ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ କୃଷକ ମାନଙ୍କ ଅସୁବିଧା କୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏପଟେ ନରେନ୍ଦ୍ର ମୋଦିଙ୍କ ଭାଇ ଲକ୍ଷନୌ ରେ ଧାରଣା ଆରମ୍ଭ କରିସାରିଲେଣି । ସେ ହାବାଇ ଆଡା ରେ ପୋଲିସ ଙ୍କ ବିରୋଧରେ ଧାରଣା ଆରମ୍ଭ କରିଦେଇଛନ୍ତି । ଯେତେବେଳେ ଏହି କଥା ପୋଲିସ ସମ୍ମୁଖରେ ଧରା ପଡିଲା ସେତେବେଳେ ନରେନ୍ଦ୍ର ମୋଦି ଙ୍କ ଭାଇ ପ୍ରହ୍ଲାଦ ମୋଦି ସ୍ୱୀକାର କରିଥିଲେ । ଏବଂ ତା ପରେ ସେ ତାଙ୍କର ଧାରଣା କୁ ବନ୍ଦ କରିଥିଲେ ।
ତେବେ ଆସନ୍ତୁ ଜାଣିବା ପୁରା ମାମଲା ଟା କଣ ଥିଲା । ପ୍ରହ୍ଲାଦ ମୋଦି ନିଜ ସମର୍ଥକ ଙ୍କୁ ଜେଲ ନେବା ର ବିପକ୍ଷରେ ଥିଲେ । ତାର ବିରୋଧ କରିବା ପାଇଁ ସେ ଧାରଣା ର ରାସ୍ତା କୁ ବାଛିଥିଲେ । ଏବଂ କାରଣ ଏହା ଥିଲା କି ଯଦି ତାଙ୍କର ସମର୍ଥକ ଙ୍କୁ ଛଡା ନ ଯାଏ ତେବେ ସେ ଏହାକୁ ଜାରି ରଖିଥିବେ । ଖବର ମୁତାବକ ପ୍ରହ୍ଲାଦ ମୋଦି କହିଛନ୍ତି କି ମତେ ସୁଲତାନ ପୁର ଏବଂ ଜନ ପୁର ର କାର୍ଯ୍ୟକ୍ରମ ରେ ଯିବା ର ଥିଲା ।
ଏଠି କୁ ଆସିଲା ପରେ ମତେ ଜଣା ପଡିଲା କି ମତେ ଯେଉଁ ଲୋକମାନେ ସବୁ ନେବାକୁ ଆସିଥିଲେ ତାଙ୍କୁ ପୋଲିସ ଧରିନେଇଛି । ଏବଂ ତାଙ୍କୁ ନେଇ ଥାନା ରେ ବସାଇ ଦେଇଛି । ତାଙ୍କ ଉପରେ ମକଦ୍ଦମା ଜାରି କରିବା ପାଇଁ ଚେଷ୍ଟା କରି ଚାଲିଛନ୍ତି । ମତେ ଲାଗିଲା କି ମୋ ଛୁଆମାନେ ସବୁ ଜେଲ ରେ ରହିବେ ଏବଂ ମୁଁ ବାହାରେ ରହିବି ଏହା ଠିକ ମନ ହେଲାନାହିଁ । ଯଦି ମୋ ଛୁଆ ମାନଙ୍କୁ ପୋଲିସ ପାଖରୁ ଖଲାସ କରିବି ନହେଲେ ଏୟାରପୋର୍ଟ ରେ ଅନସନ କରିବି ।
ଖାଇବା ପିଇବା ମଧ୍ୟ କିଛି କରିବି ନାହିଁ । ପୋଲିସ ସବୁବେଳେ କୁହନ୍ତି କି ପିଏମ ଙ୍କ ଅଫିସର ଆଦେଶ ରହିଛି । ମୁଁ ପଚାରିବାକୁ ଚାହୁଁଛି ଯେ କେଉଁଠି ଅଛି ସେ ଆଦେଶ କପି ମତେ ଦେଖାଅ ମୁଁ ସତ୍ୟ ର ପଥ ରେ ଚାଲିବାକୁ ଚାହୁଁଛି । କିନ୍ତୁ ଗୁଣ୍ଡାଗରଦି କରିବା ଫଳରେ ତ ଏଠାକାର ପ୍ରଶାସନ କୁ ନା ଫାଇଦା ହେବ ନା ପିଏମ ଙ୍କୁ ।
ନରେନ୍ଦ୍ର ମୋଦି ଙ୍କ ଭାଇ ପ୍ରହ୍ଲାଦ ମୋଦି କହିଲେ ଯେ ମୋର ପାଖାପାଖି ୧୦୦ ରୁ ଅଧିକ ଲୋକ ଥିଲେ ଏବଂ ତାଙ୍କ ଗାଡି ସବୁ କୁ ମଧ୍ୟ ଜବତ କରିନେଇଛନ୍ତି । ମତେ ଗୋଟେ ରାତି ଭିତରେ ବାହାରକୁ ଯାଇ ଯିବାର ଥିଲା କିନ୍ତୁ ଏପରି ହେଲା ନାହିଁ । ପୋଲିସ ମତେ ଯେ ପର୍ଯ୍ୟନ୍ତ ଆଦେଶ କପି ଦେଖାଇ ନାହିଁ ସେ ପର୍ଯ୍ୟନ୍ତ ମୁଁ ଏଠାରୁ ହଟିବି ନାହିଁ ।
ସୁପ୍ରିମକୋର୍ଟ ରେ ବି ଯାଇ ଦେଖେଇଦେବି ଯେ ନ୍ୟାୟ କଣ । ଯେତେବେଳେ ଏହି କଥା ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ସେତେବେଳେ ପୋଲିସ ରଖିଥିବା ସବୁ ଲୋକଙ୍କୁ ଛାଡି ଦେଇଥିଲା । ତା ପରେ ପ୍ରହ୍ଲାଦ ମୋଦି ଫୋନ ରେ କଥା ହୋଇସାରିବା ପରେ ନିଜର ଅନସନ ସମାପ୍ତ କଲେ ଏବଂ ସୁଲତାନ ପୁର କୁ ଗ୍ରସ୍ତ କଲେ । କିନ୍ତୁ ଚିରଞ୍ଜିବି ପ୍ରହ୍ଲାଦ ଙ୍କର କୌଣସି କାର୍ଯ୍ୟ କର୍ତ୍ତା ଙ୍କୁ ଜେଲ କୁ ନେବା କଥା କୁ ମନା କରିଛନ୍ତି । ତେବେ ଆପଣ ଏହି ରାଜନୀତିକ ଖବର ସବୁ କୁ ସବୁବେଳେ ଦେଖୁଥାନ୍ତୁ ଓ ବିଭିନ୍ନ କଥା ସମ୍ପର୍କରେ ଜାଣୁଥାନ୍ତୁ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।