କରୋନାରେ ପୀଡିତ ପ୍ରେଗନେଣ୍ଟ Dr. ଡିମ୍ପଲ ଆରୋରୋ ନିଜର ଶେଷ ନିଶ୍ଵାସ ନେବା ପୂର୍ବରୁ ଯାହା କହିଲେ, ଶୁଣି ଆପଣ ବି କାନ୍ଦି ପକାଇବେ

ପୁରା ବିଶ୍ବରେ ଯେପରି ଭାବେ କୋ-ରୋ-ନାର ଦିତୀୟ ଲହର ବଢିବାରେ ଲାଗିଛି ତାହାର ଅନ୍ତ କେବେ ହେବ କହି ହେଉ ନାହି । କୋ-ରୋ-ନା ଭା-ଇ-ର-ସ କେତେ ଯେ ଲୋକଙ୍କର ଜୀବନ ନେଲାଣି ତାହା ଗଣନା କରିବା ସମ୍ଭବ ନୁହେ । କୋ-ରୋ-ନାର ଆତଙ୍କ ଦିନକୁ ଦିନ ବଢିବାରେ ଲାହିଛି ଯାହା ଫଳରେ ସାଧାରଣ ଜନତା ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି । ସେଥି ପାଇଁ ଆମ ସମସ୍ତଙ୍କୁ ବହୁତ ସାବଧାନର ସହ ରହିବାକୁ ପଡିବ ।

ଆମ ସରକାରଙ୍କ ଦ୍ଵାରା କରା ଯାଇଥିବା ନିୟମ ଗୁଡିକୁ ଆମକୁ ପାଳନ କରିବା ପଡିବ । ଏଥି ପାଇଁ ସାଧାରଣ ଲୋକଙ୍କ ବ୍ଯତୀତ ଡାକ୍ତର, ପୋ-ଲି-ସ ଓ ଅନ୍ୟ କର୍ମଚାରୀ ମାନେ ଯିଏ ଦେଶର ସୁରକ୍ଷା ପାଇଁ କୋ-ରୋ-ନା ସହ ଲଢୁଛନ୍ତି ସେମାନେ ମଧ୍ୟ କୋ-ରୋ-ନାରେ ଆ-କ୍ରା-ନ୍ତ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପ୍ରେଗନେଣ୍ଟ ଡାକ୍ତର ଡିମ୍ପଲ ଅରୋରାଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ ।

ପ୍ରେଗନେଣ୍ଟ ଡାକ୍ତର ଡିମ୍ପଲ ଅରୋରା ଜଣେ ଭଲ ଡାକ୍ତର ନ ଥିଲେ ବରଂ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସେ ଗରିବ ଦୁଖୀ ଲୋକଙ୍କର ଚିକିତ୍ସା କରି ସେମାନଙ୍କୁ ବହୁତ ସାହାଜ୍ଯ କରୁଥିଲେ । ଜଣେ ଡାକ୍ତର ଭଗବାନ ସହ ସମାନ ହୋଇଥାନ୍ତି ବୋଲି କଥାରେ ଅଛି । ଠିକ ସେହି ଭଳି ଡାକ୍ତର ଡିମ୍ପଲ ଅରୋରା ନିଜ କର୍ତ୍ତବ୍ୟକୁ ବେଶ ଭଲ ଭାବରେ ତୁଲାଇଥାନ୍ତି । ସେ କେବେ ବି ନିଜ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି । କିନ୍ତୁ ଦୁଖର ବିଷୟ ଯେ ସେ ବର୍ତ୍ତମାନ କୋ-ରୋ-ନାରେ ତାଙ୍କ ଜୀବନ ହରାଇଛନ୍ତି ।

ସେ ତାଙ୍କର ଶେଷ ବିଡିଓରେ ଶେୟାର କରି ନିଜ ମତ ଦେଇଛନ୍ତି ଯେ ତାଙ୍କର ଅବସ୍ଥା ବର୍ତ୍ତମାନ ବହୁତ ସିବିଏର ଅଛି । ସେଥି ପାଇଁ ସେ ସାଧାରଣ ଜନତାଙ୍କୁ ଦର୍ଶାଇଛନ୍ତି ଯେ ଯେ କୌଣସି ପରିସ୍ଥିତିରେ ମାସ୍କ ବ୍ୟବାହାର କରନ୍ତୁ । ଆପଣ ମାନେ ଯେତେବେଳେ ବାହାରକୁ ଯିବେ ସେତେବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରନ୍ତୁ । ସେ ଆମ ସମସ୍ତଙ୍କୁ କୋ-ରୋ-ନାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଛନ୍ତି ।

ଯଦି ଆପଣଙ୍କ ଘରେ କୌଣସି ବୟସ୍କ ବ୍ୟକ୍ତି, ଛୋଟ ପିଲା ବା ଗର୍ଭବତୀ ମହିଳା ଅଛନ୍ତି ତେବେ ଅଧିକ ସାବଧାନ ରହିବାକୁ ଡାକ୍ତର ଡିମ୍ପଲ ଅରୋରା ନିଜ ମତରେ ରାଏ ଦେଇଛନ୍ତି । ସେ କୋ-ରୋ-ନା ସହ ଲଢିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି । କୌଣସି ପରିସ୍ଥିତିରେ ସେ ହାର ମାନିବେ ନାହି ବୋଲି ନିଜ ରାଏରେ କହିଛନ୍ତି । ନିଜର ଖାଦ୍ଯ ପ୍ରତି ଯତ୍ନ ନେବା ପାଇଁ ସେ ସବୁ ଲୋକଙ୍କୁ ସଚେତନ କରାଇଛନ୍ତି ।

ତେବେ ସେ ଏହି ଭିଡିଓ ୧୧ ଏପ୍ରିଲରେ ବନେଇଥିଲେ ଓ ଏହାର କିଛି ଦିନ ପରେ ୨୬ ଏପ୍ରିଲରେ ସେ ନିଜର ଜୀବନ ହରାଇଛନ୍ତି । ବନ୍ଧୁଗଣ ଡିମ୍ପଲଙ୍କ ଏହି ଉପଦେଶ ଅନ୍ୟ ସହ ଶେୟାର କରି ସଚେତନ କରାନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।