ଏହା ଭିତରୁ ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ନିଜ ଜୀବନ ବିଷୟରେ ଏହି ଖାସ କଥା

ଆମ ଦୁନିଆରେ ପ୍ରକୃତି ସବୁଠୁ ସୁନ୍ଦର ତଥା ସୌନ୍ଦର୍ଯ୍ଯରେ ପରିପୂର୍ଣ ରହିଥାଏ । ପ୍ରକୃତି ବିନା ଆମର ଦୁନିଆ ଅଧୁରା ଦେଖାଯିବ । ସେଥି ମଧ୍ୟରୁ ଆମର ଫୁଲ ଯାହାକି ପ୍ରକୃତିର ସବୁଠୁ ସୁନ୍ଦର ରଚନା ମଧ୍ୟରୁ ଗୋଟିଏ ଫୁଲ । ଯାହାକି ବହୁତ ରଙ୍ଗ ବେରଙ୍ଗର ଫୁଲ ଯାହାକି ଆମର ମନକୁ ଶାନ୍ତି ଦେଇଥାଏ ଓ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ ମଧ୍ୟ କରିଥାଏ । ସମସ୍ତଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଫୁଲ ପସନ୍ଦ ଥାଏ । ଏହି ଫୁଲର ପସନ୍ଦ ବ୍ୟକ୍ତିମାନଙ୍କର ନିଜର ପର୍ସନାଲିଟି ଉପରେ ନିର୍ଭର କରିଥାଏ ।

ଆପଣଙ୍କୁ ଆମେ 4 ଟି ଅଲଗା ପ୍ରକାରର ଫୁଲ ଦେଖେଇବୁ । ଯାହା ଦ୍ଵାରା କେଉଁ ଫୁଲଟି ଆପଣଙ୍କର ପସନ୍ଦ ସେହି ଫୁଲ ଉପରେ ଆପଣଙ୍କର ପର୍ସନାଲିଟୀ ବିଷୟରେ କହିବୁ । ସେହି ଫୁଲ ଦ୍ଵାରା ଆପଣ ନିଜ ବିଷୟରେ ସବୁ କିଛି ଜାଣି ପାରିବେ । ଏହା ଆପଣଙ୍କ ପର୍ସନାଲିଟି କୁ ଦର୍ଶାଇ ଥାଏ ।

ଗୋଲାପ ଫୁଲ

ଯଦି ଆପଣ ଗୋଲାପ ଫୁଲ ବାଛିଛନ୍ତି ତେବେ ଆପଣଙ୍କର ପର୍ସନାଲିଟୀ ଅନ୍ୟ ଅପେକ୍ଷା ଆକର୍ଷିତ ଅଟେ ଯାହା ସବୁ ଲୋକମାନଙ୍କ ପାଖରେ ନ ଥାଏ ତାହା ଆପଣଙ୍କ ଭିତରେ ଥିବା ନକରାତ୍ମକ ଓ ସକରାତ୍ମକ ଗୁଣରୁ ବୁଝିବିଚାରୀ କାମ କରନ୍ତୁ । ଆପଣ ଦୋହରା ଜୀବନରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ବହୁତ ସାମାଜିକ ଆଉ ସାହସୀ ବ୍ୟକ୍ତିତ୍ଵ ଅଟନ୍ତି । ଆପଣ ଅନ୍ୟମାନଙ୍କୁ ବହୁତ ଭଲପାଇବା ଓ କେୟାର କରିଥାନ୍ତି ।

ଚମେଲି ଫୁଲ

ଯଦି ଆପଣ ଚାମେଲିର ଫୁଲ ବାଛିଛନ୍ତି । ତେବେ ଆପଣ ଅନ୍ୟ ଲୋକମାନଙ୍କୁ ସବୁବେଳେ ପ୍ରେରିତ କରିବା ପାଇଁ କ୍ଷମତା ରଖିଥାନ୍ତି । ଆପଣ କାଳ୍ପନିକ ଆଉ ଶକ୍ତି ଦ୍ଵାରା ସବୁବେଳେ ପ୍ରଭାବିତ ହୋଇଯାଇଥାନ୍ତି । ଆପଣଙ୍କର ଗୁଣ ଅନ୍ୟ ଲୋକମାନଙ୍କୁ ସବୁବେଳେ ସାହାଯ୍ୟ କରିଥାଏ । ଆପଣ ଯେଉଁଠି କି ଯାଆନ୍ତି ଲୋକମାନେ ଆପଣଙ୍କ ଉପରେ ପ୍ରଭାବିତ ହୋଇଯାଇଥାନ୍ତି । ଆପଣ ସବୁବେଳେ ପଜିଟିଭ ଚିନ୍ତା ଧାରାର ବ୍ୟକ୍ତି ଅଟନ୍ତି ।

କୁମୁଦୁନି ଫୁଲ

ଯଦି ଆପଣ କୁମୁଦୁନି ଫୁଲ ପସନ୍ଦ କରିଛନ୍ତି । ଆପଣ ବହୁତ ସ୍ପଷ୍ଟ ବାଦି ବ୍ୟକ୍ତି ଅଟନ୍ତି । ଆପଣ ନିଜର ଲକ୍ଷ୍ୟକୁ ପୁରୁଣ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଆପଣ ସବୁ କାମରେ ବିଶ୍ଵସ୍ତ ରୁହନ୍ତି ଓ ପରିଶ୍ରମ ମଧ୍ୟ କରିଥାନ୍ତି । ଆପଣ ନିଜର ପରିବାରକୁ ସବୁବେଳେ ପ୍ରାଥମିକତା ଦିଅନ୍ତି । ଆପଣ ବହୁତ ସକରାତ୍ମକ ଓ ତଥା ଆଶାବାଦୀ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଜୀବନରେ ଖୁସି ରୁହନ୍ତି ଓ ନିଜ ପରିବେଶକୁ ମଧ୍ୟ ଖୁସି ରଖିଥାନ୍ତି । ଆପଣଙ୍କ ମୁହଁରେ ସବୁବେଳେ ହସ ଦେଖାଯାଇଥାଏ । ପରିସ୍ଥିତି ଯାହା ହେଉ ନା କାହିଁକି ସବୁବେଳେ ଖୁସି ମନରେ ରହିଥାନ୍ତି ।

କଇଁ ଫୁଲ

ଆପଣ ଯଦି କଇଁ ଫୁଲ ବାଛିଛନ୍ତି ତେବେ ଆପଣ ଏପରି ବ୍ୟକ୍ତି ଯିଏ ସବୁବେଳେ ଭଲ କଥା ଭାବନ୍ତି । ଆପଣ ସବୁବେଳେ ସାଙ୍ଗ, ସମ୍ପର୍କୀୟ କିମ୍ବା ସହକର୍ମୀଙ୍କୁ ସହଯୋଗ କରନ୍ତି । ଆପଣ ବହୁତ ସଂସ୍କାରବାଦୀ ଓ ରୁଢିବାଦୀ ଅଟନ୍ତି । ଆପଣ ସବୁବେଳେ ସାଙ୍ଗ ଭଳି ବ୍ୟବହାର ରଖିବାକୁ ଇଚ୍ଛା କରିଥାନ୍ତି । ଆପଣ କୌଣସି ସମ୍ପର୍କକୁ ତୁଲାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି । ଆପଣ କଳା ପ୍ରେମୀ ମଧ୍ୟ ଅଟନ୍ତି । ଆପଣ ଅନ୍ୟମାନଙ୍କୁ ବହୁତ ଭଲ ପାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।