Mahanadi Bridge ଉପରେ କାର ଓ ବାଇକ ମଧ୍ୟରେ ଭୟଙ୍କର ଆକ୍ସିଡେଣ୍ଟ, ବାଇକ ଆରୋହୀ ଙ୍କ ମୃତ୍ୟୁ, କିନ୍ତୁ କୁଆଡେ ଗାୟବ ହେଇଗଲେ ମହିଳା ? ଦେଖନ୍ତୁ Video

ଆପଣମାନେ ସବୁଦିନ କୌଣସି ନା କୌଣସି ଦୁ-ର୍ଘ-ଟ-ଣା ବିଷୟରେ ଶୁଣୁ ଥିବେ କିମ୍ବା ଦେଖୁଥିବେ । ଏହା ସତ୍ବେ ବି ଲୋକମାନେ ନା ହିଁ ସଚେତନ ହେଉଛନ୍ତି ଓ ନା ହିଁ ସତର୍କ । କିଛି ଲୋକମାନେ ନିଜର ଭୁଲ ଯୋଗୁ ନିଜ ଜୀବନ ସହ ଅନ୍ୟର ଜୀବନକୁ ମଧ୍ୟ ବି-ପ-ଦ-ରେ ପକାଇ ଥାନ୍ତି । କେତେକ ଦୁ-ର୍ଘ-ଟ-ଣା-ରେ ତ ଚମତ୍କାର ଭଳି କେତେକ ଲୋକମାନେ ବଞ୍ଚି ଯାଆନ୍ତି ତ କେତେକ ଲୋକମାନଙ୍କ ଘ-ଟ-ଣା ସ୍ଥଳରେ ହିଁ ମୃ-ତ୍ୟୁ ବରଣ କରିଥାନ୍ତି ।

ପୁଣି ଏକ ଦୁ-ର୍ଘ-ଟ-ଣା ସାମ୍ନାକୁ ଆସିଛି ଯାହାକି ବୌଦ୍ଧର ମହାନଦୀ ବ୍ରିଜରେ ଘ-ଟି-ଛି । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟକର ଘ-ଟ-ଣା ଏହା ଅଟେ କି ଏହି ଦୁ-ର୍ଘ-ଟ-ଣା-ରେ ଜଣେ ମହିଳା ନି-ଖୋ-ଜ ଅଟନ୍ତି । ସକାଳୁ ବର୍ତ୍ତମାନ ପର୍ଯ୍ୟନ୍ତ ନି-ଖୋ-ଜ ମହିଳାଙ୍କୁ ଖୋ-ଜା ଚାଲିଛି । ମହାନଦୀରେ ଅଗ୍ନିସମ ବାହିନୀ ଓ ODRF ଟିମ ମହିଳାଙ୍କୁ ଖୋ-ଜି-ବା-ରେ ଲାଗିଛନ୍ତି । କହିଦେଉଛୁ କି ଗତ ରାତିରେ ମହାନଦୀ ବ୍ରିଜ ଉପରେ କାର ଓ ବାଇକ ସାମ୍ନା ସାମ୍ନି ଧ-କା କରିଥିଲେ ।

ଦୁ-ର୍ଘ-ଟ-ଣା ସ୍ଥାନରେ ହିଁ ବାଇକଧାଡ଼ି ବ୍ୟକ୍ତିର ଦୁ-ର୍ଘ-ଟ-ଣା ହୋଇଥିଲା । କିନ୍ତୁ ବାଇକର ପଛ ସିଟରେ ବସିଥିବା ମହିଳା ଜଣକ ଆଶ୍ଚର୍ଯ୍ୟ ଜନକ ରୂପରେ ନି-ଖୋ-ଜ ଅଛନ୍ତି । ଦୁ-ର୍ଘ-ଟ-ଣା ଯୋଗୁ ମହିଳା ଜଣକ ମହାନଦୀରେ ଛି-ଟି-କି ପଡିଥିବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।

କୁହାଯାଉଛି କି ନିଖୋଜ ମହିଳା ଜଣକ ହେଲେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ କମ୍ବଲା ଅଞ୍ଚଳର ପ୍ରତିମା ସାହୁ । ପ୍ରତିମା ସାହୁ ସ୍ଵାମୀ ବୈଦ୍ୟନାଥ ଓ ତାଙ୍କର ଡ୍ରାଇଭର ଟୁନା ବାରିକ କୌଣସି ଏକ ପାରିବାରିକ କାମ ପାଇଁ କବଲା ଯାଇ ଥିଲେ । କୌଣସି କାମ ଯୋଗୁ ସ୍ଵାମୀ ଗାଁରେ ହିଁ ରହିଯାଇ ଥିଲେ । ପ୍ରତିମା ସାହୁ ଓ ଡ୍ରାଇଭର ଟୁନା ବାଇକରେ ଫେରୁଥିଲେ ।

କିନ୍ତୁ ମହାନଦୀ ବ୍ରିଜରେ ଯାଉ ଥିବା ସମୟରେ ଅଚାନକ ତାଙ୍କୁ ଗୋଟିଏ କାର ଆସି ଧ-କା ଦେଇ ଥିଲା । ଧ-କା କାରଣରୁ ଡ୍ରାଇଭର ଟୁନା ବାରିକର ମୃ-ତ୍ୟୁ ହୋଇଥିଲା ଓ ପ୍ରତିମା ସାହୁ ହୁଏ ତ ମହାନଦୀକୁ ଛି-ଟି-କି ପ-ଡି-ଛ-ନ୍ତି ସେଥିପାଇଁ ପୋଲିସ ତାଙ୍କୁ ମହାନଦୀର ବନ୍ୟା ପାଣି ମଧ୍ୟରେ ଖୋଜିବାରେ ଲାଗିଛନ୍ତି । କିନ୍ତୁ କାରରେ କିଏ ଥିଲେ ତାହା ବିଷୟରେ ଅଧିକ ସୂଚନା ମିଳି ନାହିଁ ।