ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ । ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି ଙ୍କୁ ନେଇ ଯେଉଁ ବିବାଦ ଦେଖା ଯାଇଥିଲା ତାହା ସାରା ଓଡିଆ ବସି ଜାଣିଛନ୍ତି । ଆଉ ଏବେ ପୁଣି ଥରେ ପ୍ରକୃତି ମିଶ୍ର ବିବାଦରେ ପଡିଛନ୍ତି । ପ୍ରକୃତି ମିଶ୍ର ନିର୍ଦ୍ଦେଶନା ଟୁଟୁ ନାୟକ ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାହାକୁ ପ୍ରତିବାଦ କରିଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଅଭିନେତ୍ରୀ ଜଣକ କହିଛନ୍ତି ଯେ “ପ୍ରକୃତି ମିଶ୍ରଙ୍କ ପାଖରେ ତ କିଛି କମା ଧନ୍ଦା ନାହିଁ । ବେଟର ହେବ ସେ ଆଉ କେଉଁ ଫିଲ୍ଡକୁ ଚେଞ୍ଜ କରିପାରନ୍ତି ନିଜର ଇନକମ ସୋର୍ସ ପାଇଁ । ମୋ ହିସାବ ରେ ତାଙ୍କୁ ଓଡିଆ ଇଣ୍ଡଷ୍ଟ୍ରିରୁ ବ୍ୟାନ କରିବା କଥା । ମଝିରେ ଯେମିତି ବାବୁସାନ ଙ୍କୁ ନେଇ କନ୍ଟ୍ରିଭିସୁଆଲ ଦେଖା ଯାଇଥିଲା । ମଝିରେ ମଦର ଆଡ କୁ ନେଇ ପ୍ରକୃତି ଯାହା ବି କରିଥିଲେ ।
ନରମାଲ ଲାଇଫରେ ସେ ଯେମିତି କପଡା ପିନ୍ଧୁଛନ୍ତି ସେମିତି କିଏ କରେ । ମୁଁ ବି ପିନ୍ଧେ ତା ମାନେ ନୁହେଁ କି ସବୁ ଜାଗାରେ ଏମିତି କପଡା ପିନ୍ଧିବ । ମୋର ଓ ମୋ ସାଙ୍ଗର ପ୍ରକୃତି ବନ୍ଧୁତା ଭାଙ୍ଗି ଦେଇଥିଲା ବମ୍ବେରେ । ଏଟା 10 ବର୍ଷ ତଳର କଥା । ପ୍ରକୃତି ମିଶ୍ର ଆଜି ତା ଘର ଭାଙ୍ଗୁଛନ୍ତି କାଲି ତା ଘର ଭାଙ୍ଗୁଛନ୍ତି । ସେ ନିଜେ କମ ନିଜେ ବୁଝିବା ଦରକାର ।
ବାବୁସାନ ଙ୍କ ଘର ବି ସେ ଭାଙ୍ଗିପାରିଲେ ନାହିଁ କାରଣ ତାଙ୍କ ସ୍ତ୍ରୀ ଓ ପରିବାର ବହୁତ ଭଲ ଲୋକ । ଟୁଟୁ ନାୟକ ବହୁତ ଭଲ ଲୋକ ପ୍ରକୃତି ଚାହିଁଲେ ବି ତାଙ୍କ ଘର ଭାଙ୍ଗିପାରିବ ନାହିଁ । ଟୁଟୁ ନାୟକଙ୍କ ସ୍ତ୍ରୀ ବି ବହୁତ ଭଲ ସେ ସବୁ କିଛି ବୁଝି ସାରିଥିବେ । କାଷ୍ଟିଙ୍ଗ କାଉଚ ର ଅର୍ଥ ହେଉଛି ଜଣେ ଆର୍ଟିଷ୍ଟ ଯଦି ଭଲ ପର୍ଫୋମାଂସ କରିଥିବେ ତେବେ ତାଙ୍କୁ ସିଲେକ୍ଟ କରାଯିବ ।
କାଷ୍ଟିଙ୍ଗ କାଉଚ କୁ ନେଇ ଓଡିଶା ତଥା ଓଡିଆ ଇଣ୍ଡଷ୍ଟ୍ରି କୁ ବଦନାମ କରା ଯାଉଛି । ଖାସ କରି ଟୁଟୁ ନାୟକ ଙ୍କୁ ଆଜି ଏହାର ସାମ୍ନା କରିବାକୁ ପଡୁଛି । ପ୍ରକୃତି ମିଶ୍ର ଐଶ୍ଵରୀୟା ଭଳି ଏତେ ସୁନ୍ଦର ନୁହନ୍ତି । କି ସେ ଏତେ ସେକ୍ସି ନୁହେଁ ଯେ, ଟୁଟୁ ନାୟକ ତା ପାଇଁ ପାଗଳ ହେବେ । ମୋତେ ଗୋଟେ ଜିନିଷରେ ବେସୀ ହସ ଲାଗେ କି ଓଡିଆ ଇଣ୍ଡଷ୍ଟ୍ରି ରେ ଏତେ ସୁନ୍ଦର ଝିଅ ଅଛନ୍ତି ଏତେ ଆର୍ଟିଷ୍ଟ ଅଛନ୍ତି ସେମାନେ କଣ ମରି ଯାଇଥିଲେ । ଖାଲି ପ୍ରକୃତି ମିଶ୍ର ଟୁଟୁ ନାୟକ କୁ ଦେଖା ଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।