବାଲା:

ଯଦି ଆପଣଙ୍କୁ ପ୍ରେମ ହୋଇଛି ତେବେ ଆପଣ ଅଚାନକ ଛୋଟ ଛୋଟ କଥା ଉପରେ ଖୁସି ହେବାକୁ ଲାଗନ୍ତି । ଆପଣ ନିଜେ ତ ଖୁସି ହୁଅନ୍ତି ଏବଂ ନିଜ ପାର୍ଟନରକୁ ଖୁସି କରିବା ପାଇଁ ନୂଆ ନୂଆ ତରିକା ବ୍ୟବହାର କରିଥାନ୍ତି ।

ନିଜ ଉପରେ ଧ୍ୟାନ ଦେଇଥାନ୍ତି :

ପ୍ରେମ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେମିତି ଲାଭଦାୟକ ହୋଇଥାଏ ତାହାର ସବୁଠୁ ଭଲ ଉଦାହରଣ ହେଲା ଏହା କି ଯେତେବେଳେ ଲୋକ ପ୍ରେମରେ ପଡି ଯାଆନ୍ତି ତେବେ ହଠାତ ନିଜ ଲୁକ୍ସ , ଗ୍ରୁମିଂ ଓ ସଫା ସୁତର ବ୍ୟତୀତ ନିଜ ଫିଜିକାଲ ଅଫେୟର ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ଲାଗି ଥାଆନ୍ତି ।

ଆଜ୍ଞା ହଁ ବହୁତ ଲୋକ ପ୍ରେମରେ ପଡ଼ିବା ପରେ ହଠାତ ଜିମ, ୱାକ ଓ ସ୍ପୋର୍ଟସ ସମ୍ବନ୍ଧୀୟ ହବୀଜ ଉପରେ ଆଉ ଥରେ ଧ୍ୟାନ ଦେବାକୁ ଲାଗିି ଥାଆନ୍ତି । ତେବେ ସେଇଠି କିଛି ଲୋକ ହେଲ୍ଡି ଡାଏଟ ନେବା ଆରମ୍ଭ କରିଦେଇ ଥାଆନ୍ତି ।

କ୍ଷମା କରିବା ଶିଖି ଯାଇଥାନ୍ତି :

ପ୍ରେମ ଆପଣଙ୍କୁ ବେଶୀ ନୁହେଁ ଟିକେ ମହାନ ବନେଇ ଦେଇଥାଏ ।  ପ୍ରେମ ହେବା ପରେ ଆପଣ ପ୍ରଥମଠୁ ଅଧିକ ସହନଶୀଳ ହୋଇ ଯାଇଥାନ୍ତି । ଲୋକଙ୍କୁ ସହଜରେ କ୍ଷମା କରିବା ଶିଖିଥାନ୍ତି । ଏହି କଥା ତ ଆପଣ ବି ଅନୁଭବ କରୁଥିବେ କି କିଛି ପୁରୁଣା କଥା ଉପରେ ବି କିଛି ବର୍ଷ ପରେ ରାଗ ଆସିଥାଏ ।

ଏହି ରାଗ ଓ ମାୟୁସି ଆମର ଚିନ୍ତା ବଢାଇ ଥାଏ ଏବଂ ଦୁଃଖର କାରଣ ମଧ୍ୟ ହୋଇଥାଏ । ସେଥିପାଇଁ ଆପଣ ପୁରୁଣା କଥାକୁ ଭୁଲିବା ଓ ଅନ୍ୟଙ୍କର ଭୁଲକୁ କ୍ଷେମା କରୁଛନ୍ତି ତେବେ ଆପଣଙ୍କର ମେଣ୍ଟଲ ହେଲ୍ଥ ଓ ସୋସିଆଲ ଲାଇଫ ଉପରେ ପ୍ରଭାବ ପଡିଥାଏ ଓ ଆପଣ ପ୍ରଥମଠୁ ଅଧିକ କୁଶଳ ମଧ୍ୟ ହୋଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।