ପ୍ରେମ ବିବାହ କରି ଘରକୁ ଫେରିଥିବା ଝିଅକୁ ପିତା ପଚାରିଲା ତୋ ସହିତ ଇଏ କିଏ, ଆଶ୍ଚର୍ଯ୍ୟ କରି ଦେବା ଭଳି ଥିଲା ତାହାର ଜବାବ, ତା ପରେ ଯାହା ହେଲା…

ଫେରାର ହୋଇ ବିବାହ କରିବା ପାଇଁ ଦଣ୍ଡ ସ୍ୱରୂପ ଏୟାରଫୋର୍ସର ପାଇଲଟ ପ୍ରେମୀର ପରିବାରକୁ ବେଜିତ ହେବାକୁ ପଡିଲା । ଝିଅର ପ୍ରେମ ବିବାହରେ ରାଗି ଯାଇ ଝିଅର ପିତା ନିଜର ସମୁଦିକୁ ସମସ୍ତଙ୍କ ସାମ୍ନାରେ ବେଜିତ କରି ହିଁ ଛାଡିଲା । ତାଙ୍କର ମୁହଁ କଳା କରି ବୁଲାଇଲା । କହିବାକୁ ଗଲେ ଏହି ଘଟଣା ଗୁରୁବାରର ଅଟେ । ଏହା ପରେ ଏହି ମାମଲାରେ ପୋଲିସ ଝିଅର ପିତା ବଂଶୀଲାଲକୁ ଗିରଫ୍ କରି ନେଇ ଯାଇଛନ୍ତି ।

କିନ୍ତୁ ଶୁକ୍ରବାର ଦିନ ଥାନାରୁ ତାଙ୍କୁ ଜମାନତ ମିଳିଗଲା । ବଂଶୀଲାଲ ଓ ପ୍ରେମିର ପିତା ୟୋଗରାଜ ଅଗ୍ରୱାଲ ଦୁଇ ଜଣ ହିଁ ସହରର ଜଣା ଶୁଣା ବିଜନେସମ୍ୟାନ ଅଟନ୍ତି । ଗୁରୁବାର ଦିନ ଯେମିତି ହିଁ ୟୋଗରାଜ ନିଜର ଫ୍ୟାକ୍ଟ୍ରିରେ ପହଞ୍ଚିଲେ, ତେବେ ବଂଶୀଲାଲ ନିଜର ଗାଡି ତାଙ୍କ ସାମ୍ନାରେ ରଖିଦେଲେ । ପୁଣି ନିଜର କିଛି ସାଥିମାନଙ୍କ ସହିତ ମିଶି ଫ୍ୟାକ୍ଟ୍ରି କୁ ଯାଇ ୟୋଗରାଜଙ୍କ ସହିତ ମାରପିଟ କରିଲେ ଓ ପୁଣି ତାଙ୍କ ମୁହଁକୁ କଳା କରି ଛାଡି ଦେଲେ ।

ପୋଲିସଙ୍କ ଅନୁସାରେ, ବଂଶୀଲାଲଙ୍କ ଝିଅ ଡାକ୍ତର ଅଟେ । ସେ ମୁମ୍ବାଇରେ ରହିଥାଏ । ଏହା ମଧ୍ୟରେ ୟୋଗରାଜଙ୍କ ପୁଅ ଓ ବଂଶୀଲାଲଙ୍କ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଏହା ପରେ ଦୁହେଁ ଗ୍ୱାଲିୟରର ଆର୍ୟ ସମାଜରେ ବିବାହ କରିଥିଲେ । ଆରୋପ ଏହା ମଧ୍ୟ ଅଟେ କି ବଂଶୀ ୟୋଗରାଜଙ୍କ ମୁହଁରେ ପରିସ୍ରା ବି କରିଛନ୍ତି । କିନ୍ତୁ ବଂଶୀ ଏହି ସବୁ ଆରୋପକୁ ମନା କରି ଦେଲେ । ସେ କହିଲେ କି ଅଙ୍କିତ ଅଗ୍ରୱାଲ ତାଙ୍କ ଝିଅ ସହ ଜବରଦସ୍ତ ବିବାହ କରିଛନ୍ତି । ଝିଅ ଘରକୁ ଫେରିବାକୁ ଚାହୁଁଛି ।