ପ୍ରଭୁ ଶ୍ରୀରାମଙ୍କ ଶ୍ୱଶୁର ଘରୁ ଆସିଛି ଭାର, ୫୦୦ ସହ ଲୋକ ଆଣିଛନ୍ତି ଭାର ।

ମାତା ସୀତା ଙ୍କ ବାପଘରୁ ଆସିଲା ଭାର । ହଁ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ପ୍ରଭୁ ଶ୍ରୀରାମ ଙ୍କ ଶ୍ଵଶୁର ଘର ହେଉଛି ନେପାଳ ର ଜନକପୁର ରେ । ଭଗବାନ ରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସର ରେ ଯେବେ କେଉଁଠୁ ନା କେଉଁଠୁ କିଛି ନା କିଛି ଉପହାର ଆସୁଛି ଠିକ ସେତିକି ବେଳେ କେମିତି ବା ବାଦ ପଡିବ ମାତା ସୀତା ଙ୍କ ବାପଘର । ନେପାଳ ର ଜନକପୁର ରୁ ଏବେ ପ୍ରଭୁ ଶ୍ରୀରାମଙ୍କ ଘର ଅର୍ଥାତ ଅଯୋଧ୍ୟାକୁ ଭାର ଆସିଛି ।

ଜନକପୁର ରୁ 500 ଲୋକ କାନ୍ଦେହୀ ସାମଗ୍ରୀ ଆଣିଛନ୍ତି ଅଯୋଧ୍ୟାକୁ । ଯେବେ ଜାନୁଆରୀ 22 ରେ ଅଜୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ଏହି କ୍ରମରେ ମାତା ସୀତା ଙ୍କ ବାପଘରୁ କିଛି ସାମଗ୍ରୀ ଅଯୋଧ୍ୟାରେ ପହଞ୍ଚିଛି । ଏହି କ୍ରମରେ ମାତା ସୀତା ଙ୍କ ବାପଘରୁ ସାମଗ୍ରୀ ଆସି ତାଙ୍କ ଶାଶୁଘରେ ପହଞ୍ଚି ସାରିଛି । ଯେବେ ଜାନୁଆରୀ 22 ରେ ରାମ ଲାଳଙ୍କ ସିଂହାସନ ଆରୋହଣ ପରେ ମା ସିତାଙ୍କ ଗୃହ ପ୍ରବେଶ ହେବ ସେଥିପାଇଁ ଜଣକପୁର ରୁ ମାତା ସୀତା ଙ୍କ ବାପଘର ତରଫରୁ 500 ଲୋକ ଅଯୋଧ୍ୟାକୁ ସାମଗ୍ରୀ ନେଇ ଆସିଛନ୍ତି ।

ପରମ୍ପରା ହେଉଛି ଯେବେ ବି ଘରର ଉଶ୍ଚବ ସମାରୋହ ହୁଏ ଜିନିଷ ଗୁଡିକ ବାପଘରୁ ଶାଶୁଘରକୁ ଆସିଥାଏ । ଆଉ ଏଥିପାଇଁ ଜନକପୁର ରୁ ଭାର ଆସିଛି । ଏଠିକାର ଲୋକ ମାନେ ପରମ୍ପରାକୁ ଅନୁସରଣ କରୁଛନ୍ତି । ଯାହା କୁ କାହିଁ କେତେ କାଳ ରୁ ଚାଲି ଆସିଛି । ଝିଅ ଦେବା ବେଳେ କିଛି ନା କିଛି ଜିନିଷ ଯାଏ ଏମିତି ପ୍ରଥା ରହିଛି । ଆଉ ଯେବେ ଝିଅ ଶାଶୁଘରେ କିଛି ପୂଜା ପର୍ବ ସେତେବେଳେ ବାପଘରୁ ତ ଭାର ଯାଏ ଯେଉଁ ପରମ୍ପରା କୁ ଅନୁସରଣ କରିଛନ୍ତି ଜନକପୁର ର 500 ଲୋକ ।

ଏହି ସାମଗ୍ରୀ ମଧ୍ୟରେ ରହିଛି ଭିନ୍ନ ଭିନ୍ନ ପ୍ରକାରର ଫଳ, ପନିପରିବା, ଶସ୍ୟ, ତେଲ, ଅଳଙ୍କାର, ମିଠା, ଟଙ୍କା, ପାତ୍ର ରହିଛି । ଖାଲି ସେତିକି ନୁହେଁ ନେପାଳ ରୁ ମହିଳା ମାନେ ଆସିଛନ୍ତି ଓ ସେମାନେ ନିଜକୁ ମାତା ସୀତା ଙ୍କ ବନ୍ଧୁ ବୋଲି କହୁଛନ୍ତି । ମହିଳା ମାନେ କହିଛନ୍ତି ସେମାନେ ତାଙ୍କ ମାତୃ ଘରୁ ମା ସୀତା ଙ୍କ ପାଇଁ ଉପହାର ଆଣିଛନ୍ତି । ଏ ହେଉଛି ପରମ୍ପରା ର କଥା ।

ଯେବେ ପ୍ରଭୁ ଶ୍ରୀରାମ ବିରାଜମାନ ହେବେ ଅଯୋଧ୍ୟାରେ ଠିକ ସେଇକି ବେଳେ ଶ୍ଵଶୁର ଘର ଜନକପୁର ରୁ ଆସିଛି ଭାର । 500 ଲୋକ ନେଇ ଆସିଛନ୍ତି ଏହି ଭାର କୁ । ଯାହାକୁ ଦେଖି ଆଜି ବି ଓଡିଆ ପରମ୍ପରା ଉଜୀବିତ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।