ରାସ୍ତା ଉପରେ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କର ଗାଡିର ଟାୟର ଯଦି “ପଂଚର” ହୋଇଯାଏ ତେବେ କଣ ହେବ ? ୯୯ % ଲୋକମାନେ ଜାଣନ୍ତି ନାହିଁ ଏହାର ଉତ୍ତର, ଜାଣନ୍ତୁ

ସମୟ ସହିତ ଆମର ଭାରତ ଦେଶ ବି ଅନେକ ଉନ୍ନତି କରି ସାରିଛି ଏବଂ ଆଜି ଭାରତ ବଡ ଏବଂ ସବୁଠୁ ବିକଶିତ ଦେଶ ମଧ୍ୟରେ ସାମିଲ ହୋଇ ସାରିଛି । ଏହାର ପୁରା ଶ୍ରେୟ ସରକାର ଏବଂ ଲୋକମାନଙ୍କର ବୁଝାମଣାକୁ ଯାଇଥାଏ । ଦେଶ ଉନ୍ନତ ହେବା ସହିତ ତାହାର ଆଇନ ଏବଂ ସୁରକ୍ଷା ନିୟମ ବି ବହୁତ କଠିନ ହୋଇ ଚାଲିଛି ।

ଏହା ଛଡା କହି ଦେଉଛୁ କି ଆମ ଭାରତର ପ୍ରଧାନ ମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥା ବି କେତେକ ଶକ୍ତିଶାଳୀ ଦେଶ ଠାରୁ ବି ଆହୁରି ଉନ୍ନତ ଧରଣର ହୋଇ ଗଲାଣି ।

ଏହି ସମୟରେ ଆମେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସୁରକ୍ଷା ପାଇଁ ସବୁଦିନ କମ ରୁ କମ ୨୦ ସୈନିକ ପ୍ରସ୍ତୁତ ହୋଇଥାନ୍ତି । ତାଙ୍କର ସୁରକ୍ଷାର ପୁରା ଦାୟିତ୍ଵ ସ୍ପେଶଲ ପ୍ରୋଟେକ୍ଶନ ଗ୍ରୁପ SPGକୁ ଦିଆ ଯାଇଥାଏ । ଏମିତିରେ ତାଙ୍କ ଗାଡି ଉପରେ ବି ବିଶେଷ ଧ୍ୟାନ ଦିଆଯାଏ । ଏମିତିରେ ଯଦି ତାଙ୍କର ଗାଡି ରାସ୍ତାରେ ଚାଲୁଥିବା ସମୟରେ ଅଚାନକ ପଂଚର ହୋଇଯାଏ କିମ୍ବା ଖରାପ ହୋଇଯାଏ, ତେବେ ବି ତାଙ୍କ ଗାଡି ପ୍ରାୟତଃ ୯୦ କିଲୋମିଟର ପ୍ରତି ଘଣ୍ଟାରେ ୩୨୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ।

ପିଏମ ମୋଦୀ ଯେଉଁଠି ବି ଯାଆନ୍ତି ତାଙ୍କର ସବୁ ସ୍ଟେପରେ SPG ଯବାନ ଯାଇଥାନ୍ତି । ଏହି ଶୂଟର୍ସ ଏତେ କ୍ଷମତାଶୀଳ ହୋଇଥାନ୍ତି କି କିଛି ସେକେଣ୍ଡ ମଧ୍ୟରେ ଟେରରିସ୍ଟକୁ ମାରି ପାରିବେ । ସୂଚନା ଅନୁସାରେ SPGରେ ବର୍ତ୍ତମାନ ପାଖାପାଖି ୩ ହଜାରରୁ ଅଧିକ ଯବାନ ଅଛନ୍ତି । ଏହି ସବୁ ଯବାନମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପରିବାରଙ୍କର  ସିକ୍ଯୂରିଟୀ କରିବାର କାମ ଦିଆ ଯାଇଛି ।

କହି ଦେଉଛୁ ଯେ ଏହି ସବୁ SPG ଯବାନ ମାନଙ୍କୁ ଆମେରିକାର ସୀକ୍ରେଟ ସର୍ବିସର ଗାଇଡଲାଇଂସ ଅନୁସାର ହିଁ ପ୍ରସ୍ତୁତ କରା ଯାଇଛି ।

ରିପୋର୍ଟ ଅନୁସାରେ ପିଏମଙ୍କର ସୁରକ୍ଷାରେ ଛିଡା ହୋଇଥିବା ସୈନିକଙ୍କ ପାଖରେ FNF – ୨୦୦୦ ଆସଲ୍ଟ ରାଇଫଲ, ଅଟୋମୈଟିକ ଗନ ଏବଂ ୧୭M ରିବଲ୍ୱର୍ସ ସହିତ ଅନ୍ୟ ଶକ୍ତିଶାଳୀ ହଥିୟାର ରହିଥାଏ । SPG ଛଡା ଦିଲ୍ଲୀର ପୁଲିସ ବି ପିଏମଙ୍କର ସୁରକ୍ଷାର ଖାସ ଧ୍ୟାନ ରଖନ୍ତି । ଏବଂ ତାଙ୍କର କେଉଁଠି ବି ଯିବା ପୂର୍ବରୁ ସେହି ଜାଗାକୁ ପୁରାପୁରୀ ନିରିକ୍ଷଣ କରା ଯାଇଥାଏ ।

ଯେତେବେଳେ ବି କୌଣସି ପ୍ରକାରର ପ୍ରୋଗ୍ରାମ ହୋଇଥାଏ, ତେବେ ସେହି ପୁରା ଅଞ୍ଚଲକୁ SPG କମାଣ୍ଡୋ ନିଜ ଅନ୍ଡରରେ ନେଇ ଯାଆନ୍ତି । ଅଧିକତର ପ୍ରୋଗ୍ରାମରେ SPGର ଚିଫ ନିଜେ ହିଁ ସୁରକ୍ଷାରେ ରହିଥାନ୍ତି । ଯଦି କୌଣସି କାରଣରୁ ସେ ସେଠି ପହଞ୍ଚି ପାରନ୍ତି ନାହିଁ ତେବେ ସେଠି ଥିବା ଅନ୍ୟ ହାୟର ଲେବୁଲ ଅଫିସରଙ୍କୁ ସେଠିକାର ଦାୟିତ୍ଵ ଦିଆଯାଏ ।

ପିଏମ ଦେଶର ଯେ କୌଣସି ବି ଜାଗାକୁ ଯାଆନ୍ତି, ସୁରକ୍ଷା କାରଣରୁ ସେଠି ତାଙ୍କର ପହଞ୍ଚିବାର ୧୦ ମିନିଟ ପୂର୍ବରୁ ହିଁ ପୁରା ଟ୍ରାଫିକକୁ ଅଟକାଇ ଦିଆ ଯାଇଥାଏ । ଏହା ଛଡା ପିଏମଙ୍କର ଆବାସକୁ ମଧ୍ୟ ୫୦୦ରୁ ଅଧିକ କମାଣ୍ଡୋ ସବୁବେଳେ ଘେରି ରହିଥାନ୍ତି ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।