ବାଛନ୍ତୁ ନିଜ ପସନ୍ଦ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଲଭ ଲାଇଫ ର ରାଜ – Love Quiz Game

ମାନବ ସମାଜରେ ରହିବାକୁ ହେଲେ ଜୀବନରେ ପରସ୍ପର ସହ ପ୍ରେମ ଭାବନା ଆବାସିକ ହୋଇଥାଏ । ଯଦି କୌଣସି ମନୁଷ୍ୟ ମନରେ ପ୍ରେମ ଭାବନା ରହିବ ନାହିଁ ତେବେ ସେ ସବୁ ବେଳେ କଳହ ରେ ମାତି ଥିବ । ଯାହା ଫଳରେ କି ତାକୁ ସମାଜରେ ରହିବା କଷ୍ଟ ହୋଇଯିବ । ଭାଇ ବନ୍ଧୁ , କୁଟୁମ୍ବ ଓ ପରିବାର ବୋଲି କିଛି ମାନେ ରହିବ ନାହିଁ । ଏଠି ପାଇଁ ମନୁଷ୍ୟ କୁ ପ୍ରେମ ଆବଶ୍ୟଖୋଇଥାଏ ଯାହାଫଳରେ କି ସେ ସମସ୍ତଙ୍କ ସହ ନିଜର ମତ ଆଦାନ ପ୍ରଦାନ କରି ଜୀବନରେ ଖୁସି ଅନୁଭବ କରିପାରିବ ।

ତେବେ ଆସନ୍ତୁ ଜାଣିବା ଆଜି ଆପଣଙ୍କ କିଛି ଗୁଣ ବିଷୟ ରେ । ଆପଣ ଏହି ନମ୍ବର ରୁ ଗୋଟିଏ ପସନ୍ଦ କରନ୍ତୁ ଓ ଜାଣନ୍ତୁ ଆପଣଙ୍କର ଜୀବନର କିଛି ପ୍ରେମ ରହସ୍ୟ ବିଷୟ ରେ ।

୧ – ଆପଣ ଯଦି ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ବାପା ଓ ମାଙ୍କୁ ବହୁତ ଭଲ ପାଉଛନ୍ତି ।

 

୨ – ଆପଣ ଯଦି ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ବହୁତ ଟେନସନରେ ରହୁଛନ୍ତି ।

୩ – ଆପଣ ଯଦି ୩ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଞ୍ଚନ୍ତି ।

୪ – ଆପଣ ଯଦି ୪ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ସହ ଦେଖା କରିବାକୁ ଚାହୁଞ୍ଚନ୍ତି ।

୫ – ଆପଣ ଯଦି ୫ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ପ୍ରେମ ବିବାହ କରିବାକୁ ଚାହୁଞ୍ଚନ୍ତି ।

୬ – ଆପଣ ଯଦି ୬ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଜୀବନରେ କିଛି ବଡ କରିବା ପାଇଁ ଚାହୁଁ ଛନ୍ତି ।

୭ – ଆପଣ ଯଦି ୭ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ କାହାକୁ ଭଲପାଉଛନ୍ତି ।

୮ – ଆପଣ ଯଦି ୮ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ କୌଣସି ବ୍ୟକ୍ତି ସହ ବନ୍ଧୁତା କରିବା ପାଇଁ ଚାହୁଁଛନ୍ତି ।

୯ – ଆପଣ ଯଦି ୯ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ନିଜ ପରିବାର ପାଇଁ କିଛି ବି କରିବାରେ ପଛ ଘୁଞ୍ଚା ଦେବେ ନାହିଁ ।

୧୦ – ଆପଣ ଯଦି ୧୦ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ନିଜ ପାର୍ଟନରକୁ ନେଇ ଭାବୁକ ହୋଇ ପଡିଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।