ଦର୍ଶକ ବନ୍ଧୁ ଆଜି ଯେବେ ପୁରୀ ଶ୍ରୀକ୍ଷେତ୍ରରେ ନୂଆ ଇତିହାସ ରଚିବାକୁ ଯାଉଛି ସେତେବେଳେ ପୁରୀ ରେ ବର୍ଷା ଆରମ୍ଭ ହୋଇଛି । ଆଜି ଯେବେ ସାରା ଓଡିଶା କହୁଛି ଜୟ ଜଗନ୍ନାଥ ଓ ସାରା ବିଶ୍ଵ ଶୁଣୁଛି । ସେତେବେଳେ ପୁରୀ ରେ ବର୍ଷା ହେଉଛି । ଯେବେ ପରିକ୍ରମା ପ୍ରକଳ୍ପ ଭକ୍ତ ର ମନ ଜିନୁଛି ସେତେବେଳେ ପୁରୀ ରେ ବର୍ଷା ହେଉଛି । ଯେବେ ପରିକ୍ରମା ପ୍ରକଳ୍ପ ଚାଲିଛି ନିଜ ଆଖି ରେ ନୀଳଚକ୍ର କୁ ଦେଖିବା ପାଇଁ ଭକ୍ତ କାନ୍ଦୁ ଛନ୍ତି ।
ସେତେବେଳେ ଆରମ୍ଭ ହୋଇ ଯାଇଛି ବର୍ଷା । ଆଜି ଜୟ ଜଗନ୍ନାଥ ନାରା ରେ ଯେବେ ପ୍ରକମ୍ପିତ ହେଉଛି ଶ୍ରୀ କ୍ଷେତ୍ର ସେତେବେଳେ ବର୍ଷା ହେଉଛି । ଆଉ ଆଜି ଯେବେ ସବୁଥି ଉଶ୍ଚବ ମୁଖର ସେତେବେଳେ ବର୍ଷା ହେଉଛି । ଯେଉଁଠି ଦେଖିଲେ ଖାଲି ଚକା ଆଖି ହିଁ ଦିଶୁଚି । ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ ହୋଇ ଉଠିଛି । ବଡ ଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ର କୁଳ ସବୁଠି ସୁନ୍ଦର ଭାବେ ସାଜସଜା ହୋଇଛି ।
ତେବେ ଏହି ବର୍ଷା କାହିଁକି ହେଉଛି ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହେଲାଣି । କେହି କେହି କହୁଛନ୍ତି ପାଣିପାଗ ପରିବର୍ତ୍ତନ କାରଣରୁ ବର୍ଷା ହେଉଛି ତ ଆଉ କିଏ କହୁଛି ଆଜି ଆକାଶ ବି ଖୁସି ରେ କାନ୍ଦୁଛି । ଯେବେ ପରିକ୍ରମା ପ୍ରାକ୍ଫଳ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସେତେବେଳେ ମନ୍ତ୍ର ବେଦ ପାଠ ସହ ଜୟ ଜଗନ୍ନାଥ ଧ୍ୱନି ରେ ଉଶ୍ଚବ ମୁଖର ହୋଇ ଉଠିଛି ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର, ଜଗନ୍ନାଥ ଧାମ, ବଡଦାଣ୍ଡ ଶ୍ରୀ କ୍ଷେତ୍ର ।
ଆଜି ସକାଳୁ ସକାଳୁ ଯେବେ ସାରା ଓଡିଶା କହୁଛି ଜୟ ଜଗନ୍ନାଥ ସେତେବେଳେ ଆକାଶ ରେ ଝଋ ଯାଇଛି ବର୍ଷା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ସମୟରେ ବଡଦାଣ୍ଡ ଭିଜି ଯାଇଛି ଝିପଝିପ ବର୍ଷାରେ ସେତେବେଳେ ଶ୍ରଦ୍ଧାଳୁ ଙ୍କ ଭିଡ ମଧ୍ୟ ଜୋର ଧରିଛି । ଲଗ୍ନ ଧାର୍ଯ୍ୟ ହୋଇଛି ପୂର୍ବରୁ । ଶୁଭ ସମୟରେ ଶୁଭାରମ୍ଭ ସ୍ଥାପନ ହେବ ।
ଯୁଗ ଯୁଗ ପାଇଁ ଇତିହାସ ମନେ ରଖିବ ଏହି ସମୟକୁ । ଠିକ ସେତିକି ବୀ ଆକାଶରୁ ବର୍ଷା ହେଉଛି । ଆଉ ଏଭଳି ଦ୍ରୁଶ୍ଯ କୁ ଦେଖି ସମସ୍ତେ କହୁଛନ୍ତି ଏ ସବୁ କାଳିଆର ଲୀଳା । ଜୟା ଜଗନ୍ନାଥ କହି ଭକ୍ତ ମାନେ ହାତ ଟେକି ଦେଉଛନ୍ତି । ଆଉ ଏହି ଦ୍ରୁଶ୍ଯ ମନୋଲୋଭା ଲାଗୁଛି । ତେବେ ଶ୍ରଦ୍ଧାଳୁ ଙ୍କ ଗହଳିରେ ଯେବେ ବର୍ଷା ହେଉଛି ସେତେବେଳେ ଜୟ ଜଗନ୍ନାଥ ର ନାରା ମଧ୍ୟ ଆରମ୍ଭ ହୋଇଛି ପୁରୀ ଶ୍ରୀ କ୍ଷେତ୍ର ରେ । ଆଜି ଭଳି ଶୁଭ ଦିନରେ ଏଭଳି ଦ୍ରୁଶ୍ଯ ଦେଖି ଭକ୍ତ ମଧ୍ୟ କାନ୍ଦି ଉଠିଛି ଆଉ କହୁଛି ଏ ସବୁ ଚକା ଆଖି ର ଲୀଳା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।