ଯଦି ବୋର୍ଡ ଏକ୍ଜାମ ରେ କିଛି ମନେ ପଡୁ ନାହିଁ ତ କରି ଦିଅନ୍ତୁ ଏହି କାମ, ପଢନ୍ତୁ ଏହି ବେଷ୍ଟ ଏକ୍ଜାମ ଟ୍ରିକ

ବୋର୍ଡ ପରୀକ୍ଷା ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବହୁତ ଛାତ୍ରମାନେ ବୋର୍ଡ ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ଚେଷ୍ଟା କରିଥାଆନ୍ତି । ତା ଭିତରୁ ଏମିତି ବି ଛାତ୍ର ବି ଆଛନ୍ତି କେବଳ ପାସ ହେବା ପାଇଁ ଚେଷ୍ଟା କରିଥାଆନ୍ତି । ବୋର୍ଡ ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ଛାତ୍ରମାନେ ବହୁତ ପରିଶ୍ରମ କରୁଛନ୍ତି । ଆପଣ ପରୀକ୍ଷା ପାଇଁ ଯାହା ବି ପ୍ରସ୍ତୁତି କରିଛନ୍ତି ତା ପ୍ରଭାବ କିଛି ବି ଦେଖାଯାଇପାରେ ।

କିନ୍ତୁ ଗୋଟେ ପ୍ରଶ୍ନ ଏମିତି ଅଛି ଯାହାକି ସମସ୍ତ ଛାତ୍ରମାନେ ପଚାରିଥାଆନ୍ତି । ଆମକୁ ଯଦି ବୋର୍ଡ ପରୀକ୍ଷାରେ କିଛି ବି ନ ଆସିଲେ ଆମେ କେଏନ କରିବୁ । ମାନନ୍ତୁ କୌଣସି ଗୋଟେ ଛାତ୍ର ପରୀକ୍ଷା ଦବାକୁ ଗଲେ । କିନ୍ତୁ ତାକୁ ପରୀକ୍ଷା ପ୍ରଶ୍ନ ଦେଖିଆ କିଛି ବି ଆସ ନାହିଁ । ପରୀକ୍ଷା ପ୍ରଶ୍ନ ଦେଖି ତାର ହୋସ ଉଡିଯାଇଛି ।

ବନ୍ଧୁଗଣ ପରୀକ୍ଷା ଶେଷ ନ ହେଲେ ଘରକୁ ସିଏ ଯାଇପାରିବ ନାହିଁ । ତା ହେଲେ ସିଏ କଣ କରିବ । ଏଭଳି ପରିସ୍ଥିତି ଯଦି ଆସିବ । ତେବେ ସେ କଣ କରିବ । ସେତେବେଳେ ଆପଣଙ୍କର ବୁଦ୍ଧି ହିଁ କାମରେ ଆସିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି କୌଶଳ କହିବୁ ଯେ ପରୀକ୍ଷା ପ୍ରଶ୍ନକୁ ଦେଖିଲା ପରେ ନ ଡରିକି ବରଂ ସାହାସର ସହିତ ଉତ୍ତର କରିକି ଆସିବେ ।

ଉତ୍ତର ଗଠନ ଶୈଳୀ

ବନ୍ଧୁଗଣ ଯଦି ଆପଣଙ୍କୁ ପରୀକ୍ଷାରେ ଯଦି କିଛି ବି ଆସୁ ନାହିଁ । ଏମିତି କଣ ଲେଖିବ ଯାହାକି ପରୀକ୍ଷାରେ ଆପଣ ପାସ ହୋଇପାରିବେ । ଆପଣଙ୍କୁ ଏକ ପ୍ରଶ୍ନ ଦିଆଯାଇଛି ସେଥିରେ ଏପରି ଏକ ସୂତ୍ର ବାଛନ୍ତୁ ଯାହାକି ମୁଣ୍ଡରେ କିଛି ବି ଉତ୍ତର ରହିଥାଇପାରେ ।   ସେହି ସୁତ୍ର ଅନୁସାରେ ଉତ୍ତର ଲେଖି ଦିଅନ୍ତୁ । କହିବାର ଅଛି କି ଆପଣଙ୍କୁ ଉତ୍ତର ସହିତ ଯାହା ବି ତଥ୍ୟ ମାନେ ଅଛି ଟିକେ ହେଲେ ବି ଲେଖିଦିଅ ।

ଯଦି ଆପଣ ଟିକେ ହେଲେ ବି ପଢିଛନ୍ତି ତାହେଲେ ପ୍ରଶ୍ନ ପଢିବା ଦ୍ଵାରା ଟିକେ ହେଲେ ବି ଉତ୍ତର ଆସିଯିବ । ତାହାକୁ ଆପଣ ଲେଖିବାର ଅଛି । ଗୋଟେ ଛୋଟୋ ଉଦାହରଣ ଦେଉଛି ପାଇଥୋଗୋରାସ ଥୋରେମ ପ୍ରମାଣ କରିବାର ଅଛି । ଯଦି ସେହି ଥୋରେମ ସୂତ୍ର ମନେ ଅଛି କେବଳ ତାକୁ ହିଁ ଲେଖିବାର ଅଛି । ଏହାଦ୍ବାରା ଆପଣଙ୍କୁ ପରୀକ୍ଷାରେ ନମ୍ବର ମିଳିଯିବ । ଏହାଛଡା ଆପଣଙ୍କର ଆତ୍ମବିଶ୍ଵାସ ଥିବା ଅବସ୍ୟକ ।

ଆପଣଙ୍କୁ ଏହାପରେ ଯଦି କିଛି ବି ଆଶୁନାହିଂ ତେବେ ଆପଣ ନିଜ ମତକୁ ଭଲ ଭାବରେ ଖାତାରେ ପ୍ରକାଶ କରନ୍ତୁ ଅର୍ଥାତ ଲେଖନ୍ତୁ ଏହା ଆପଣଙ୍କୁ ପରୀକ୍ଷାରେ ନମ୍ବର ମିଳିବାରେ ସାହାଜ୍ୟ କରିବ । ଆପଣଙ୍କୁ ନ୍କେବଳ ଆପଙ୍କ ଉତ୍ତରକୁ ବହୁତ ଭଲ ଭାବରେ ଆରମ୍ଭ କରନ୍ତୁ କାହିଙ୍କିନା ପରିକ୍ଷକଙ୍କ ପାଖରେ ବହୁତ ସାରା ଖାତା ଦେଖିବାର ଥାଏ ଓ ସମୟ କମ ଥାଏ । ସେଥିପାଇଁ ଯଦି ଆପଣ ଆରମ୍ଭରୁ ଭଲ ଲେଖୁଛନ୍ତି ଓ ଶେଷରେ ବେକାର ଲେଖିଲେବି ଆପଣଙ୍କୁ ନମ୍ବର ମିଳିଯିବ ।

ପରୀକ୍ଷାରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ କି ଆପଣାକୁ ପରୀକ୍ଷାର ଉତ୍ତର ଆସୁ ନାହିଁ ତେବେ ଏଠାରେ ଆପଣଙ୍କ କେବଳ ଆତ୍ମବିଶ୍ଵାସ ହିଁ କାମ ଦେବ ଓ ଉତ୍ତରର କେବଳ ସାରଣୀକୁବୀ ଲେଖି ଆପଣ ନମ୍ବର ପାଇପାରିବେ ଓ ପରୀକ୍ଷାରେ କୃତକାର୍ଜୀ ହୋଇପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।