Health tips; – ପରିସ୍ରା କରିବା ସମୟରେ ଏହି ଭୁଲ କରନ୍ତୁ ନାହିଁ, ନଚେତ ପୁରା ଜୀବନ ପସ୍ତେଇବାକୁ ପଡିବ…

ବନ୍ଧୁଗଣ ଭୁଲରେ ବି ପରିସ୍ରା କରିବା ସମୟରେ ଏହି ଭୁଲ କରନ୍ତୁ ନାହିଁ ! ନୀତିଦିନିଆ ଜୀବନର ପରିସ୍ରା କରିବା ଗୋଟେ ପାର୍ଟ ହୋଇଥାଏ । ତେଣୁ ପରିସ୍ରା କରିବା ସମୟରେ ଏହି ସବୁ ଭୁଲ କରିବା ଉଚିତ ନୁହେଁ । ନଚେତ ଏହି ସବୁ ଭୁଲ ଦ୍ଵାରା ବ୍ୟକ୍ତିକୁ ଏହାର କୁପରିଣାମ ଭୋଗିବାକୁ ପଡିଥାଏ । ବନ୍ଧୁଗଣ ଅନେକ ବ୍ୟକ୍ତିଙ୍କର ପରିସ୍ରା ରୋକିବା ଏକ ଅଭ୍ଯାସ ହୋଇଯାଇଥାଏ ।

ସେମାନଙ୍କୁ ପରିସ୍ରା ଲାଗୁଥିଲେ ବି ସେମାନେ ପରିସ୍ରାକୁ ବିଳମ୍ବରେ ଯାଇ କରନ୍ତି । ହେଲେ ଅଧିକ ସମୟ ପର୍ଯ୍ୟନ୍ତ ଶରୀର ମଧ୍ୟରେ ପରିସ୍ରାକୁ ନକରି ରଖିବାର ଖରାପ ପରିଣାମ ଆମ ଶରୀରକୁ ହିଁ ଭୋଗିବାକୁ ପଡିଥାଏ । ତେଣୁ ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ କରି ରଖିଦେଉଥିଲେ କଣ ସବୁ ପରିଣାମ ଭୋଗିବାକୁ ପଡିଥାଏ ଏଠାରେ ଜାଣନ୍ତୁ ।

1- ବହୁତ ଲୋକ କିଛି କାମ ବ୍ୟସ୍ତତା କାରଣରୁ ବା ଅଳସୁଆ କାରଣରୁ ପରିସ୍ରାକୁ ବହୁ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ କରି ରଖିଥାନ୍ତି । ବହୁତ ଜୋରସେ ପରିସ୍ରା ଲାଗିଲେ ସେ ଆସି ପରିସ୍ରା କରନ୍ତି । ହେଲେ ବାରମ୍ବାର ଏହି ଭୁଲ କରୁଥିବା ବ୍ୟକ୍ତିଙ୍କ ବ୍ଲାଡର ଉପରେ ଏହାର ବହୁତ ଖରାପ ପ୍ରଭାବ ପଡେ ।

ତେବେ ଏହି ଭୁଲ ଲଗାତର ଭାବେ କରିଲେ କିଡନୀ ମଧ୍ୟ ଖରାପ ହୋଇଯିବାର ସମ୍ଭାବନା ରହିଥାଏ । ଅଧିକ ଟାଇଟ କପଡା ପିନ୍ଧିକି ପରିସ୍ରାକୁ ଅଧିକ ସମୟ ଚାପି କରି ମଧ୍ୟ ରଖନ୍ତୁ ନାହିଁ । ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଚାପି କରି ରଖନ୍ତୁ ନାହିଁ ।

2- ଯେଉଁ ବ୍ୟକ୍ତି ଦିନମାନ କମ ପାଣି ପିଇଥାଏ । ତାକୁ ଦିନ ସାରା କମ ପରିସ୍ରା ହିଁ ଲାଗିଥାଏ । ହେଲେ କମ ପାଣି ପିଇବା ଦ୍ଵାରା କମ ପରିସ୍ରା ହେଉଥିବା କାରଣରୁ ଶରୀରରେ ରହିଥିବା ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ପାରିନଥାଏ । ଯାହା ଜମି ଜମି ଶରୀରରେ ରୋଗ, ବେମାରୀ ସୃଷ୍ଟି କରାଇଥାଏ । କମ ପାଣି ପିଉଥିବା ଲୋକଙ୍କର ପରିସ୍ରା ରଙ୍ଗ ମଧ୍ୟ ହଳଦିଆ ରଙ୍ଗର ଦେଖାଯାଇଥାଏ ।

ଯାହାକି ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ । ତେଣୁ ଶରୀର ଆବଶ୍ୟକତା ଅନୁଯାଇ ପ୍ରଚୁର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ପରିସ୍ରା କରିବା ସମୟରେ ଏହି ଭୁଲ ସବୁ କରନ୍ତୁ ନାହିଁ । ନଚେତ ଏହାର ଭୁଲ ପରିଣାମ ଆପଣଙ୍କ ଶରୀରକୁ ହିଁ ଭୋଗିବାକୁ ପଡିବ । ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ