ପତି ପତ୍ନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଝଗଡା ଲାଗି ରହୁଛି କି ? ସମାଧାନ କରିଦେବ ଗୁଜୁରାତି ଓ ଲବଙ୍ଗର ଏହି ସରଳ ଉପାୟ ! Astrologer Pragyan Tripathy

ବନ୍ଧୁଗଣ ପ୍ରତେକ ସ୍ଵାମୀ ବା ସ୍ତ୍ରୀ ଙ୍କ ମଧ୍ୟରେ କଳହ ହୋଇଥାଏ । କିନ୍ତୁ ଏହି କଳହ ବାରମ୍ବାର ଆଉ ବିନା କାରଣରେ ହେଉ ବା କାରଣ ଥାଇ ହେଉ ବହୁତ ଚିନ୍ତାର ବିଷୟ ହୋଇଥାଏ । ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଛି ବା ତୃତୀୟ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ମଧ୍ୟରେ କଳହ ହେଉଛି ବା ପାରିବାରିକ ଜୀବନରେ ପ୍ରଭାବ ପଡୁଛି ତେବେ ଏହି ଛୋଟ ଉପାୟ ଟି କରନ୍ତୁ ।

ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରୁ କାହାରି ବି ଅନ୍ୟ ସହ ସମ୍ପର୍କ ରହିଛି ତେବେ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ତେବେ ଉପାୟ ଟି କରିବା ସମୟରେ ଯେମିତି ଆପଣଙ୍କ ସ୍ଵାମୀ ବ ସ୍ତ୍ରୀ ବା ଅନ୍ୟ କେହି ଜାଣିବେ ନାହି କି ଦେଖିବେ ନାହି ସେଥିପ୍ରତି ଧ୍ୟାନ ଦେବେ । ଏହି ଉପାୟକୁ ଆପଣ ଅମାବାସ୍ୟା ତିଥିରେ କରନ୍ତୁ । ଏହା ସହ ମଙ୍ଗଳବାର ଓ ଶନିବାର ଦିନ କରିବେ । ରାତିରେ ଶୋଇବା ପୂର୍ବରୁ ଗୋଟେ ରୁମାଲ ରେ ଫୁଲ ଥିବା ୩ଟି ବା ୭ଟି ଲବଙ୍ଗ ବାନ୍ଧି ଦିଅନ୍ତୁ ।

ସେ ଲବଙ୍ଗକୁ ଆପଣ ଧରି କହିବେ ଯେଉଁ ଯେଉଁ ସମସ୍ୟାକୁ ସାମନା କରୁଛି ଏହି ସମସ୍ଯା ଦୂର ହୋଇଯାଉ । ଏହା କହିବା ପରେ ରୁମାଲର ଯେଉଁ ୪ଟି କୋଣ ଅଛି ସେଥି ମଧ୍ୟରୁ ଗୋଟେ କୋଣରେ ଗଣ୍ଠି ପକାଇବେ । ତାର ବିପରୀତ କୋଣରେ ୩ଟି କୋଣ ମଧ୍ୟରୁ ଗୁଜୁରାତି ବାନ୍ଧି ଦେବେ । ଆଉ ଗୋଟେ କୋଣରେ ଗୋଲମରୀଚ ବାନ୍ଧି ଦେବେ । ବଳକା ରହିଥିବା କୋଣରେ ସାମାନ୍ଯ ଫିଟିକିରି ଓ ଗୋଟେ କର୍ପୁର ବାନ୍ଧି ଦିଅନ୍ତୁ ।

ପ୍ରତେକ ଟି ସାମଗ୍ରୀ ରୁମାଲ ରେ ବାନ୍ଧିବା ପୂର୍ବରୁ ଆପଣଙ୍କର ଯାହା ବି ସମସ୍ଯା ରହିଛି ଅର୍ଥାତ ଆପଣଙ୍କ ପାରିବାରିକ ଜୀବନରେ ସ୍ଵାମୀ ବା ସ୍ତ୍ରୀ ମଧ୍ୟରୁ ଯାହା ବି ସମସ୍ଯା ରହିଛି ତାହା କହିବେ । ଏହା ସହ ତାହାର ସମାଧାନ କହିବେ କି ଆମର ସମ୍ପର୍କ ଠିକ ହୋଇଯାଉ ସବୁ ବାଧା ହଟିଯାଉ । ଏହା ପରେ ୨ଟି କୋଣକୁ ଗୋଟେ ଗଣ୍ଠି ଦେବେ । ଆଉ ୨ଟି କୋଣକୁ ନେଇ ଗୋଟେ ଗଣ୍ଠି ଦେବେ । ଏହା ପରେ ସବୁ ମିଶାଇ ଗୋଟେ ଗଣ୍ଠି ପକାନ୍ତୁ ।

ଏହା ପରେ ସ୍ଵାମୀ ବା ସ୍ତ୍ରୀଙ୍କ ମୁଣ୍ଡ ପାଖରେ ଯେଉଁଠି ତକିଆ ଦେଇଥାନ୍ତି କିମ୍ବା ଅଣ୍ଟା ବା କାନ୍ଧ ଭିତର ଦେଇ ରଖିବେ ଯେମିତି ତାହା ତାଙ୍କ ଶରୀରକୁ ସ୍ପର୍ଶ କରିବେ । କିନ୍ତୁ ଏହି ଉପାୟକୁ କାହା ଆଗରେ ପ୍ରକାଶ କରିବେ ନାହି । ସାରା ରାତି ରଖିବା ପରେ ସକାଳୁ ଏହି ରୁମାଲକୁ ନେଇ ବର ଗଛରେ ଟାଙ୍ଗୀ ଦେଇ ଆସିବେ । ଲଗାତାର ୯ଟି ମଙ୍ଗଳବାର, ଶନିବାର ବା ଅମାବାସ୍ୟା ଦିନ କରିଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଦୂରତା ହାତିଯିବ । ସୁଖୀ ଦାଂପତ୍ଯ ଜୀବନ ସ୍ଵାମୀ ବ ସ୍ତ୍ରୀ ସହ କାଟିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି  ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।