ପ୍ରାଇଭେଟ କର୍ମଚାରିଙ୍କ ପାଇଁ ସବୁଠୁ ବଡ ଖୁସି ଖବର, ଏବେ ରିଟାୟରମେଂଟ ପରେ ମିଳିବ ଏତେ ଗୁଣା ପେନସନ

ଉଚ୍ଚତମ ନ୍ୟାୟଲୟ ପ୍ରାଇବେଟ କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି । କୋର୍ଟ କର୍ମଚାରିଙ୍କ ପାଇଁ ପ୍ରଥମରୁ ଅଧିକ ପେନସନର ରାସ୍ତାକୁ କ୍ଲିଅର କରି ଦେଇଛନ୍ତି, ଯେଉଁଥିରେ କର୍ମଚାରି ମାନଙ୍କର ପେନସନ ବହୁତ ଗୁଣା ବଢିଯିବ ।

ସୁପ୍ରିମ କୋର୍ଟ ସୋମବାର ଦିନ EPFOର ସେହି ଆବେଦନକୁ ଖାରଜ କରିଦେଇଛି, ଯାହାକୁ ସେ କେରଳ ହାଇକୋର୍ଟ ନିଷ୍ପତି ବିରୁଦ୍ଧରେ ଦେଇଥିଲେ । କହିବାକୁ ଗଲେ, ହାଇକୋର୍ଟ ଈପୀଏଫଓରୁ ନିର୍ଦେଶ ଦେଇଥିଲେ କି ସେ ସମସ୍ତ ସେବାନିବୃତ୍ତ କର୍ମଚାରି ମାନଙ୍କୁ ତାଙ୍କର ପୁରା ସ୍ୟାଲେରୀ ଆଧାରରେ ପେନସନ ଦେବାର ଅଂସଦାନର ଆଧାରରେ ଠିକ କରିଥିଲେ କି ପ୍ରତି ମାସରେ ଅଧିକତମ ୧୫ ହଜାର ଟଙ୍କା ନିର୍ଧାରିତ ଅଟେ । କୋର୍ଟର ଏହି ଆଦେଶ ବିରୁଦ୍ଧରେ ଇପିଏଫଓ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।

ଈପୀଏସର ଆରମ୍ଭ ୧୯୯୫ରେ ହୋଇଥିଲା । ସେତେବେଳେ ନିଯୁକ୍ତ କର୍ମଚାରୀଙ୍କର ସ୍ୟାଲେରୀ ଅଧିକତମ ବର୍ଷକୁ ୬,୫୦୦ (୫୪୧ ମାସକୁ) ର ୮.୩୩ % ଈପୀଏସ ପାଇଁ ଜମା କରି ପାରିବେ । ମାର୍ଚ ୧୯୯୬ରେ ଏହି ନିୟମକୁ ଚେଞ୍ଜେସ କରାଯାଇ, ଯଦି କର୍ମଚାରୀ ପୁରା ସ୍ୟାଲେରୀ ହିସାବରେ ସ୍କିମରେ ଯୋଗଦାନ ଦେବା ଉଚିତ ଏବଂ ନିଯୁକ୍ତି ବି ରାଜି ଅଛନ୍ତି ତେବେ ସେଥିରେ ପେନସନ ବି ସେହି ହିସାବରେ ମିଳିବା ଉଚିତ ।

ସେପ୍ଟେମ୍ବର ୨୦୧୪ରେ ଈପୀଏଫଓ ନିୟମକୁ ପୁଣି ଥରେ ଚେଞ୍ଜେସ କରାଗଲା । ବର୍ତ୍ତମାନ ଅଧିକତମ ୧୫ ହଜାର ଟଙ୍କାର ୮.୩୩ % ଯୋଗଦାନକୁ ମଞ୍ଜୁରୀ ମିଳିଯାଇଛି ।

ଖବର ଅନୁସାରେ ପେନ୍-ସନ୍ ର ଗଣନା (କର୍ମଚାରୀଙ୍କ ଦ୍ଵାରା ଚାକିରୀରେ ବିତଯାଇଥିବା ବର୍ଷ +୨)/୭୦x ଅନ୍ତିମ ଦରମା ଆଧାର ଉପରେ ହେବ । ଏହି ପ୍ରକାରେ ଯଦି କୌଣସି କର୍ମଚାରୀର ଦରମା ମାସକୁ ୫୦୦୦୦ ଟଙ୍କା, ତେବେ ତାଙ୍କୁ ନୂଆ ନିୟମ ଅନୁସାରେ ୨୫୦୦୦ ଟଙ୍କା ପେନ୍-ସନ୍ ରୂପେ ମିଳିବ ମାସକୁ । କିନ୍ତୁ ପୁରୁଣା ନିୟମ ଅନୁସାରେ ଏହା କେବଳ ୫୦୦୦ ଟଙ୍କା ଥିଲା ।

କହିଦେଉଛୁ ଯେ କେରଳର ହାଇ କୋର୍ଟ ୧ ସେପ୍ଟେମ୍ବର ୨୦୧୪ରେ ହୋଇଥିବା ଚେଞ୍ଜେସକୁ ବନ୍ଦ କରି ପୁରୁଣା ସିସ୍ଟମକୁ ଚାଲୁ କରି ଦେଇଥିଲା । ଏହା ପରେ ପେନସନ ବାଲା ସ୍ୟାଲେରୀ ଗତ ବର୍ଷର ସ୍ୟାଲେରୀ ହିସାବରେ ଠିକ କରାଗଲା । ୨୦୧୬ରେ ସୁପ୍ରିମ କୋର୍ଟ ଈପୀଏଫଓଙ୍କୁ କହିଲେ କି ଏହାର ଲାଭ ସେହି ଲୋକମାନଙ୍କୁ ବି ଦିଆଯାଉ ଯେଉଁମାନେ ପ୍ରଥମରୁ ହିଁ ପୁରା ସ୍ୟାଲେରୀ ହିସାବରେ ହିଁ ପେନସନର ସ୍କିମରେ ଯୋଗଦାନ ଦେଉଥିଲେ ।