ସ୍ଵାମୀଙ୍କ ପାଇଁ ନିଜ ଜୀବନ ବି ଦେଇ ପାରନ୍ତି ଏହି 4 ନାମର ଝିଅ -Jyotisha Shastra

ଆଜି ଆମେ ଆପଣଙ୍କୁ ଏପରି ୪ ନାମର ଝିଅମାନଙ୍କ ସଂପର୍କରେ କହିବୁ ଯିଏ କି ନିଜ ପତିଙ୍କ ପାଇଁ ଦିବାନି ହୋଇ ରହିଥାନ୍ତି ଓ ପାଗଳଙ୍କ ଭଳି ନିଜ ପତିଙ୍କୁ ପ୍ରେମ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ନାମ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ନା ଥରେ ନିଶ୍ଚିତ ପ୍ରେମ ହୋଇଥାଏ । ସିଏ ହୁଏତ ଠିକ୍ ବ୍ୟକ୍ତି ହେଉ ଅବା ଭୁଲ୍ ବ୍ୟକ୍ତି ସହିତ ହେଉ ।

ଯେତେବେଳେ ବ୍ୟକ୍ତି ପ୍ରେମରେ ପଡ଼ିଥାଏ ସେତେବେଳେ ତା ଜୀବନରେ ବହୁତ୍ ପରିବର୍ତ୍ତନ ଆସିଥାଏ । କିନ୍ତୁ ଯେତେବେଳେ ବିବାହର କଥା ଆସେ ସେତେବେଳେ ମନୁଷ୍ୟ ମନରେ ବହୁତ ଅଜବ ପ୍ରକାର ଭାବନା ଆସିଥାଏ । ଆଜି ଆମେ ଏପରି କିଛି ଝିଅଙ୍କର ନାମ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜ ପତିଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।

୧. A ଅକ୍ଷରର ଝିଅ ମାନେ ସାଧାରଣତଃ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ମାଟପିତା ଓ ନିଜ ପରିବାର ଲୋକଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ଓ ଏମାନେ ଗୁରୁଜନ ମାନଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ପରିଚାଳିତ ହୋଇଥାନ୍ତି । ଏମାନେ ନିଜ ଜୀବନରେ ରିସ୍ତା ବା ସମ୍ପର୍କକୁ ବହୁତ ମହତ୍ତ୍ଵ ଦେଇଥାନ୍ତି । ଏହା ସହିତ ଏମାନେ ନିଜ ଜୀବନ ସାଥି ର ଦୁଃଖ ସୁଖରେ ସାଥ ଦେଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି ।

୨. D ଅକ୍ଷରର ଝିଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବୁଦ୍ଧିମାନ ହେବା ସହିତ ଏମାନଙ୍କ ଦିମାକ୍ ବହୁତ ଜୋରରେ ଚାଲିଥାଏ । ଏମାନେ ପାଠ ମଧ୍ୟ ଭଲ ପଢନ୍ତି । ଜୀବନରେ ସଫଳତା ପାଇବ ପାଇଁ ଏମାନେ କଠୋର ପରିଶ୍ରମ ମଧ୍ୟ କରିଥାନ୍ତି । ବିବାହ ପରେ ଏମାନେ ନିଜ ସ୍ବାମୀଙ୍କୁ ଅନ୍ଧ ଭଳି ଭଲ ପାଇଥାନ୍ତି । ଏବଂ ଜୀବନ ତାଙ୍କ ପାଇଁ ତ୍ୟାଗ କରିଦେଇଥାନ୍ତି ।

୩. H ନାମର ଝିଅ ମାନେ ବହୁତ ଜିଦି ସ୍ୱଭାବର ହୋଇଥାନ୍ତି । ଏହି ସ୍ଵଭାବ ଯୋଗୁଁ ଏମାନଙ୍କୁ ଜୀବନରେ ବହୁତ ଲାଭ ମିଳିଥାଏ । ଏମାନେ କେବେ କାହା ମଧ୍ୟରେ ଭେଦ ଭାବ କରନ୍ତି ନାହିଁ । ଯାହା ଫଳରେ ଏମାନେ ସମସ୍ତଙ୍କ ଆଦର ପାଲଟି ଯାଆନ୍ତି । ଏମାନେ ଯାହାକୁ ଥରେ ନିଜର ବୋଲି ଭାବି ନିଅନ୍ତି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ହାତ ଛାଡନ୍ତି ନାହିଁ । ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।

୪. P ନାମର ଝିଅମାନେ ହୃଦୟରୁ ବହୁତ ସ୍ୱଚ୍ଛ ହୋଇଥାନ୍ତି ଏମାନେ ବହୁତ୍ ସଚ୍ଚୋଟ ଓ ମଧୁର ଭାଷୀ ହୋଇଥାନ୍ତି । ଏମାନେ ଏମାନଙ୍କ କଥା ଦ୍ଵାରା ସମସ୍ତଙ୍କ ମନରେ ରାଜ କରନ୍ତି । ସ୍ବାମୀ କୁ ଅତ୍ୟନ୍ତ ଭଲ ପାଆନ୍ତି । ସ୍ବାମୀ କୁ ଦେବତା ପରି ପୂଜି ଥାନ୍ତି । ସ୍ୱାମୀର ଖୁସି ପାଇଁ ଏମାନେ ଦରକାର ପଡିଲେ ନିଜକୁ ବନ୍ଧା ମଧ୍ୟ ପକାଇଦେବେ । ଏମାନେ ମଧ୍ୟରେ ପ୍ରଚୁର ପରିମାଣର ଭଲ ଗୁଣ ରହିଥିବାରୁ ଏମାନେ ସମସ୍ତଙ୍କର ପସନ୍ଦ ହୋଇଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।