ବ୍ଲକବଷ୍ଟର ଫିଲ୍ମିର ପୋଷ୍ଟର କପି ହୋଇଛି ହଲିଉଡ ଫିଲ୍ମରୁ
ବିଗତ କିଛି ବର୍ଷ ହେବ ବଲୀଉଡ ନା ତ କେବଳ ହଲିଉଡ ଫିଲ୍ମର କାହାଣୀ ଚୋରୀ କରିଛନ୍ତି ବରଂ ସେମାନଙ୍କ ପୋସ୍ଟର ମଧ୍ୟ ଚୋରି କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବହୁତ ଥର ଦେଖା ଯାଇଛିକି ବଲୀଉଡ ଡିରେକ୍ଟର୍ଷ ମାନେ ଫିଲ୍ମ ଆଡକୁ ଦର୍ଶକଙ୍କର ଧ୍ୟାନ ଆକର୍ଷିତ କରିବା ପାଇଁ ଭଲ ପୋସ୍ଟର ବନେଇବା ପାଇଁ ହଲିଉଡ ଫିଲ୍ମର ପୋସ୍ଟରକୁ ଚୋରୀ କରିଥାନ୍ତି । ଆମେ ବହୁତ ଥର ଦେଖିଚେ ହଲିଉଡର ବେଶ ଭୁସା, ଖାଦ୍ୟ ବ ଭାଷାଠୁ ନେଇ ସଙ୍ଗୀତ ପର୍ଯ୍ୟନ୍ତ ବଲୀଉଡ ସବୁ କୋପୀ କରିଥାଏ, ତେବେ ଆଜି ଆସନ୍ତୁ ଜାଣିବା ବଲୀଉଡର ଏମତି କିଛି ଫିଲ୍ମ ବିଷୟରେ ଯେଉଁମାନଙ୍କର ପୋସ୍ଟର ହଲିଉଡ ଫିଲ୍ମରୁ କପି କରାଯାଇଛି ।
ପିକେ-
ରାଜକୁମାର ହିରାନୀ ପିକେର ପୋସ୍ଟର ରେ ଆମିରଙ୍କୁ କେବଳ ଏକ ରେଡିଓ ଦ୍ଵାରା ଲୁଚାଇ ଥିବାର ଦେଖି ସମସ୍ତଙ୍କୁ ଝଟକା ଲାଗିଥିଲା । ଏହି ପୋସ୍ଟର ଟି ଏକ ମ୍ୟୁଜିକ ଆଲବମର କଭର ଫୋଟୋରୁ ଚୋରୀ କରା ଯାଇଥିଲା ।
ଫଣ୍ଟୋମ-
ନିର୍ଦେଶକ କବୀର ଖାନ ଙ୍କର ଫିଲ୍ମ ଫେଣ୍ଟୋମର ପ୍ରଥମ ପୋସ୍ଟର 2015 ରେ ରିଲିଜ ହୋଇ ଥିଲା । ଯାହା ଏକ ଲୋକପ୍ରିୟ ଭିଡିଓ ଗେମ “ହୋମଫ୍ରନ୍ଟ”ର ପୋସ୍ଟରର କପି ଥିଲା ।
ବାହୁବଳି: ଦି ବିଗିନିଗ-
“ବାହୁବଳି: ଦି ବିଗିନିଗ”ର ପୋସ୍ଟର ବାହାରିବା ପରେ ଏହି ଫିଲ୍ମର ଡିରେକ୍ଟରଙ୍କୁ ସାହିତିକ ଚୋରୀର ଆରୋପର ସମ୍ମୁଖୀନ ହେବାକୁ ପଡିଥିଲା । କାହିଁକି ନା ଏହି ପୋସ୍ଟର ହଲିଉଡ ଫିଲ୍ମ ସାଇମନ ବିର୍ଚର କପି ଥିଲା ।
ଅଞ୍ଜାନା ଅଞ୍ଜାନି
ପ୍ରିୟାଙ୍କା ଓ ରଣବିରଙ୍କ ଏହି ଫିଲ୍ମର ପୋସ୍ଟର ଚୋରୀ ହୋଇଥିବା କଥାକୁ ନେଇ କଫି ଆଲୋଚନାର ବିଷୟ ହୋଇଥିଲା । ଫିଲ୍ମର ପୋସ୍ଟର ଏକ ଇଂରାଜୀ ଫିଲ୍ମ ଏ ଏଜୁକେଶନରୁ କପି କରା ଯାଇଛି ।
ମର୍ଡର-3
ଏହା ହଲିଉଡର ଜେନ୍ନିଫର ବଡିରୁ କପି କରି ଥିଲା ।
ଏତରାଜ-
ଏହି ଫିଲ୍ମର ପୋସ୍ଟର ଏକ ଆମେରିକିୟ ଫିଲ୍ମ, ଦି ଗ୍ର୍ଯାଜୁୟେଟର ପୋସ୍ଟରରୁ ଚୋରୀ କରା ଯାଇଛି ।
ମୌସମ-
ସହିଦ କପୁର ଓ ସୋନମ କପୁରଙ୍କର ଫିଲ୍ମ “ମୌସମ”ର ପୋସ୍ଟରକୁ ହଲିଉଡର ସବୁଠୁ ବଡ ମୁଭି ଟାଇଟେନିକର ପୋଷ୍ଟେରରୁ କପି କରିବାର ସବୁଠୁ କରପ ପ୍ରୟାସ କରା ଯାଇଛି ।
ଗଜନି-
ଆମିର ଖାନଙ୍କର “ଗଜନି” ଏକ ବହୁତ ବଡ ହିଟ ମୁଭି ଅଟେ । ଯେତେ ବେଳେ ଫିଲ୍ମର ପୋସ୍ଟର ବାହାରିଥିଲା ସେତେ ବେଳେ ଏହା ହଲିଉଡର ପ୍ରସିଦ୍ଧ ଫିଲ୍ମ ହଲ୍କର ପୋସ୍ଟରରୁ କପି ହୋଇଥିବାର ବହୁତ ଚର୍ଚ୍ଚା ହୋଇ ଥିଲା ।
ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ