ରାତିରେ ୩ଟା ରୁ ୫ଟା ଭିତରେ ନିଦ ଭାଙ୍ଗିଲେ, କଣ ଅର୍ଥ ହୋଇଥାଏ ? କେଉଁ ସଂକେତ ମିଳିଥାଏ ?

ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିଙ୍କର ରାତିରେ ଅଧ ରୁ ନିଦ ଭାଙ୍ଗି ଯାଉଛି ତେବେ ଶୋଇବା ପରେ ସମୟ ଲାଗିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ସହ ଏମିତି ଦିନେ କି ଦୁଇ ଦିନ ନ ହୋଇ ସବୁଦିନ ବାରମ୍ବାର ହେଉଥାଏ । କିମ୍ବା ରାତିରେ 1ଟା ସମୟରେ ପ୍ରତେକ ଦିନ ନିଦ ଭାଙ୍ଗି ଯାଉଛି । ତେବେ ଶାସ୍ତ୍ର ଅନୁଯାୟୀ ଏମିତି ସବୁ ହେବା ପଛରେ କିଛି ଖାସ କାରଣ ରହିଥାଏ । କିମ୍ବା କିଛି ଶକ୍ତିର ପ୍ରଭବରୁ ଏପରି ହୋଇଥାଏ । ଆଜି ଆମେ ଜାଣିବା କେଉଁ ସମୟରେ ନିଦ ଭାଙ୍ଗିବାର କଣ ଅର୍ଥ ହୋଇଥାଏ । କିଛି ଲୋକଙ୍କର ପ୍ରତିଦିନ ରାତି ସମୟରେ ଅନିଦ୍ରା ରହିବାର ଅଭ୍ଯାସ ରହିଥାଏ ।

1- ଯେଉଁ ଲୋକଙ୍କର ରାତି 11ଟା ରୁ 1ଟା ସମୟରେ ନିଦ ଭାଙ୍ଗିଯାଏ ତେବେ ଏହାର ଅର୍ଥ ଆପଣଙ୍କର ଭାବନାତ୍ମକ ରୂପରେ ନିରାଶ ଆଡକୁ ଇସାରା କରୁଛି । ପବିତ୍ର ମନ୍ତ୍ର ର ଜପ, କ୍ଷମା ମାଗିବାର ଅଭ୍ଯାସ ଓ ନିଜକୁ ସ୍ଵୀକାର କରିବାକୁ ହେବ ।

2- ରାତି 1ଟା ରୁ 3ଟା ସମୟରେ ଯଦି ଅଚାନକ ନିଦ ଭାଙ୍ଗିଯାଏ ତେବେ ହାର ଅର୍ଥ ବ୍ୟକ୍ତି ବହୁତ ରାଗି ହୋଇଥିବେ । ଏଥିରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣି ପିଇବା ସହ ଧ୍ୟାନ କରିବା ଦରକାର ।

3- ପ୍ରତେକ ଦିନ ରାତି 3ଟା ରୁ 5ଟା ମଧ୍ୟରେ ନିଦ ଭାଙ୍ଗିଗଲେ ଏହା ଶକ୍ତି ସହ ଓଡ଼ିଆଇ ହୋଇ ରହିଥାଏ । ଯାହା ବ୍ଯକ୍ତିର ଭାବନା କୁ ବୁଝାଇ ଥାଏ । ଏହି ସମୟରେ ନିଦ ଭାଙ୍ଗିଗଲେ ଭଗବାନଙ୍କ ନାମ ନେବା ଉଚିତ । ଏହାର ଅନ୍ୟ ଏକ ଅର୍ଥ ହେଉଛି ବ୍ୟକ୍ତିଙ୍କ ସହ କିଛି ଠିକ ହେଉ ନାହିଁ । ବ୍ୟକ୍ତି ଙ୍କ ଭିତରେ ଥିବା ଆନ୍ତରିକ ଶକ୍ତି କୁ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ।

4- ରାତି 5ଟା ରୁ 7ଟା ସମୟରେ ଅନିଦ୍ରା ରହିଲେ ଏହାର ଅର୍ଥ ବ୍ୟକ୍ତି ଇମୋସନାଲି ବହୁତ ଦୁର୍ବଳ ହୋଇଥାନ୍ତି । ଓ ଦୁଃଖୀ ହୋଇଥାନ୍ତି । ଏଥିପାଇଁ ପ୍ରତିଦିନ ବ୍ୟାୟାମ ବା ଯୋଗ କରିବା ଉଚିତ । ନିଜର ସ୍ଵପ୍ନ କୁ ପୂରଣ କରିବା ପାଇଁ ଉଠିବା ଉଚିତ । ନିଦ ଭାଙ୍ଗିବା ପରେ ଧ୍ୟାନ କରିବା ଉଚିତ ଓ ଶୋଇବା ସମୟରେ କଣ ସ୍ଵପ୍ନ ଦେଖିଛନ୍ତି ତାହା ଜଣା ପଡିଥାଏ ।

ହୋଇପାରେ ସେହି ସ୍ଵପ୍ନ କିଛି ସଂକେତ ଦେଇପାରେ । ତେବେ ରାତି ରେ ଏହି ସମୟରେ ନିଦ ଭାଙ୍ଗିଲେ ଏହି ସବୁ ସଂକେତ ମିଳିଥାଏ । ଏଣୁ ଏହି ସମୟରେ ନିଦ ଭାଙ୍ଗିଲେ ଧ୍ୟାନ କରିବା ସହ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।