ପତ୍ନୀଙ୍କୁ ପାଗଳ ଭଳି ଭଲ ପାଆନ୍ତି ଏହି 4 ଟି ନାମର ପୁରୁଷ (Astrology)

ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଏମିତି ଏକ ସମୟ ଆସେ ଯେବେ ସେ ପ୍ରେମରେ ପଡନ୍ତି ଓ ତାଙ୍କୁ ନିଜର ଜୀବନସାଥି ବନେଇବାକୁ ଚାହାନ୍ତି । କିଛି ଝିଅଙ୍କୁ ପରଫେକ୍ଟ ଜୀବନସାଥି ମିଳୁଥିବା ବେଳେ ଆଉ କିଛି ଝିଅଙ୍କୁ ମିଳି ନଥାନ୍ତି । ଜ୍ଯୋତିଷ ଅନୁସାରେ ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରହିଛି । କାରଣ ସେଥିରୁ ବ୍ୟକ୍ତିଙ୍କ ଚରିତ୍ର ଓ ଭବିଷ୍ୟତ ବିଷୟରେ ଅନ୍ଦାଜ ଲଗାଇ ହୁଏ । ତେବେ ନାମ ଅନୁସାରେ ଆମେ ଆଜି କିଛି ପୁରୁଷଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ ସ୍ତ୍ରୀଙ୍କୁ ଖୁବ ଅଧିକ ପ୍ରେମ କରିଥାନ୍ତି ।

A ନାମର ପୁରୁଷ

ଯେଉଁ ପୁରୁଷଙ୍କ ନାମ ଇଂରାଜୀ ଅକ୍ଷର ‘A’ ରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ନିଜ ସ୍ତ୍ରୀ ଙ୍କର ଯତ୍ନ ନେବା ଖୁବ ଭଲ ଭାବେ ଜଣା ଥାଏ । ଏହିବ ନାମର ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କର ବହୁତ ଭଲ ଭାବେ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ କୌଣସି ପ୍ରକାରର ସାହାଯ୍ୟ କରିବା ପାଇଁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ସାରା ଦିନ ନିଜ ସ୍ତ୍ରୀ ଙ୍କ ଦିୱାନା ହୋଇ ଘୁରି ବୁଲିଥାନ୍ତି ଓ ସ୍ତ୍ରୀ ଙ୍କ ଆଗରେ ତାଙ୍କୁ ଆଉ କିଛି ବି ଦେଖା ଯାଏ ନାହିଁ ।

K ନାମର ପୁରୁଷ

ଏହି ନାମର ପୁରୁଷ ଟିକେ ଜିଦି ସ୍ଵଭାବର ହୋଇଥାନ୍ତି କିନ୍ତୁ ଏପରି ହେବ ସତ୍ତ୍ୱେ ବି ସେମାନେ ନିଜ ସ୍ତ୍ରୀ ଙ୍କର ବହୁତ ଭାବ ଭାବେ ଧ୍ୟାନ ରଖିଥାନ୍ତି ଓ ତାଙ୍କୁ ଖୁବ ଅଧିକ ପ୍ରେମ କରିଥାନ୍ତି । ଏମାନେ ବିବାହ ପରେ ନିଜ ପତ୍ନୀଙ୍କର ସବୁ କଥା ମାନିଥାନ୍ତି । ବିବାହ ପୂର୍ବରୁ ଏମାନଙ୍କ ସ୍ଵଭାବ ଯେପରି ଥାଏ ବିବାହ ପରେ ତାହା ଏକଦମ ବଦଳି ଯାଏ । ଏମାନେ ନିଜ ପାର୍ଟନରଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

P ନାମର ପୁରୁଷ

ଏହି ନାମର ପୁରୁଷ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ଓ ଏମାନେ ନିଜ ପାର୍ଟନରଙ୍କ ପ୍ରତି ସର୍ବଦା ବିଶ୍ଵସ୍ତ ରହିଥାନ୍ତି । ଏମାନେ ନିଜ ପତ୍ନୀଙ୍କ ପ୍ରେମରେ ସବୁବେଳେ ପାଗଳ ରହିଥାନ୍ତି । ଏମାନଙ୍କ ସେନ୍ସ ଅଫ ହ୍ୟୁମର ବହୁତ ଭଲ ହୋଇଥାଏ ସେଥିପାଇଁ ପତ୍ନୀ ତାଙ୍କଠୁ କଣ ଚାହାନ୍ତି ଏମାନେ ଚୁଟକିରେ ବୁଝିଯାନ୍ତି । ପାର୍ଟନର ଓ ନିଜ ସମ୍ପର୍କ ପ୍ରତି ଏମାନନକ ଡେଡିକେସନ ହିଁ ଏମାନଙ୍କୁ ଗୋଟିଏ ଉତ୍ତମ ସ୍ଵାମୀ ବନେଇଥାଏ ।

R ନାମର ପୁରୁଷ

ଏହି ନାମର ପୁରୁଷ ମାନେ ନିଜ ପତ୍ନୀଙ୍କର ଛୋଟ ଛୋଟ କଥାର ଖୟାଲ ରଖିବାରେ ମାହିର ଅଟନ୍ତି । ଏମାନେ ନିଜ ପତ୍ନୀଙ୍କର ଖୁସି ପାଇଁ କିଛି ବି କରିବା ପାଇଁ ଆଗଭର ହୋଇଯାନ୍ତି । ଏପରି ସ୍ଵାମୀଙ୍କୁ ପାଉଥିବା ସ୍ତ୍ରୀ ବହୁତ ସୁଖୀ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ଆପଣଙ୍କ ଜୀବନସାଥିଙ୍କ ନାମ ଏହି ଖ୍ୟାରରୁ ଆରମ୍ଭ ହେଉଛି ତେବେ ତାଙ୍କୁ କେବେ ହାତଛଡା କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।