ବହୁତ ଟଙ୍କା ଆୟ କରିବାକୁ ଚାହୁଁଛନ୍ତି ତ ସକାଳୁ ଉଠି ଏହି ମନ୍ତ୍ରକୁ ତିନି ଥର ଜପ କରନ୍ତୁ, ହେଇଯିବେ ମାଲାମାଲ

ଜୀବନରେ ସମସ୍ତେ ସଫଳ ହେବା ପାଇଁ ଚାହାଁନ୍ତି ଏବଂ ସେଥିପାଇଁ ସେମାନେ ବହୁତ କଷ୍ଟ ମଧ୍ୟ କରିଥାନ୍ତି । କିନ୍ତୁ ଜରୁରୀ ନୁହେଁ କି ଅଧିକ ପରିଶ୍ରମ କରିବା ସତ୍ତ୍ୱେ ବି ସେମାନେ ସଫଳତାର ପାଇ ପାରନ୍ତି ନାହିଁ । କିନ୍ତୁ କିଛି ଲୋକମାନେ ବିନା ପରିଶ୍ରମରେ ସବୁ କିଛି ହାସଲ କରିଥାଆନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ଉପାୟରେ ଆପଣ ନିଜ ଜୀବନରେ ସଫଳତା ହାସଲ କରି ପାରିବେ । ଆଜି ଆମେ ଆପଣମାନଙ୍କୁ ୩ ଟି ଲାଭକାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଯାହାକି ଆପଣଙ୍କୁ ସଫଳ କରିବାରେ ସାହାର୍ଯ୍ୟ କରିବେ ।

ପ୍ରଥମ ମନ୍ତ୍ର

Image courtesy: Google

ମଂଗଲମ୍ ଭଗବାନ ବିଷ୍ଣୁ ମଂଗଲମ୍ ଗରୁଡ ଧ୍ୱଜ ।

ମଂଗଲମ୍ ପୁଂଡରୀକାକ୍ଷ ମଂଗଲାୟ ତନୋ ହରି ।।

ବ୍ୟକ୍ତିମାନେ ଏହି ମନ୍ତ୍ରକୁ ଜପ କଲେ ତାଙ୍କୁ ସୁଖ ସମୃଦ୍ଧି ମିଳିଥାଏ । ସେମାନଙ୍କର ଅଟକିଥିବା ସବୁ କାମ ସଫଳତା ପୂର୍ବକ ସମ୍ପନ୍ନ ହେବ ଏବଂ ଏହାକୁ କେବଳ ସକାଳ ସମୟରେ ହିଁ ଜପ କରନ୍ତୁ ।

ଦ୍ଵିତୀୟ ମନ୍ତ୍ର

Image courtesy: Google

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବୋ ମହେଶ୍ୱର I

ଗରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମ: ।।

ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣ ଗୁରୁଙ୍କୁ ନମସ୍କାର କରିଥାନ୍ତି ଏବଂ ତାଙ୍କ ଠାରୁ ଜୀବନର ଶାନ୍ତିର କାମନା କରନ୍ତି । ବ୍ୟକ୍ତିର ସଫଳତା ପଛରେ କୌଣସି ନା କୌଣସି ଗୁରୁଙ୍କର ହିଁ ହାତ ଥାଏ । ସେଥିପାଇଁ ସକାଳୁ ଉଠି ଗୁରୁଙ୍କୁ ନମସ୍କାର କରି ଏହି ମନ୍ତ୍ରକୁ ସବୁଦିନ ଜପ କରିବା ଉଚିତ ।

ତୃତୀୟ ମନ୍ତ୍ର

Image courtesy: Google

କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ ।

କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍ ।।

ସଫଳତା ପ୍ରାପ୍ତ କରିବାର ଏହା ହେଉଛି ତୃତୀୟ ମନ୍ତ୍ର । ଏହି ମନ୍ତ୍ରର ଜପ ସକାଳୁ ଉଠି ବିଛଣା ଉପରେ ବସି କରିବା ଉଚିତ । ଆପଣ ନିଜ ହାତକୁ ବହି ଭଳି ଖୋଲି ଏହି ମନ୍ତ୍ରକୁ ଜପ କରନ୍ତୁ । ହାତକୁ ଦେଖି ହିଁ ଏହି ମନ୍ତ୍ରକୁ ଜପ କରିବା ଉଚିତ । ସବୁଦିନ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ସୁଖ ଶାନ୍ତି ପ୍ରାପ୍ତି ହେବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।