ବିରାଟ ଏହି 5 କାରଣରୁ ଟେଷ୍ଟ ସିରିଜରେ ଉଡାଇଲେ ଇଂଲଣ୍ଡର ନିଦ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତୀୟ କ୍ରିକେଟ ଦଳ ସମଗ୍ର ବିଶ୍ୱ ରେ ନିଜ ସୁନାମ ଅର୍ଜନ କରିସାରିଛନ୍ତି । ବିଶ୍ୱ ରେ ସବୁଠାରୁ ଭଲ ଦଳ ଭାବେ ମଧ୍ୟ ଭାରତ ସମସ୍ତ ଙ୍କ ନିକଟ ରେ ପରିଚିତ । ତେବେ ଏହା ସମ୍ଭବ ହୋଇ ପାରିଛି କେବଳ ଭାରତୀୟ କ୍ରିକେଟ ଦଳ ର ମହାନ କ୍ରିକେଟର ଙ୍କ ପାଇଁ । ତେବେ ଏହି କ୍ରିକେଟର ମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବିରାଟ କୋହଲି । କ୍ରିକେଟ ରେ ଅନେକ ଉଦିୟମାନ ଖେଳାଳି ଅଛନ୍ତି । କିନ୍ତୁ ଅନେକ ବୋଲର ମାନେ ବିରାଟ କୋହଲି ଙ୍କୁ ବହୁତ ଡରି ଥାଆନ୍ତି ।

ବିରାଟ କୋହଲି ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସେ ନିଜର ଧୂଆଁଦାର ବ୍ୟାଟିଂ ଦ୍ୱାରା ସେ ଅନେକ ବୋଲର ଙ୍କ ଆଖି ରୁ ନିଦ ହଜାଇ ରଖିଛନ୍ତି । ସେହି ପରି ଇଂଲଣ୍ଡ ସହିତ ଥିବା ଟେଷ୍ଟ ମ୍ୟାଚ ର ପ୍ରଥମ ରୁ ହିଁ ଇଂଲଣ୍ଡ ଖେଳାଳି ମାନଙ୍କ ର ନିଦ ହଜାଇ ରଖିଛନ୍ତି ବିରାଟ । ତେବେ ଏହା ପଛରେ ମଧ୍ୟ କିଛି କାରଣ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି କାରଣ ସମ୍ପର୍କରେ ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ପ୍ରଥମ କାରଣ ଟି ହେଉଛି ବିରାଟ କୋହଲି ଘରୋଇ ଗ୍ରାଉଣ୍ଡ ରେ ଅତି ଚମତ୍କାର ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ଅନେକ ମ୍ୟାଚ ରେ ସେ ଘରୋଇ ପଡିଆ ରେ ବହୁତ ଭଲ ଖେଳି ଆସିଛନ୍ତି । ସେ ୨୦୧୫ ମସିହା ରୁ ନେଇ ଆଜି ପର୍ଯ୍ୟନ୍ତ ଘରୋଇ ପଡିଆ ରେ ୨୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚ ରେ ସେ ୨୪୯୯ ରନ ମଧ୍ୟ ବନାଇ ସାରିଛନ୍ତି । ଯାହାକି କୌଣସି ବ୍ୟାଟ୍ସମ୍ୟାନ ଆଜି ପର୍ଯ୍ୟନ୍ତ କରି ପାରି ନାହାନ୍ତି । ତେଣୁ ଏହାକୁ ମଧ୍ୟ ଏକ କାରଣ ବୋଲି ଗଣା ଯାଇଥାଏ ।

ଦ୍ଵିତୀୟ ରେ ବିରାଟ କୋହଲି ଙ୍କ ଶତକ କୁ ଇଂଲଣ୍ଡ ର ଖେଳାଳୀ ମାନେ ଡରି କରି ଅଛନ୍ତି । ପୂର୍ବ ରୁ ଖେଳି ଥିବା ଘରୋଇ ଟେଷ୍ଟ ମ୍ୟାଚ ରେ ବିରାଟ କୋହଲି ସବୁଠାରୁ ଅଧିକ ଶତକ କରିଛନ୍ତି । ସେ ୨୦୧୬ ମସିହା ରୁ ନେଇ ଆଜି ପର୍ଯ୍ୟନ୍ତ ଘରୋଇ ପଡିଆ ରେ ଟେଷ୍ଟ ମ୍ୟାଚ ରେ ସର୍ବାଧିକ ୧୦ଟି ଶତକ କରିଛନ୍ତି । ତାଙ୍କ ରେକର୍ଡ କୁ କେହି ମଧ୍ୟ ଭାଙ୍ଗି ପାରି ନାହାନ୍ତି । ତେଣୁ ଏହା ମଧ୍ୟ ଏକ କାରଣ ଅଟେ ।

ତୃତୀୟ ରେ ବିରାଟ କୋହଲି ଘରୋଇ ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ସମୟ ପାଇଁ ପିଚ ରେ ଠିଆ ହୋଇ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ ଙ୍କ ମଧ୍ୟ ରେ ସବୁଠାରୁ ଉପର ସ୍ଥାନ ରେ ଅଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଯେତେ ବି ଟେଷ୍ଟ ମ୍ୟାଚ ଘରୋଇ ପଡିଆ ରେ ଖେଳିଛନ୍ତି ସବୁ ମ୍ୟାଚ ରେ ଅଧିକ ସମୟ ପାଇଁ ପିଚ ରେ ରହିଥାନ୍ତି ଓ ଉତ୍ତମ ଖେଳ ର ପ୍ରଦର୍ଶନ କରିଥାନ୍ତି । ତେଣୁ ଏହା ମଧ୍ୟ ଏକ କାରଣ ଅଟେ । ବିଆର୍ଟ କୋହଲି ଙ୍କ ର ଏହି ପରି କିଛି ରେକର୍ଡ ପାଇଁ ଇଂଲଣ୍ଡ ର ସମସ୍ତ ଖେଳାଳି ବିରାଟ କୋହଲି ଙ୍କୁ ବହୁତ ଡରି ଥାଆନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।