ଆକାଶରେ ଆତଙ୍କ, ବିମାନ ସାମ୍ନାରେ ହେଲା ବଜ୍ରପାତ, ଏମିତି ଭୟଙ୍କର ଦୃଶ୍ଯ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ରୁସର ଏକ ଯାତ୍ରୀବାହି ପ୍ଳେନ ୧୭୫ ଜଣ ଯାତ୍ରୀଙ୍କୁ ନେଇ ଯେତେବେଳେ ଆକାଶରେ ଉଡୁଥିଲା ଠିକ ଏହି ସମୟରେ ଅତି ଭ-ୟ-ଙ୍କ-ର ରୂପର ଏହି ପ୍ଳେନ ଉପରକୁ ବିଜୁଳି ପ-ଡି-ଥି-ଲା । ଏହି କାରଣରୁ ପୁରା ବିମାନ ଦୋ-ହ-ଲି ଯାଇ ଥିଲା । ପ୍ଳେନ ଭିତରେ ଥିବା କିଛି ଯାତ୍ରୀମାନେ ପ୍ଳେନ ଉପରେ ପଡୁଥିବା ବିଜୁଳି ମଧ୍ୟ ଦେଖିଥିଲେ ଓ ଏହି ଦୃଶ୍ୟକୁ ନିଜର ମୋବାଇଲରେ କଏଦ କରି ନେଇ ଥିଲେ । ଏହା ଦେଖି ସମସ୍ତେ ଚିନ୍ତା କରିଲେ କି ବୋଧେ ସେମାନେ ଆଉ ବଞ୍ଚି ପାରିବେ ନାହିଁ ।

ଏହି ଘ-ଟ-ଣା ଅଜରୋ ଏୟାର ବୋଇଙ୍ଗ ୭୩୭ ପ୍ଳେନ ସହ ଘ-ଟି-ଥି-ଲା । ଏହି ପ୍ଳେନ ପ୍ରଥମେ ଝ-ଡ-ରେ ଫ-ସି-ଥି-ଲା ଓ ଏହା ଉପରେ ଭ-ୟ-ଙ୍କ-ର ବିଜୁଳି ପଡିବା ପରେ ପ୍ଳେନ ଦ୍ରୁତ ଗତିରେ ତଳକୁ ଖସିବାରେ ଲାଗିଲା । ପ୍ଳେନ ଦକ୍ଷିଣ ପଶ୍ଚିମ ରୁଷିଆର ସୋଚିର କଳା ସାଗର ନିକଟକୁ ପହଞ୍ଚି ଥିଲା । ବ-ଜ୍ର-ପା-ତ ପୂର୍ବରୁ ହିଁ ଏହି ପ୍ଳେନ ଝ-ଡ କାରଣରୁ ୧୦୦ ଫୁଟ ତଳକୁ ଖ-ସି-ବା-କୁ ଲାଗିଥିଲା ।

ଯେଉଁ କାରଣରୁ ବିମାନରେ ଥିବା ଜଣେ ଯାତ୍ରୀ ଏତେ ଡ-ରି ଯାଇ ଥିଲେ କି ତାଙ୍କର ଅବସ୍ଥା କେମିତି ହୋଇ ଯାଇ ଥିଲା ତାକୁ ଆଉ ଜଣେ ଯାତ୍ରୀ ନିଜ ଫୋନରେ ଭିଡିଓ କରିଥିଲେ । କହିଦେଉଛୁ କି ବ-ଜ୍ର-ପା-ତ ପରେ ପ୍ଳେନକୁ ଜରୁରୀ କାଳୀନ ରୂପରେ ଅବତରଣ କରିବାକୁ ପଡିଥିଲା । ପ୍ଳେନରେ ଥିବା ଜଣେ ଯାତ୍ରୀଙ୍କର କହିବା ଅଟେ କି ଏହି ଘ-ଟ-ଣା ତାଙ୍କ ପାଇଁ ବହୁତ ହିଁ ଭ-ୟ-ଙ୍କ-ର ଥିଲା ।

ଯାହା ବିଷୟରେ କହିବା ବହୁତ କ-ଷ୍ଟ-କ-ର ଅଟେ । ଅନ୍ୟ କେତେକ ଯାତ୍ରୀମାନେ କହିଛନ୍ତି କି ଆମ ସମସ୍ତଙ୍କୁ ଲାଗିଲା ଆମେ ଆଉ ବଞ୍ଚିବୁ ନାହିଁ ଓ ମୃ-ତ୍ୟୁ ନିଶ୍ଚିତ ଏବଂ ଲାଗୁ ଥିଲା କି ବିମାନ କ୍ରା-ଶ କରିବ । ଯାତ୍ରୀ କହିଲେ କି ପ୍ଳେନରେ ବ-ଜ୍ର-ପା-ତ-ର ଝ-ଟ-କା କାରଣରୁ ପ୍ଳେନ ଭିତରେ ଥିବା ବୋତଲ ଓ ଅନ୍ୟ କିଛି ଜିନିଷ କ୍ୟାବିନ ମଧ୍ୟରେ ଏଠି ସେଠି ପଡିଲା । ସେହି ସମୟରେ ସମସ୍ତେ ବିମାନର ଏକ ପ୍ରକାରର ଚମକଦାର ଜିନିଷ ଦେଖି ଥିଲେ ଓ ଏକ ଶବ୍ଦ ବି ଶୁଣିଥିଲେ ।

କିନ୍ତୁ ଏହି ପ୍ଳେନର ପାୟଲଟର ସାହାସକୁ ମାନିବାକୁ ପଡିବ, ଯିଏକି କିଛି ସମୟ ମଧ୍ୟରେ ହିଁ ବିମାନକୁ ନିଜର ନି-ୟ-ନ୍ତ୍ର-ଣ-ରେ ନେଇ ଆସି ଥିଲେ । ସେ ଆ-ପ-ତ୍କା-ଳୀ-ନ ରୂପରେ ବି-ମାନକୁ ଲ୍ୟା-ଡି-ଙ୍ଗ କରିଥିଲେ । ଜଣେ ଯାତ୍ରୀ କହିଲେ କି ଏହି ସବୁ ଦେଖି ସେ ବହୁତ ଡ-ରି ଯାଇ ଥିଲେ ଓ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ବିମାନ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ବାହାରେ ହେଉଥିବା ବ-ଜ୍ର-ପା-ତ-କୁ ସ୍ପଷ୍ଟ ରୂପରେ ଦେଖି ପାରୁଥିଲେ ଓ ବହୁତ ଜୋରରେ ଶ-ବ୍ଦ ବି ହେଉଥିଲା ।