ପସନ୍ଦ କରନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଭଲେଣ୍ଟାଇନ ଡେ ଆପଣ କାହା ସହ ପାଳନ କରିବେ

ସାଧାରଣ ଭାବରେ ଭଲେଣ୍ଟାଇନ ଡେ ପାଳନ କରିବା ପାଇଁ କିଛି ବ୍ୟକ୍ତି ଉତ୍ସୁକତାରେ ଅପେକ୍ଷା କରି ରହିଥାନ୍ତି । ଏହାକୁ ପ୍ରେମ ଦିବସ ବୋଲି କୁହାଯାଏ । ଏହି ଦିନ କୁ ବିବାହିତ ଓ ଅବିବାହିତ ବ୍ୟକ୍ତି ମାନେ ମନ୍ଧ୍ୟ ପାଳନ କରିଥାନ୍ତି । ଏହି ଦିନ କୌଣସି ନା କୌଣସି ବ୍ୟକ୍ତି ନିଜ ପ୍ରେମିକ ସହ ଏକ ଖୁଶିର ମୁହୂର୍ତ ଭାବ ରେ ପାଳନ କରିବା କୁ ଚାହେଁ । ତେବେ ଆଜି ଆସନ୍ତୁ ଆମେ ଜାଣିବା ଏହି ଭାଲେଣ୍ଟାଇନ  ଡେ ଆପଣ କାହା ସହିତ ପାଳନ କରିବେ । ଆପଣ ଏହି ନମ୍ବରରୁ ଗୋଟିଏ ନମ୍ବର ପସନ୍ଦ କରନ୍ତୁ ଆଉ ଜାଣିବେ ଆପଣ କାହା ସହ ଭାଳେଣ୍ଟାଇନ ଡେ ପାଳନ କରିବେ ।

୧ – ଆପଣ ଯଦି ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ ନିଜର ପ୍ରିୟ ସାଙ୍ଗ ସହ ପାଳନ କରିବେ ।

୨ – ଆପଣ ଯଦି ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ଆପଣଙ୍କ ପ୍ରେମିକ ଅଥବା ପ୍ରେମିକା ସହ ପାଳନ କରିବେ ।

୩ – ଆପଣ ଯଦି ୩ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ଆପଣଙ୍କ ଜୀବନ ସାଥୀଙ୍କ ସହ ପାଳନ କରିବେ ।

୪ – ଆପଣ ଯଦି ୪ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ କ୍ରଶ ସହ ପାଳନ କରିବେ ।

୫ – ଆପଣ ଯଦି ୫ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ଆପଣ ନିଜ ପରିବାର ସହ ପାଳନ କରିବେ ।

୬ – ଆପଣ ଯଦି ୬ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ନିଜର ଗାର୍ଲ ଫ୍ରେଣ୍ଡ ଅଥବା ବଏ ଫ୍ରେଣ୍ଡ ସହ ପାଳନ କରିବେ ।

୭ – ଆପଣ ଯଦି ୭ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ଆପଣଙ୍କର ପିଲାବେଳର ସାଙ୍ଗ ସହ ପାଳନ କରିବେ ।

୮ – ଆପଣ ଯଦି ୮ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି  ଭାଲେଣ୍ଟାଇନ ଡେ କୁ ଆପଣଙ୍କ କଲେଜ ସାଙ୍ଗ ସହ ପାଳନ କରିବେ ।

୯ – ଆପଣ ଯଦି ୯ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ  କୁ ଆପଣଙ୍କ ପୁରୁଣା ଲଭରଙ୍କ ସହ ପାଳନ କରିବେ ।

୧୦ – ଆପଣ ଯଦି ୧୦ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଭାଲେଣ୍ଟାଇନ ଡେ କୁ ଆପଣଙ୍କ ଅଫିସ ସାଙ୍ଗ ସହ ପାଳନ କରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।