ପବିତ୍ର ମହିଳାଙ୍କ ପାଖରେ ଥାଏ ଏହି ୪ ଟି ଲକ୍ଷଣ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର। ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି। ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ। ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ।

ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି। ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ। ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ। ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ। ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ।

ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ। ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ। ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ। ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି। ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ।ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ।

କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି। ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ। କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ। ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ। ଏବଂ ମହିଳା ମାନେ ନିଜ କୁଳ ର ସମ୍ମାନ ବୋଲି କୁହାଯାଏ। ତେବେ ଚାଲନ୍ତୁ ଜାଣିନେବା କି କେଉଁ ନାରୀ ମାନେ ପବିତ୍ର ଥାଆନ୍ତି ଏବଂ ତାଙ୍କର ଲକ୍ଷଣ ଗୁଡିକ କଣ? ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।


୧-ପ୍ରଥମ ରେ ହେଉଛି ଯେଉଁ ମହିଳା ମାନଙ୍କ ଶରୀର ରେ ହାଲକା ରୁମ ଥାଏ। ସେମାନେ ସର୍ଵଦା ପବିତ୍ର ହୋଇ ଥାଆନ୍ତି। ସେମାନେ ନିଜର ସ୍ୱାମୀ ଙ୍କ ସେବା ସର୍ଵଦା ମନ ଧ୍ୟାନ ର ସହିତ କରିଥାନ୍ତି। ଏବଂ ନିଜ ସ୍ୱାମୀ ଛଡା ଆଉ କାହାକୁ ମଧ୍ୟ ଦେଖନ୍ତି ନାହିଁ।ଏବଂ ଏମାନେ ନିଜ ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି। ଏବଂ ଏମାନେ ପତିବ୍ରତା ମଧ୍ୟ ଥାଆନ୍ତି।


୨- ଦ୍ଵିତୀୟ ରେ ହେଉଛି ଯେଉଁ ଝିଅ ମାନଙ୍କ ର ମସ୍ତିଷ୍କ ରେ କଳା ଯାଇ ଥାଏ ସେହି ମହିଳା ବୁଦ୍ଧି ରେ ତେଜ ଥାଆନ୍ତି। ଏବଂ ବହୁତ ପ୍ରଖର ମଧ୍ୟ ଥାଆନ୍ତି। ଏବଂ ଏମାନେ ଉଚ୍ଚତମ ବିଶ୍ୱାସୀ ହୋଇଥାନ୍ତି। ଏହି ମହିଳା ମାନଙ୍କ ଭିତରେ ମାତା ସିତାଙ୍କ ଗୁଣ କୁ ସମାୟତ କରି ଦିଅନ୍ତି। ଏମାନଙ୍କ ହୃଦୟ ବହୁତ ବଡ଼ ହୋଇ ଥାଏ ଏବଂ ନିଜ ସଂସ୍କାର କୁ ଏମାନେ କେବେ ବି ଭୁଲନ୍ତି ନାହିଁ।


୩- ତୃତୀୟ ରେ ହେଉଛି ଯେଉଁ ମହିଳା ମାନଙ୍କ ର ହାଲକା ନିଶ ଥାଏ ସେମାନେ ଧର୍ମ ଏବଂ ଦାନ ପୁଣ୍ୟ ରେ ବିଶ୍ୱାସ ରଖନ୍ତି। ଏବଂ ଏହି ନାରୀ ମାନଙ୍କ ସ୍ୱାମୀ ବହୁତ ଭାଗ୍ୟଶାଳୀ ଥାଆନ୍ତି।ଏବଂ ପୁରା ପରିବାର ମଧ୍ୟ ଖୁସି ରେ ରୁହେ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।