ବାଛନ୍ତୁ ଗୋଟିଏ ରଙ୍ଗର ପ୍ରଜାପତି ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆପଣଙ୍କ ସହ କଣ ଘଟିବାକୁ ଯାଉଛି, ଭାଗ୍ୟରେ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି !

ନମସ୍କାର ବନ୍ଧୁଗଣ, କିଛି ଲୋକ ନିଜ ଜୀବନକୁ ନେଇ ବହୁତ ଗର୍ବ କରିଥାନ୍ତି । ଅନ୍ୟ ଲୋକଙ୍କୁ ଛୋଟ ଦେଖାଇଥାନ୍ତି । କିନ୍ତୁ ସେମାନେ ବୁଝିପାରନ୍ତି ନାହି ଭାଗ୍ୟ ପାଇଁ ସବୁ ନାଟ । ଭାଗ୍ୟ ଚାହିଁଲେ ଗୋଟିଏ ସେକେଣ୍ଡରେ ତାଙ୍କ ଗର୍ବକୁ ଭାଙ୍ଗିପାରିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଆପଣ କିଭଳି ନିଜ ଭାଗ୍ୟ ନିଜେ ନିରୂପଣ କରିପାରିବେ । ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ କି ଆପଣ ଭାଗ୍ୟ ହାତରେ ।

ଉପରେ ଦେଖୁଥିବା 3ଟି ରଙ୍ଗର ପ୍ରଜାପତି ମଧ୍ୟରୁ ଗୋଟିଏ ବାଛନ୍ତୁ । ତେବେ ଚାଲନ୍ତୁ ଦେଖିବା ଆପଣଙ୍କ ଭାଗ୍ୟରେ କଣ ଘଟିବାକୁ ଯାଉଛି । ପ୍ରଥମ: ଆପଣଙ୍କ ଖରାପ ସମୟ ପୂର୍ବରୁ ହିଁ ଆପଣଙ୍କ ଭଲ ସମୟ ଆସିସାରିଛି । ସନ୍ତାନ ସୁଖରୁ ବଞ୍ଚିତ ଥିବା ଲୋକଙ୍କ ଜୀବନରେ ଏହି ଖୁସି ଆସିବାକୁ ଯାଉଛି । କରୁଥିବା କାରବାରରେ ଆପଣ ଉନ୍ନତି କରିବେ ।

ଶତ୍ରୁମାନେ ଆପଣମାନଙ୍କର କୌଣସି କ୍ଷତି କରିପାରିବେ ନାହିଁ । ଆପଣଙ୍କୁ ହେଉଥିବା ଅର୍ଥ ଅଭାବର ଚିନ୍ତା ଏବେ ଦୂର ହେବ । କିନ୍ତୁ ଆପଣଙ୍କ ଆୟ ଅପେକ୍ଷା ବ୍ୟୟ ବେଶି ହେଉଥିବାରୁ ଆପଣ ଚିନ୍ତାରେ ଅଛନ୍ତି । ଅଯଥା ଖର୍ଚ ମଧ୍ୟ ଆପଣଙ୍କର ବେଶି ହେଉଛି ତେଣୁ ଏହି ପ୍ରତି ଧ୍ୟାନ ଦେବା ଦରକାର ।

ଦିତୀୟ: ନୀଳ ରଙ୍ଗର ପ୍ରଜାପତି ଏହା ସୂଚନା ଦେଉଅଛି କି ଆପଣ ନିଜ ଜୀବନରେ ଅନେକ ଦୁଃଖ କଷ୍ଟକୁ ସାମ୍ନା କରିଆସିଛନ୍ତି । କିନ୍ତୁ ଆଗାମୀ ଏକ ସପ୍ତାହ ପରେ ଆପଣଙ୍କ ଜୀବନର ମାନେ ବଦଳିବାକୁ ଯାଉଛି । ଜୀବନରେ ସୁଖ ସମୃଦ୍ଧି ବଢିବାକୁ ଯାଉଛି । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଆପଣ ଉନ୍ନତି ପାଇବେ । ଆପଣଙ୍କ ଉଚ୍ଚ ପଦକୁ ସ୍ଥାନାନ୍ତରଣ ହେବ । ଆପଣ ଯେଉଁ କ୍ଷେତ୍ରରେ ପାଦ ରଖିବେ ସେଥିରେ ସଫଳ ହେବେ ସ୍ଥଗିତ ହୋଇ ରହିଥିବା କାର୍ଯ୍ୟ ଆରମ୍ଭ ହେବ।

ତୃତୀୟ: ନାଲି ରଙ୍ଗର ପ୍ରଜାପତି ଏହା ସୂଚନା ଦେଉଅଛି କି ଆପଣ ବର୍ତ୍ତମାନ ସମୟରେ ଦୁଃଖର ସମୟକୁ ଅନୁଭବ କରୁଛନ୍ତି । ଆପଣଙ୍କ ଜୀବନରେ ଏହି ଦୁଃଖ ଆଉ ରହିବ ନାହି । ଆପଣ କରୁଥିବା ଯୋଜନାରେ ବିଫଳ ମଧ୍ୟ ହେଉଥିବେ । କିନ୍ତୁ ଏହି ସମୟରେ ଆପଣ ସେହି ବିଫଳ ହୋଇଥିବା କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରନ୍ତୁ ନିଶ୍ଚୟ ଆପଣ ସେଥିରେ ସଫଳତା ହାସଲ କରିବେ ।

ଆପଣ ଋଣ ଭିତରେ ଛନ୍ଦି ହୋଇଥିଲେ । କିନ୍ତୁ ଏବେ ଆପଣ ସମସ୍ତ ଋଣରୁ ମୁକ୍ତି ପାଇବେ ଏବଂ ଆପଣଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ । ସନ୍ତାନମାନଙ୍କ ପାଇଁ ଆପଣ ଯେଉଁ ଚିନ୍ତା ନେଉଥିଲେ ତାହା ଏବେ ଦୂର ହେବ । ଏବେ ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।