ପାଟିରୁ ଖସିଲେ ମା’ର ଦୋଷ ପେଟରୁ ଖସିଲେ ଛୁଆର ଦୋଷ । ଉତ୍ତର କଣ  ? ଏହା ସହ ଆହୁରି 20 Interesting GK Questions

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ କଣ ଅଟେ ?

ଉ: ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ

୨- ବିଶ୍ଵର ସବୁଠାରୁ ଛୋଟ ମାଛ କଣ ଅଟେ ?

ଉ: ଗୋବି

୩- ଭିଏତନାମର ମୁଦ୍ରାର ନାମ କଣ ଅଟେ ?

ଉ: ଡଗ୍

୪- କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?

ଉ: ଚିଲି

୫- ଭାରତରେ ଇଣ୍ଟରନେଟର ସୁବିଧା କେବେ ଆରମ୍ଭ ହୋଇଥିଲା ?

ଉ: ୧୯୯୫ ମସିହାରେ

୬- ବିଶ୍ବରେ ସବୁଠାରୁ ଅଧିକ ପଶୁ କେଉଁଠି ଦେଖା ଯାଇଥାଏ ?

ଉ: ଭାରତ

୭- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କଣ ?

ଉ: ସିକିମ୍

୮- କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?

ଉ: ନୀଳକୁରଞ୍ଜି

୯- ସୂର୍ଯ୍ୟକିରଣରେ କେତୋଟି ରଙ୍ଗ ଥାଏ ?

ଉ: ୭ଟି

୧୦- ଭାରତର ଗୋଲାପି ସହର କାହାକୁ କୁହାଯାଏ ?

ଉ: ଜୟପୁର

୧୧- ସୂର୍ଯ୍ୟମୁଖ୍ୟ କେଉଁ ଦେଶର ଜାତୀୟ ଫୁଲ ଅଟେ ?

ଉ: ୟୁକ୍ରେନ

୧୨- ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉ: ରାଜସ୍ଥାନ

୧୩- କ୍ରିକେଟ ଖେଳର ଭଗବାନ କାହାକୁ କୁହାଯାଏ ?

ଉ: ସଚିନ ତେନ୍ଦୁଲକର

୧୪- କେଉଁ ଦେଶ ସବୁଠୁ ଅଧିକ ନଡିଆ ଉତ୍ପାଦନ କରେ ?

ଉ: ଇଣ୍ଡୋନେସିଆ

୧୫- ଭାରତରେ କେଉଁ ବର୍ଷ ରେଳପଥର ଆରମ୍ଭ ହୋଇଥିଲା ?

ଉ: ୧୮୩୬ ମସିହାରେ

୧୬- ଶିକ୍ଷକ ଦିବସ କେବେ ପାଳନ କରାଯାଏ ?

ଉ: ସେପ୍ଟେମ୍ବର ୫ ତାରିଖରେ

୧୭- କେଉଁ ଦେଶ ସର୍ବାଧିକ ଆମ୍ବ ଉତ୍ପାଦନ କରେ ?

ଉ: ଭାରତ

୧୮- କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ ?

ଉ: ଜାପାନ

୧୯- କେଉଁ ଜୀବ ଜିଭରେ ଚାଲିଥାଏ ?

ଉ: ଗେଣ୍ଡା

୨୦- ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ହେଲେ ବି କ୍ଷେତ ନାହିଁ ?

ଉ: ସିଙ୍ଗାପୁର

୨୧- କେଉଁ ଜୀବର ହୃଦୟ ତା’ ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୨୨- କେଉଁ ଗଛ ସବୁବେଳେ କାନ୍ଦୁଥାଏ ?

ଉ: ଲୁରେଇ

୨୩- ସୁନା ମାଛର ଦେଶ କାହାକୁ କୁହାଯାଏ ?

ଉ: ଅଷ୍ଟ୍ରେଲିଆ

୨୪- ପୃଥିବୀର ବୃହତ୍ତମ ଜାହାଜ କିଏ ?

ଉ: କୁଇନ ଏଲିଜାବେଥ

୨୫- ପାଟିରୁ ଖସିଲେ ମା’ର ଦୋଷ ପେଟରୁ ଖସିଲେ ଛୁଆର ଦୋଷ । ଉତ୍ତର କଣ  ?

ଉ: ବିଲେଇ ଛୁଆକୁ ତା’ ମା ପାଟିରେ ନେଇଥାଏ ତେଣୁ ପାଟି ରୁ ଛୁଆ ଖସିଲେ ମା’ର ଦୋଷ ହୋଇଥାଏ ଏବଂ ମାଙ୍କଡ ଛୁଆ ମା’ର ପେଟ ଜାବୁଡି ଧରୁଥିବାରୁ ସେ ଖସିଲେ ଏଠି ଛୁଆର ଦୋଷ ହୋଇଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।