ପ୍ରତିଦିନ ସ୍ନାନ କରୁଥିବା ମହିଳାଙ୍କ ଭାଗ୍ୟ ଏପରି ହୋଇଥାଏ ? ଜାଣନ୍ତୁ ବିଶେଷ ତଥ୍ୟ ସ୍ନାନ ସମ୍ବଧୀୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନଙ୍କୁ ଘରର ସାକ୍ଷାତ ଲକ୍ଷ୍ମୀ ବୋଲି ମନା ଯାଇଥାଏ । କାରଣ ଘରର ମହିଳା ମାନଙ୍କ ପାଇଁ ଘରଟି ସ୍ଵର୍ଗ ପାଲଟି ଯାଉଥିବା ସମୟରେ ଅନେକ ନାରୀଙ୍କ ପାଇଁ ଘର ନର୍କ ମଧ୍ୟ ହୋଇଯାଇଥାଏ । ତେବେ ଆଜି ଆପଣଙ୍କୁ ଏପରି କିଛି ନାରୀ ମାନଙ୍କ ସ୍ଵଭାବ ବିଷୟରେ ଆଲୋଚନା କରିବୁ । ଯାହା ଦ୍ଵାରା ପ୍ରତ୍ଯେକଟି ନାରୀ କଣ କରିବା ଉଚିତ ଓ କଣ କରିବା ଅନୁଚିତ । ସେଥିପ୍ରତି ବିଶେଷ ଯତ୍ନବାନ ହୋଇପାରିବେ ।

ସ୍ବଚ୍ଛତା ଶରୀର ପାଇଁ ଯେତେ ସ୍ଵାସ୍ଥକର ହୋଇଥାଏ । ବାସ୍ତୁକୋଣ ଦ୍ରୁଷ୍ଟିରୁ ଶରୀରର ସ୍ବଚ୍ଛତା ଯୋଗୁ ଘରେ ଉପରେ ମଧ୍ୟ ଏହା ଉତ୍ତମ ପ୍ରଭାବ ପକାଇ ଥାଏ । ବିଶେଷ କରି ଘରର ମହିଳା ନିଜକୁ ଯେତେ ସ୍ବଚ୍ଛ ଓ ପରିଷ୍କାର କରି ରଖିବେ । ସେତେ ହିଁ ଆପଣଙ୍କ ଘରର ବିକାଶରେ ସାହାଜ୍ଯ କରିବେ । ମହିଳା ମାନେ ନିଜର କେଶ ଓ ପାଦକୁ ପରିଷ୍କାର କରି ରଖିବା ଉଚିତ ।

କାରଣ ଜଣେ ମହିଳାର ପାଦ ଓ କେଶ ଯେତେ ସୁନ୍ଦର ହୋଇଥାଏ । ସେହି ମହିଳା ମାନଙ୍କର ଘରର ଆର୍ଥିକ ଅବସ୍ଥା ସେତେ ଭଲ ରହିଥାଏ । କାରଣ ଅପରିଷ୍କାର ପାଦ ଓ କେଶ ଘରର ଆର୍ଥିକ ବିକାଶକୁ ବିଗାଡି ଦେଇଥାଏ । ଶାସ୍ତ୍ରରେ ମହିଳା ମାନଙ୍କର ସ୍ନାନକୁ ନେଇ କିଛି ବିଶେଷ କଥା କୁହାଯାଇଛି । ବିଶେଷ ରୂପେ ମହିଳା ମାନେ ସକାଳର ୮ ଟା ପୂର୍ବରୁ ନିଜର ସ୍ନାନାଦି କାର୍ଯ୍ୟ ସାରି ନେବା ଉଚିତ ।

କାରଣ ସେହି ସମୟରେ ପରିବେଶର ବାତାବରଣ ବହୁତ ଶୁଦ୍ଧ ହୋଇଥାଏ । ଯଦି ସ୍ନାନ କରିବାରେ କୌଣସି କାମ ପାଇଁ ବିଳମ୍ବ ହୋଇଯାଉଥାଏ । ତେବେ ୧୨ ଟା ପୂର୍ବରୁ ଅବଶ୍ୟ ସ୍ନାନ କରିନେବା ଉଚିତ । କାରଣ ୧୨ ଟା ପରେ କରାଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହାଯାଇଥାଏ । ଯାହାକି ଆପଣଙ୍କ ସ୍ଵାସ୍ଥ ପକ୍ଷେ ହାନିକାରକ ହୋଇଥାଏ । ମହିଳା ମାନେ ନିଜର ସ୍ନାନ କରୁଥିବା ପାଣିରେ ଯଦି ସାମାନ୍ୟ ଚୁଟକି ଲୁଣ ପାଣିରେ ମିଶାଇ ସ୍ନାନ କରିଥାନ୍ତି ।

ତେବେ ଏହି ସ୍ନାନ ବହୁତ ହିଁ ଉତ୍ତମ ହୋଇଥାଏ । ଦିପହର ସମୟରେ ମହିଳା ମାନଙ୍କୁ ଘରୁ ବାହାରି କୌଣସି ଶୂନଶାନ ଏରିଆକୁ ଯିବା ଅନୁଚିତ । କାରଣ ସେହି ସମୟରେ ବାହାର ନୀରବ ଇଲାକାରେ ନକରାତ୍ମକ ଊର୍ଜାର ପ୍ରଭାବ ରହିଥାଏ । ମହିଳା ମାନେ ନିଜର ନାଭୀକୁ କେବେ ଅପରିଷ୍କାର କରି ରଖିବା ଉଚିତ ନୁହେଁ । କାରଣ ମହିଳାଙ୍କ ନାଭୀରେ ଦେବୀ ଦୂର୍ଗା ଅର୍ଥାତ ମା’ ପାର୍ବତୀ ବାସ କରିଥାନ୍ତି ।

ଯେଉଁ ମହିଳା ନିଜର ନାଭୀକୁ ଅପରିଷ୍କାର କରି ରଖିଥାଏ । ସେହି ମହିଳା ନିଜର ତଥା ନିଜ ପରିବାରର ଦୁର୍ଭାଗ୍ୟକୁ ଆମନ୍ତ୍ରିତ କରିଥାଏ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ