ପ୍ରଭୁ ରାମଙ୍କ ଅଯୋଧ୍ୟାରେ ପହଞ୍ଚିଲା ବିଶ୍ୱର ବିଶାଳ ତାଲା, ଯାହାକୁ ଦେଖି ଅଯୋଧ୍ୟାରେ ଲୋକେ ହେଲେ ଆଶ୍ଚର୍ଯ୍ୟ ।

ରାମ ମନ୍ଦିରରେ ପହଞ୍ଚିଲା ବିରାଟ ତାଲା । ଅଯୋଧ୍ୟାରେ ଲାଗିବ ବିଶ୍ଵର ସବୁଠୁ ବଡ ତାଲା । ଯାହାକୁ ଦେଖି ଲୋକେ ବି ହେଲେ ଆଶ୍ଚର୍ଯ୍ୟ । ହଁ ଦର୍ଶକ ବନ୍ଧୁ ଅଜୋଧ୍ୟା ରାମ ମନ୍ଦିରରେ ଯେଉଁ ତାଲା ଲଗାଯିବ ତାହା ହେଉଛି ବିଶ୍ଵର ସବୁଠାରୁ ବଡ ତାଲା । ଉଚ୍ଚତା ହେଉ କି ଆକାରରେ ହେଉ ଏମିତି ତାଲା କେହି ବି ଆଗରୁ ଦେଖି ନ ଥିଲେ । 400 କିଲୋଗ୍ରାମର ଏହି ତାଲା ପ୍ରଭୁ ରାମଙ୍କ ଦ୍ଵାରରେ ଲଗାଯିବା ନେଇ କୁହା ଯାଉଛି । ଯାହାର ଭିଡିଓ ଓ ଫୋଟୋ ଏବେ ଭାଇରାଲ ହେଉଛି ।

ଯେଉଁଥିରୁ ସ୍ପଷ୍ଟ ହେଉଛି ତାଲା ଟି କେତେ ବିଶାଳ ହୋଇଛି । ତାଲା ଯେତିକି ବିରାଟ ତାର ଚାବି ମଧ୍ୟ ସେତିକି ବିଶାଳ ହୋଇଛି । ଏହି ବିଶାଳ ତାଲା କୁ ବଡ ଟ୍ରକ ରେ ନିଆ ଯାଉଛି ଅଯୋଧ୍ୟାକୁ । ତେବେ ଏତେ ବଡ ତାଲା କେହି ବି ଆଗରୁ ଦେଖି ନ ଥିଲେ । ଆଉ ଏବେ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି । ଆସନ୍ତା କାଲି ପ୍ରଭୁ ରାମଙ୍କର ପ୍ରାଣ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସାରା ଦେଶ ଯେମିତି ଉଶ୍ଚବ ମୁଖର ହୋଇ ପଡିଛି ।

ପ୍ରଭୁ ରାମଙ୍କୁ ସ୍ଵାଗତ କରିବା ପାଇଁ ସମସ୍ତେ କିଛି ନା କିଛି ଉପହାର ଦେଇ ଚାଲିଛନ୍ତି । ଆଉ ଏଭଳି ସମୟରେ ଏହି ବଡ ତାଲା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଜଣେ ପ୍ରଭୁଙ୍କ ଭକ୍ତ ଯାହାଙ୍କର ନାଁ ସତ୍ୟ ପ୍ରକାଶ ଶର୍ମା । ଯିଏ ଇ ଅଲିଗଡ ରେ ରୁହନ୍ତି । ସେ ହେଉଛନ୍ତି ପ୍ରଭୁ ରାମଙ୍କର ପରମ ବକ୍ତ । ସେ ଜଣେ ତାଲା କାରିଗର ହୋଇଥିବାରୁ ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଏଭଳି ବିଶାଳ ତାଲା ଉପହାର ଦେଇଛନ୍ତି ।

ସତ୍ୟ ପ୍ରକାଶ କହିଛନ୍ତି ଏ ତାଲା ହେଉଛି ବିଶ୍ଵର ସବୁଠାରୁ ବଡ ତାଲା । ଯାହା କି ଭଗବାନ ରାମଙ୍କ ମନ୍ଦିରରେ ଲାଗିବ । ଏହି ତାଲା ର ଉଚ୍ଚତା 10 ଫୁଟ ହୋଇଥିବା ବେଳେ ଓସାର 4 ଫୁଟ ରୁ ଉର୍ଦ୍ଧ ରହିଛି । ଏହି ତାଲା କୁ ସତ୍ୟ ପ୍ରକାଶ ନିଜ ହାତରେ ଗଢିଛନ୍ତି । ରାତି ଦିନ ଏକ କରି ଦେଇ ସତ୍ୟ ପ୍ରକାଶ ଏହି 400 ଗ୍ରାମର ତାଲା କୁ ତିଆରି କରିଛନ୍ତି । କାରଣ ସେ କହିଛନ୍ତି ମୋ ପ୍ରଭୁ ରାମ ପୁଣି ଅଯୋଧ୍ୟାକୁ ଫେରୁଛନ୍ତି ।

ମୁଁ କେମିତି ବା ରହିପାରି ଥାନ୍ତି । ସେଥିପାଇଁ ଦିନ ରାତି ଏକ କରି ଏହି ବିରାଟ ତାଲା କୁ ତିଆରି କରିଛି । ଯାହା କୁ ବିଶ୍ଵର ସବୁଠାରୁ ବଡ ତାଲା । ଆଉ ଏହି ତାଲା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ଆରମ୍ଭ ହୋଇ ଯାଇଛି ବିଶାଳ ତାଲା କୁ ନେଇ ଅନେକ ଚର୍ଚ୍ଚା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।