ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରେ ନାହିଁ ସେ ତା’ ସହିତ ଏହି ୫ ଟି କାମ କେବେ ବି କରେ ନାହିଁ, ପୁରୁଷ ମାନେ ନିଶ୍ଚୟ ପଢନ୍ତୁ- Shukra Niti

ଆଜିର ଏହି ମଡର୍ନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦର ଜୀବନସାଥି ପାଇବାକୁ ଚାହେଁ ଯାହା ସହିତ ନିଜ ଜୀବନ ବିତାଇ ପାରିବ, ସମସ୍ତ କଥା ସେୟାର କରି ପାରିବ ଏବଂ ଯିଏ ତାର କଥାକୁ ଭଲଭାବେ ବୁଝିପାରିବ । ଅଧିକାଂଶ ମହିଳା ଏମିତି ଜୀବନସାଥି ପାଇବାକୁ ଇଚ୍ଛା ରଖନ୍ତି ଯିଏ ତାର ସବୁ କଥାକୁ ମାନେ । ଆଜି କାଲିର ମହିଳାମାନେ ପୁରୁଷକୁ ଦାସ ବନାଇ ରଖିବାକୁ ଚାହାଁନ୍ତି । ଜଦି ତାଙ୍କ ସ୍ବାମୀ ତାଙ୍କ ନିୟନ୍ତ୍ରଣରେ ନରୁହେ, ତାଙ୍କ କଥା ନମାନେ ତେବେ ସେ ଭଲ ଘରକୁ ମଧ୍ୟ ବର୍ବାଦ କରିଦିଅନ୍ତି ।

ସ୍ତ୍ରୀ ମାନଙ୍କ ସ୍ବଭାବ ଅତ୍ୟନ୍ତ ସ୍ବାର୍ଥୀ ହୋଇଥାଏ ସେଥିପାଇଁ ଏମାନଙ୍କୁ ମନମୁଖୀ କରିବାକୁ ଭଲଲାଗେ । ଅଧିକାଂଶ ଭାଇ ଭାଇ ଭିତରେ ବିବାଦର କାରଣ ତାଙ୍କ ସ୍ତ୍ରୀ ହୋଇଥାଏ । ଭାଇ ଭାଇ ଭିତରେ ଭେଦଭାବ କରିବା ସ୍ତ୍ରୀ ମାନଙ୍କ ସ୍ବଭାବରେ ହୋଇଥାଏ । ମହିଳା ଶାଶୁଘରେ ନିଜ ଶାଶୁ ଏବଂ ନଣନ୍ଦକୁ ଶତ୍ରୁ ବୋଲି ମାନେ । ଏହା ଆଜିର କଥା ନୁହେଁ, ପ୍ରାଚୀନ କାଳରୁ ଏହି ନୀତି ଏମାନଙ୍କର ରହିଅଛି ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏମିତି ମହତ୍ତ୍ଵପୂର୍ଣ୍ଣ କଥା ଯଦି କୈାଣସି ପୁରୁଷର ସ୍ତ୍ରୀ ତାକୁ ପ୍ରେମ କରୁନାହିଁ ତେବେ ସେହି ସ୍ତ୍ରୀର ବ୍ୟବହାରରୁ ଜଣାପଡେ । ସେହି ବ୍ୟବହାରକୁ ଦେଖି ସ୍ବାମୀ ଜାଣିବା ଦରକାର କି ତା ସ୍ତ୍ରୀ ତାକୁ ପ୍ରେମ କରୁନାହିଁ । ଅନେକ ଥର ପୁରୁଷ ନିଜ ସ୍ତ୍ରୀର ସୁନ୍ଦର ମୁଖ ଦେଖି ତାକୁ ବିବାହ କରିବାକୁ ବ୍ୟାକୁଳ ହୋଇଯାଏ କିନ୍ତୁ ସେ ଏକଥା କେବେ ଭାବେ ନାହିଁ ଯେ ତା ସ୍ତ୍ରୀ ତାକୁ ପ୍ରେମ କରିବା କି ନାହିଁ ? ଜବରଦସ୍ତି ବିବାହ ହେବା ପରେ ସ୍ତ୍ରୀ ତା ସ୍ବାମୀ ସହ ଖୁସିରେ ରହି ପାରେ ନାହିଁ ଏବଂ ତା’ର ବ୍ୟବହାରରୁ ସ୍ବାମୀଙ୍କୁ ଅନୁଭବ କରାଏ କି ସେ ତାକୁ ଭଲପାଏ ନାହିଁ ବୋଲି । ସେଥିପାଇଁ ପୁରୁଷ ସେ ସ୍ତ୍ରୀ ପାଖରେ ରହିବା ଅପେକ୍ଷା ତାକୁ ତ୍ୟାଗ କରିଦବା ଦରକାର । ତେବେ ଆସନ୍ତୁ ଜାଣିବା କଣ ସେହି କଥା ।

୧-ଖାଇବାର ସ୍ବାଦ : ଜଦି ସ୍ତ୍ରୀ ତା ସ୍ବାମୀଙ୍କୁ ପ୍ରେମ କରୁନାହିଁ ତେବେ ସେ ତାଙ୍କ ପାଇଁ ସ୍ବାଦିଷ୍ଟ ଖାଦ୍ୟ ତିଆରି କରିବ ନାହିଁ ଅର୍ଥାତ୍ ସେ ତାର ଭଲମନରେ କେବେ ଖାଦ୍ୟ ତିଆରି କରିବ ନାହିଁ । ସେ ତାର ସ୍ବାମୀର ସ୍ବାସ୍ଥ୍ୟ କଥା ଚିନ୍ତା କରେନାହିଁ । ଜଦି ତା ସ୍ବାମୀ ଭୋକରେ ବି ଶୋଇଯାଏ ତଥାପି ସେ ତା କଥା ଚିନ୍ତା କରେନାହିଁ । ଯିଏ ନିଜ ସ୍ବାମୀଙ୍କୁ ଭଲପାଏ ସେ ତାଙ୍କ ପାଇଁ ଭିନ୍ନ ଭିନ୍ନ ଖାଇବାର ପ୍ରସ୍ତୁତ କରିଥାଏ ଯେମିତି ତାଙ୍କ ସ୍ବାମୀ ତାଙ୍କ ପ୍ରତି ପ୍ରସନ୍ନ ରୁହନ୍ତୁ ।

୨- ଧ୍ୟାନ ନ ରଖିବା : ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରେନାହିଁ ସେ ତାର ଜମାବି ଧ୍ୟାନ ରଖେ ନାହିଁ । ସେ ତାର ଜିନିଷ କି ତାର ସ୍ବାମୀ ଉପରେ ଧ୍ୟାନ ରଖେ ନାହିଁ । ତାର ପୁରୁଣା ପ୍ରେମିକ ବିଷୟରେ ଭିବିଥାଏ । ସେ ସବୁବେଳେ ନିଜ ପ୍ରେମୀ ବିଷୟରେ ଭାବିଥାଏ ଏବଂ ନିଜ ସ୍ବାମୀଙ୍କୁ ତ୍ୟାଗ କରିବା ବିଷୟରେ । ତା ସ୍ବାମୀର ମୃତ୍ୟୁ ହୋଇଯାଉ ତଥାପି ତାକୁ ଫରକ୍ ଟଡିବ ନାହିଁ ବରଂ ସେ ସ୍ବାମୀର ମୃତ୍ୟୁ କାମନା କରିବାକୁ ଲାଗିବ । ସେହି ସ୍ତ୍ରୀ ସହିତ ରହିବା ପୁରୁଷକୁ ମୂର୍ଖ ବୋଲି କୁହାଯିବ ।

୩- ଘରର କାମ ନକରିବା : ଯେଉଁ ଘରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରେନାହିଁ ସେ ଘରର କାମ ଠିକ୍ ଭାବରେ କରେନାହିଁ । ସେହି ଘରେ ଦୁର୍ଗନ୍ଧର ବାସ ହୁଏ ସେହି କାରଣରୁ ଘରେ ଦରିଦ୍ରତା ଏବଂ ରୋଗ ବ୍ୟାପିଥାଏ । ଯେଉଁ ସ୍ତ୍ରୀ ଘର କାର୍ଯ୍ୟରେ ଦକ୍ଷ ହୋଇଥାଏ ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ । ତା ପାଇଁ ସ୍ବାମୀର ଘର ମନ୍ଦିର ପରି ହୋଇଥାଏ ।

୪-ପ୍ରସଙ୍ଗ ନ କରିବା : ସ୍ବାମୀଙ୍କୁ ଭଲ ନ ପାଉଥିବା ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖିବାକୁ ରୁଚି ରଖେ ନାହିଁ । ଏମିତି ସ୍ତ୍ରୀ ନିଜ ସ୍ବାମୀ ଯିବା ପରେ ପ୍ରେମିକକୁ ଡାକି ତା ସହିତ ଶାରୀରିକ ସମ୍ବନ୍ଧ ରଖିଥାଏ । ତାକୁ ଯେତେବେଳେ ସୁଯୋଗ ମିଳେ ସେ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଥାଏ । ସ୍ତ୍ରୀର ଚିଲିଚଳନ ଜାଣିବା ପରେ ଯେଉଁ ପୁରୁଷ ତା ସ୍ତ୍ରୀ ସହିତ ରୁହେ ତାକୁ ମୁର୍ଖ ବୋଲି କୁହାଯିବ ।

୫- ଆଜ୍ଞାର ପାଳନ ନ କରିବା : ସ୍ବାମୀଙ୍କୁ ଭଲ ପାଉନଥିବା ସ୍ତ୍ରୀ ସ୍ବାମୀର ଆଜ୍ଞା ପାଳନ କରେନାହିଁ । ସେ ତାକୁ କଥା ହେବାକୁ ମଧ୍ୟ ପସନ୍ଦ କରେନାହିଁ । ଯେଉଁ ସ୍ତ୍ରୀ ସ୍ବାମୀର ଆଜ୍ଞା ପାଳନ କରେନାହିଁ ଏବଂ ସବୁବେଳେ ଉଦାସ ରୁହେ ସେହି ସ୍ତ୍ରୀ ସହିତ ବାସ କରିବା ମୁର୍ଖତା ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।