ଗଛରେ ବସିଥିଲେ ମାଙ୍କଡ, ପଡ଼ିଲା ଘଡ଼ଘଡ଼ି…. ଏକା ସାଙ୍ଗରେ ଚାଲିଗଲା 50 ମାଙ୍କଡ଼ଙ୍କ ଜୀବନ

ନମସ୍କାର ବନ୍ଧୁଗଣ । 50 ରୁ ଅଧିକ ମାଙ୍କଡ ଙ୍କ ଉପରେ ପଡିଲା ଘଡଘଡି । ଏକା ସାଙ୍ଗରେ ଚାଲିଗଲେ 50 ରୁ ଅଧିକ ମାଙ୍କଡ ଙ୍କ ଜୀବନ । ଗଛ ଉପରେ ବସିଥିବା ବେଳେ ମାଙ୍କଡ ମାନଙ୍କ ଉପରେ ଘଡଘଡି ପଡି ଯାଇଥିଲା । ହଁ ଦର୍ଶକ ବନ୍ଧୁ ଗୋଟେ ପରେ ଗୋଟେ ଅଶୁଭ ଘଟଣା ଘଟିବାରେ ଲାଗିଛି ବାଲେଶ୍ଵର ଜିଲ୍ଲା ରେ । ଦିନକୁ ଦିନ ବାଲେଶ୍ଵର ଜିଲ୍ଲା ରେ ବିପଦ ମାଡି ଆସୁଛି । କାରଣ ମାଙ୍କଡ ହେଉଛି ପ୍ରଭୁ ହନୁମାନ ଙ୍କ ରୂପ ।

ଆଉ ଏକା ସାଙ୍ଗରେ 50 ରୁ ଅଧିକ ଘଡଘଡି ପଡିଯିବା ଗୋଟେ ଭଲ ସଂକେତ ନୁହେଁ । ଏମିତି କିଛି ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଗଡ ସାହି ବାଲିଆପାଳ ରେ । ସୂଚନା ଅନୁଯାୟୀ ଗତ କାଲି ଦିନ ତମାମ ପ୍ରବଳ ଖରା ହେଉଥିଲା । ହେଲେ ସନ୍ଧ୍ୟା ହେବା ମାତ୍ରେ ଆରମ୍ଭ ହୋଇଥିଲା କାଳ ବୈଶାଖୀ । ଆଉ ତା ପରେ ଆରମ୍ଭ ହୋଇଥିଲା ଘଡଘଡି ସହ ବର୍ଷା ।

ଗତ କାଲି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହି ସମୟରେ ଖାଦ୍ୟ ସନ୍ଧାନ କରିବାକୁ ବାହାରିଥିବା 50 ଜଣିଆ ମାଙ୍କଡ ପଲ ବର୍ଷା ଘଡଘଡି କାରଣରୁ ବଡ ସାହି ର ଜଣଙ୍କ ବାଡି ରେ ଥିବା ଏକ ଗଛ ଉପରେ ଆଶ୍ରୟ ନେଇଥିଲେ । ଫଳରେ ଏକା ସହ 50 ରୁ ଅଧିକ ମାଙ୍କଡ ମାନଙ୍କର ଅକାଳ ରେ ମୃତ୍ୟୁ ହୋଇ ଯାଇଛି ।

ହେଲେ ସେମାନେ ଜାଣି ନ ଥିଲେ କି ସେମାନଙ୍କର ସେହି ଗଛ ରେ ହଠାତ ମୃତ୍ୟୁ ହୋଇଯିବ ବୋଲି । ବର୍ଷା ହେବାର କିଛି ସମୟରେ ହଠାତ ମାରିଥିଲା ପ୍ରଚଣ୍ଡ ଘଡଘଡି ସହ ଜୋର ରେ ବିଜୁଳି । ଯାହା ମାଙ୍କଡ ମାନେ ବସିଥିବା ଗଛ ଉପରେ ପଡି ଯାଇଥିଲା । ଫଳରେ ଏକା ସହ 12 ଜଣ ମାଙ୍କଡ ଙ୍କର ଅକାଳ ରେ ମୃତ୍ୟୁ ହୋଇଗଲା ।

ଏ ଦୃଶ୍ୟ କୁ ଦେଖିଲେ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ । ଆଉ ଆଖି ରୁ ଲୁହ ବି ଚାଲି ଆସିବ । କାରଣ ଏଠାରେ ନିରୀହ ପ୍ରାଣୀ ମାଙ୍କଡ ମାନଙ୍କର ଅକାଳ ରେ ମୃତ୍ୟୁ ହୋଇ ଯାଇଛି । ସେପଟେ ଏଭଳି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଅଗ୍ନିସମ ବାହିନୀ ଓ ପଶୁ ଡାକ୍ତର ଟିମ । ନିଆଁ କୁ ଲିଭାଇବା ସହ ମାଙ୍କଡ ମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆ ଯାଇଥିଲା ।

ହେଲେ ସବୁ ମାଙ୍କଡ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଆଉ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଦୁଃଖ ର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।