ଦିନରେ ମାତ୍ର ଥରେ ଖାଆନ୍ତୁ, ବାତ ରୋଗ, Joint Pain, କ୍ୟାଲସିୟମର ଅଭାବ, Weakness ଜୀବନସାରା ରହିବ ନାହିଁ- Health Tips

ଆଜି ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ ଥରେ ଖାଇଲେ ଆଣ୍ଠୁ ଗଣ୍ଠି ବାତ  ରୋଗ ,କ୍ୟାଳିସିୟମ ଅଭାବ ଓ ଦୁର୍ବଳତା ଜୀବନ ସାରା ରହିବ ନାହିଁ । ସେହି ଜିନିଷଟି ହେଉଛି ଅଦା । ଯାହା ଦ୍ଵାରା ଶରୀରର ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଆପଣ ତ ଜାଣିଛନ୍ତି ଯେ ଅଦା ଆମ ଶରୀର ପାଇଁ କେତେ ଲାଭ ଦାୟକ । ଆଜି ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ସେଇଟା ହେଉଛି ଅଦା ସାଲଟ ଓ ଅଦା ଆଚାର ବୋଲି କହିଥାଉ ।

କୌଣସି ତେଲେ ମସଲା ବୀନା ଏହାକୁ ଆମେ ବନେଇବା । ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଅଦାରୁ ଆପଣଙ୍କୁ ବହୁତ ଭିଟାମିନ୍ସ ଓ ମିନେରାଲ୍ସ ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଆଣ୍ଟି ବ୍ୟକ୍ତଟିରିଆଲ ଓ ଆଣ୍ଟି ଆକ୍ସିଦାନ୍ତ ଶକ୍ତି ମିଳିଥାଏ । ଏଲରଜି ଓ ଇନଫେକ୍ସନରୁ ବଞ୍ଚାଇ ଥାଏ । ଥଣ୍ଡା ଓ କାଶ ହେଲେ  ଅଦାର କାଡା ପିଇଲେ ବହୁତ ଆରମ ମିଳିଥାଏ । ଅଦରେ ତୁଲସୀ,ଗୁଜୁରାତି ,ଲେମ୍ବୁ ମିଶାଇ ପିଇବା ଦ୍ଵାରା ବହୁତ ଆରମ ମିଳିଥାଏ । ଅଦା ଆମର ପାଚନ ଶକ୍ତିକୁ ମଜବୁତ କରିଥାଏ । ପେଟର କଷ୍ଟ ଓ ଗ୍ୟାସ ଭଳି ସମାଶ୍ୟାକୁ ଦୂର ହୋଇଥାଏ । ମୋଟାପଣକୁ ମଧ୍ୟ ଦୂର କରିଥାଏ ।

ଯଦି ଅଦା ପାଣି ଓ ଅଦା ଚାହା ପିଇଲେ ମୋଟାପଣଙ୍କୁ ମଧ୍ୟ ଦୂର କରିଥାଏ । ଓଜନ ହ୍ରାସ ପାଇଁ ସାହାଜ୍ଯ କରିଥାଏ । ଆଣ୍ଠୁ ଗଣ୍ଠିର ଯଦି ସମସ୍ୟା ଅଛି ତେବେ ଅଦାର ସେବନ କରିବା ନିହାତି ଆବଶ୍ୟକ ଅଟେ । ଚଲାନ୍ତୁ ଏହି ଉପାୟ ବିଷୟରେ ଜାଣିବା । ପଥମେ ଲମ୍ବ ଲମ୍ବା ଅଦା ଖଣ୍ଡ ନିଅନ୍ତୁ । ସେଥିପାଇଁ ଅଦାକୁ ପିସ ଆକାରର ନେଇକି ଛେଲି ଦିଅନ୍ତୁ । ତାପରେ ଲମ୍ବା ଲମ୍ବା ପିସ ଆକାରରେ କାଟନ୍ତୁ ।

ଯଦି ଆପଣ ପାଖରେ ବଡ ଲେମ୍ବୁ ଅଛି ତେବେ ଗୋଟିଏ ପ୍ରୟାଅଗ କରନ୍ତୁ ଯଦି ଆପଣ ପକାହରେ ଛୋଟୋ ଲେମ୍ବୁ ଅଛି ତେବେ ଦୁଇଟା ପ୍ରୟୋଗ କରନ୍ତୁ । ତାପରେ ଲେମ୍ବୁ ରସ କାଟିଥିବା ଅଦାରେ ଚିପୁଡି ଦିଅନ୍ତୁ । ଏହାକୁ ଆପଣ ୧୦ ମିନିଟ ରଖିଦିଆନ୍ତୁ । ଅଦାର ରଙ୍ଗ ଚେଞ୍ଜ ହୋଇଯିବ ଓ ଲାଲ ପଡିଯିବ । ତାପରେ ସେଥିରେ ସୈଂଧବ ଲୁଣର ଆବଶ୍ୟକ ପଡିବ । ନିଜର ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ତାପରେ ସେହି ଏକାଠି ମିଶ୍ରଣ କରଦୁଇଆନ୍ତୁ ।

ଏହା ଖାଇବାକୁ ବହୁତ ସ୍ଵାଦିଷ୍ଠ ହୋଇଥାଏ । ଆଡକୁ ଯଦି ଆପଣ ଏପରି ଭାବରେ ଖାଇବେ ତେବେ ପେଟ ଜମାରୁ ଗରମ ହୋଇନଥାଏ । ଏହାକୁ ଆପଣ ଭାତ ରୋଟି ସବୁଥିରେ ଖାଇପାରିବେ । କୋଣସି କାଚ କିମ୍ବା ପ୍ଲାଷ୍ଟିକ ଡବାରେ ଷ୍ଟୋର କରିକି ରଖିପାରିବେ ।  ଏହାକୁ ଆପଣ ସପ୍ତାହ ପାଇଁ କି ହିଁ ବନାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।