ରାମ ମନ୍ଦିର କେସ ଜିତାଇଥିବା ଏ ହେଉଛନ୍ତି ସେହି ମହାନ ଓକିଲ । ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ହଁ ଦର୍ଶକ ବନ୍ଧୁ ଭଗବାନ ରାମ ହେଉଛନ୍ତି ମୋ କ୍ଲାଇଣ୍ଡ । ମୁଁ ଆଜି ଯାଏଁ ଆସନରେ ବସି କେସ ଲଢି ନାହିଁ । ଆଉ ଆଜି ଯେବେ ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢୁଛି ଭଗବାନ ଙ୍କୁ ନ୍ୟାୟ ଦେବାକୁ ଚାହିଁଛି ସେତେବେଳେ କେମିତି ଆସନରେ ବସି କେସ ଲଢିବୀ । ଆଜି ବି ମୋ ପାଖରେ ସେତେ ଶକ୍ତି ରହିଛି ମୁଁ ଯେମିତି ହେଲେ ବି ଆପଣଙ୍କ ଆଗରେ ଛିଡା ହୋଇ କେସ ଲଢି ପାରିବି ।
ଆଉ ଏମିତି କିଛି ଓକିଲ ଙ୍କ ମୁହଁ ରୁ ଶୁଣିବା ପରେ କିଛି କହିବାକୁ ଶବ୍ଦ ପାଇ ନ ଥିଲେ ଜଜ ମହାଶୟ । ତେବେ ସେହି ଓକିଲଙ୍କ ନାଁ ହେଉଛି କେ ପରାଶର । ଆଜି ପୁରା ଭାରତ ବର୍ଷ ଖୁସି ରେ ନାଚି ଯାଉଛି । ଯେଉଁଠି ଦେଖିବ ଖାଲି ରାମ ନାମର ଉଚ୍ଚାରଣ ହେଉଛି । କାରଣ ରାମଚନ୍ଦ୍ରଙ୍କ ମନିଦ୍ରା ପ୍ରତିଷ୍ଠା ହେଉଛି । ଏବେ ଭାରତ ବର୍ଷରେ ଭକ୍ତିର ପରିବେଶ ସୃଷ୍ଟି ହୋଇଛି । କିନ୍ତୁ ଏହି ମନ୍ଦିର ପାଇଁ ଯିଏ କୋର୍ଟ ରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ କେସ ଲଢିଥିଲେ ସେ କଥାକୁ ସମସ୍ତେ ପାସୋରି ଦେଇଛନ୍ତି ।
ଯାହାଙ୍କ ପାଇଁ ଆଜି ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ହୁଏ ତ ତାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି । ସେଦିନ ଶେଷ ଶୁଣାଣୀ ଦିନ କେ ପରାଶର କୋର୍ଟ ରେ ପହଞ୍ଚିଥିଲେ । ଆରମ୍ଭ ହୋଇଥିଲା ଶୁଣାଣୀ ଆଉ ଘଣ୍ଟା ଘଣ୍ଟା ଧରି ଆଲୋଚନା ଚାଲିଲା । କେ ପାରାଶର ଦୀର୍ଘ ସାଢେ 4 ବର୍ଷ ଧରି 92 ବର୍ଷ ହୋଇଥିଲେ ମଧ୍ୟ ବିରୋଧୀ ଓକିଲ ଙ୍କ ସହ କେସ ଲଢିଥିଲେ । ଜଜ ତାଙ୍କୁ ବସିକି କେସ ଲଢିବାକୁ କହିଥିଲେ ସୁଧା ସେ କିନ୍ତୁ ବସିବାକୁ ମନା କରି ଦେଇଥିଲେ ।
ଆଉ କେ ପରାସର କହିଥିଲେ ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢୁଛି ମୁଁ କେମିତି ବସି ପାରିବି । ଏଭଳି କଥା ଶୁଣିବା ପରେ ଜଜ ମହାଶୟ ସ୍ତବ୍ଧ ହୋଇ ଯାଇଥିଲେ । ତେବେ ଅନେକ ଦିନର ଲଢେଇ ପରେ ଦେଶରେ ବିଜୟ ହାସଲ କରିଥିଲେ । କାହିଁକି କେ ପରାଶର କେବେ ବି ହାର ମାନି ନାହାନ୍ତି । ସେଥିପାଇଁ ତାଙ୍କୁ କୁହାଯାଏ ଭାରତୀୟ ନ୍ୟାୟ ସଂହିତା ର ଭିଷ ପିତାମହ ।
ପ୍ରତି ମୂହୁର୍ତ୍ତ ରେ ସେ ଭଗବାନଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିଛନ୍ତି । ଯଦି ଦେଖିବା କେ ପରାଶର ଙ୍କୁ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା କୁ ନିମନ୍ତ୍ରଣ କରା ଯାଇଛି । ହେଲେ ଏବେ ତାଙ୍କୁ 96 ବର୍ଷ ହୋଇଥିବା ବେଳେ ସେ ପ୍ରତିଷ୍ଠା ସମାରୋହକୁ ଆସି ପାରିବେ କି ନାହିଁ ତାହା ଜଣା ନାହିଁ । ଏହା ପୂର୍ବରୁ ସେ ରାମ ମନ୍ଦିର କାମ ହେଉଛି ତାହାର ତଦାରଖ କରିଥିଲେ ।
ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।