ବାଛନ୍ତୁ କୌଣସି ଗୋଟିଏ ମୁଦି ଓ ଜାଣନ୍ତୁ ଆପଣଙ୍କ ବିବାହ କେମିତି ହେବ ! Love Quiz

ବ୍ୟକ୍ତିର ପସନ୍ଦ ବା ନାପସନ୍ଦରୁ ତାର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣି ହୁଏ । ପ୍ରେମ ଏହି ଶବ୍ଦଟିର ଅର୍ଥ ବହୁତ ବ୍ୟାପକ ହୋଇଥାଏ । ପ୍ରେମର ଅର୍ଥ ନିଜ ମନ ଭିତରୁ ଭଲ ପାଇବା କିମ୍ବା କାହାକୁ କୌଣସି ବିନା ସ୍ଵାର୍ଥ ରଖି ଭଲ ପାଇବା । ଏହାକୁ ପ୍ରକୃତ ପ୍ରେମ କୁହାଯାଏ । ଆମ ପସନ୍ଦ ଆମକୁ ଏକ ଆରେକଠୁ ଅଲଗା କରେ । ରୁଚି ଓ ପସନ୍ଦ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ସ୍ଵଭାବ ଅଲଗା ଅଲଗା ହୋଇଥାଏ ଓ ଆମ ଜୀବନରେ ଅଲଗା ଅଲଗା ଘଟଣା ମଧ୍ୟ ଘଟିଥାଏ ।

ବ୍ୟକ୍ତିର କହିବା ଓ ତାହାର ପସନ୍ଦ କରାଯାଉଥିବା ଜିନିଷ ତାହାର ଜୀବନ ଓ ସ୍ଵଭାବ ସହ ଜଡିତ କିଛି ରହସ୍ୟ ବିଷୟରେ ବି କହିଥାଏ । ତେବେ ଏହି ୪ଟି ମୁଦି ମଧ୍ୟରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ବିବାହ କିପରି ହେବ ।

ଯଦି ଆପଣ ପ୍ରଥମ ମୁଦି ବାଛିଛନ୍ତି ତେବେ ଆପଣଙ୍କ ବିବାହ ଖୁବ୍ ଜାକ ଜକମରେ ଓ ଧୁମ୍ ଧାମରେ ହେବ । ଆପଣ ନିଜ ବିବାହକୁ ଖୁବ୍ ଉପଭୋଗ କରିବେ ଓ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଖୁବ୍ ଖୁସିରେ ଆପଣଙ୍କ ବିବାହ ଉପଭୋଗ କରିବେ । ଆପଣ ଯେତିକି ଭାବୁଛନ୍ତି ତା ଠାରୁ ଅଧିକ ଆଡ଼ମ୍ବରରେ ଆପଣଙ୍କ ବିବାହ ହେବ ଓ ସମସ୍ତେ ପ୍ରଚୁର ଖୁସି ଆନନ୍ଦ କରିବେ । ଏହି ଦିନଟି ଆପଣଙ୍କ ପାଇଁ ଖୁବ୍ ସ୍ମରଣୀୟ ହେବ ।

ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ମୁଦି ତେବେ ଆପଣଙ୍କ ବିବାହ ଟିକେ ଫିଲ୍ମି ଶୈଳୀରେ ବହୁତ ରୋମାଣ୍ଟିକ ଅନ୍ଦାଜରେ ହେବ । ଆପଣଙ୍କ ପରିବାର ଲୋକ ଓ ଆପଣ ମିଶି ଖୁବ୍ ଖୁସି ମଜା କରି ଆପଣଙ୍କ ବିବାହ ଉପଭୋଗ କରିବେ । ଆପଣଙ୍କ ରୋମାଣ୍ଟିକ ଅନ୍ଦାଜ ଆପଣଙ୍କ ଜୀବନସାଥିକୁ ଖୁବ୍ ପସନ୍ଦ ଆସିବ ଓ ସେ ମଧ୍ୟ ବିବାହକୁ ଖୁବ୍ ଉପଭୋଗ କରିବେ । ବିବାହ କାର୍ଯ୍ୟକ୍ରମର ପ୍ରତ୍ୟେକ ପ୍ରୋଗ୍ରାମ ଖୁବ୍ ଆଡ଼ମ୍ବରରେ ଏକଦମ୍ ଫିଲ୍ମି ଅନ୍ଦାଜରେ କରିବେ । ସମସ୍ତଙ୍କୁ ଆପଣଙ୍କ ବିବାହ ଖୁବ୍ ପସନ୍ଦ ଆସିବ ଓ ସମସ୍ତେ ମନଭରି ଉପଭୋଗ କରିବେ ।

ଯଦି ଆପଣ ତୃତୀୟ ମୁଦି ବାଛିଛନ୍ତି ତେବେ ଆପଣଙ୍କର ବିବାହ ଆପଣଙ୍କ ଘର ଲୋକ ଯେଉଁଠି ଠିକ୍ କରିବେ ସେହିଠାରେ ବହୁତ ସାଧାରଣ ଭାବେ ହେବ । ଆପଣଙ୍କ ପରିବାର ପସନ୍ଦ କରିଥିବା ପୁଅ/ଝିଅକୁ ବିବାହ କରିବା ଦ୍ୱାରା ସମସ୍ତେ ଖୁସି ହେବେ । ବହୁତ ସାଧାରଣ ବିବାହ ହେଲେ ମଧ୍ୟ ଆପଣଙ୍କ ପରିବାରର ଓ ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଓ ଆପଣ ବହୁତ ଖୁସି ହେବେ । ବିବାହ ଓ ବିବାହ ପରେ ମଧ୍ୟ ଉତ୍ତମ ବୁଝାମଣା ସହ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବେ ।

ଯଦି ଆପଣ ଚତୁର୍ଥ ମୁଦି ବାଛିଛନ୍ତି ତେବେ ଆପଣଙ୍କ ଘର ଲୋକଙ୍କ ସହମତିରେ ଆପଣଙ୍କର ପ୍ରେମ ବିବାହ ହେବ । ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ନିଜ ଜୀବନସାଥି ରୂପେ ବିବାହ କରି ଘରକୁ ଆଣିବେ । ନିଜ ମନ ପସନ୍ଦର ଜୀବନସାଥି ପାଇ ଆପଣ ଖୁବ୍ ଖୁସି ହେବେ ଓ ବିବାହକୁ ସମ୍ପୂର୍ଣ୍ଣ ଉପଭୋଗ କରିବେ । ଗୁରୁଜନଙ୍କ ଆଶୀର୍ବାଦ ପାଇବା ସହ ଉତ୍ତମ ଜୀବନସାଥି ପାଇ ସବୁଠୁ ଅଧିକ ଖୁସି ହେବେ । ଖୁବ୍ ଜାକଜକମରେ ଆପଣଙ୍କ ବିବାହ ହେବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।