ହଠାତ ମଡ ମଡ ହେଇ ଗଳି ପଡିଲା Bridge, ଦେଖନ୍ତୁ Live ଭିଡିଓ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ଦେଶର ସବୁ ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯାଇଛି । ଏହି ବନ୍ୟା ପାଣି କେବଳ ନଦୀରେ ପ୍ରବାହିତ ହେଉ ନାହିଁ, ଏହା କେତେକ ବଡ ବଡ ସହରର ମଧ୍ୟ ପଶି ଯାଇଛି । ଗାଁ ଗୁଡିକରେ ବନ୍ୟା ପାଣି ପଶିବା ସାଧାରଣ କଥା । କିନ୍ତୁ ଏହି ବର୍ଷ ବର୍ଷାର ମାତ୍ରା ଅଧିକ ଥିବା କାରଣରୁ ବନ୍ୟାର ପାଣି ଅତ୍ୟଧିକ ମାତ୍ରାରେ ଚାରି ଆଡେ ଦେଖିବାକୁ ମିଳୁଛି ।

ଆପଣ ଦେଶର ଯେ କୌଣସି ବି ସ୍ଥାନକୁ ବର୍ତ୍ତମାନ ଯିବେ ସେହି ସ୍ଥାନର ନଦୀ ଗୁଡିକରେ ଆପଣଙ୍କୁ ବନ୍ୟା ପାଣି ନିଶ୍ଚିତ ରୂପରେ ଦେଖାଯିବ । କେତେକ ଗାଁ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଜଳମଗ୍ନ ଅବସ୍ଥାରେ ଅଛନ୍ତି । ଅନ୍ୟ ପଟେ ଲଗାଣ ବର୍ଷା କାରଣରୁ ବର୍ଷାର ପାଣି ବି ନିଷ୍କାଶିତ ହେଉ ନାହିଁ ।

ଯେଉଁ କାରଣରୁ ସେହି ପାଣି ଗୁଡିକ ଘର ଭିତରକୁ ପଶି ଯାଉଛି । ପୁରା ଦେଶରେ ପ୍ରାୟତଃ ସମସ୍ତେ ଏହିଭଳି କିଛି ସମସ୍ୟାର ସମ୍ମୁଖୀନ କରୁଛନ୍ତି । ଅନ୍ୟ ପଟେ ଚାଷୀମାନଙ୍କର ଚାଷ ଜମି ଗୁଡିକରେ ବନ୍ୟା ପାଣି ପଶି ଯିବା କାରଣରୁ ସେମାନଙ୍କର ଫସଲ ମଧ୍ୟ ନଷ୍ଟ ହୋଇ ଯାଇଛି । କହିବାକୁ ଗଲେ ସବୁ ରାଜ୍ୟରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକମାନେ କ୍ଷତି ଗ୍ରସ୍ତ ହୋଇଛନ୍ତି । ଏମିତିରେ ପଶ୍ଚିମବଙ୍ଗରୁ ଏକ ଭିଡିଓ ସାମ୍ନାକୁ ଆସୁଛି ।

ଏହା ପଶ୍ଚିମବଙ୍ଗ ବୀରଭୂମି ଅଞ୍ଚଳର ଭିଡିଓ ଅଟେ । ଯେଉଁଥିରେ ଆପଣ ଦେଖି ପାରିବେ କି ଏକ ବ୍ରିଜ ତଳେ ବନ୍ୟା ପାଣି ପ୍ରବାହିତ ହେଉଛି ତାହା ବି ପୁଣି ବହୁତ ଭ-ୟ-ଙ୍କ-ର ରୂପରେ । ଏହି କାରଣରୁ ଏହି ଅଞ୍ଚଳର ସମସ୍ତ ତଳିଆ ଅଞ୍ଚଳ ଗୁଡିକ ମଧ୍ୟରେ ପାଣି ମଧ୍ୟ ପଶି ଯାଇଛି । କିନ୍ତୁ ଆପଣ ଦେଖି ପାରିବେ କି ଅଚାନକ ବନ୍ୟା ପାଣିର ଅତ୍ୟଧିକ ପ୍ରବାହ କାରଣରୁ ଅଚାନକ ଗୋଟିଏ ବ୍ରିଜ ଭା-ଙ୍ଗି ଯାଉଛି ।

ବ୍ରିଜ ଭା-ଙ୍ଗି ପୂରାପୂରି ବନ୍ୟା ପାଣିରେ ମିଶି ଯାଉଛି । ବ୍ରିଜଟି କିଛି ସେକନ୍ଡରେ ଭା-ଙ୍ଗି ପାଣିରେ ମିଶି ଯାଉଛି । ଏହାରି ପାଖରେ ଏକ ନୂଆ ବ୍ରିଜଟି ତିଆରି ହୋଇଛି । ଯେଉଁଥିରେ କିଛି ଲୋକମାନେ ବି ନଜର ଆସୁଛନ୍ତି ଓ ସେମାନେ ଏହି ଦୃଶ୍ୟକୁ ନିଜ ଆଖି ସାମ୍ନାରେ ଦେଖୁଛନ୍ତି । ଏହିଭଳି ବହୁତ ଦୃଶ୍ୟ ବନ୍ୟା ସମୟରେ ଦେଖିବାକୁ ମିଳିଥାଏ ।