Interesting GK Question: ମୃତ୍ୟୁ ପରେ ବି ଠିଆ ହୋଇପାରେ, ସେ କିଏ ? ଏମିତି ଆହୁରି 20 GK Quiz

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ ମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- କେଉଁ ଦେଶରେ ମହିଳା ମାନେ ବିନା ବୁର୍ଖାରେ ବାହାରକୁ ଯାଇ ପାରନ୍ତି ନାହିଁ ? ଉ: ସାଉଦି ଆରବ

୨- କେଉଁ ଦେଶରେ ସବୁଠୁ ଅଧିକ କଙ୍ଗାରୁ ଦେଖିବାକୁ ମିଳେ ? ଉ: ଅଷ୍ଟ୍ରେଲିଆ

୩- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ? ଉ: ୯ ମେ ୨୦୧୫

୪- ଆମେରିକାର ରାଷ୍ଟ୍ରୀୟ ଖେଳ କଣ ?

ଉ: ବେସ୍ ବଲ୍

୫- କେବଳ ଗୋଟିଏ ଦିନ ପାଇଁ କେଉଁ ରାଜ୍ୟ ଭାରତର ରାଜଧାନୀ ହୋଇଥିଲା ?

ଉ: ଇଲ୍ଲାହାବାଦ

୬- ଦୁନିଆରେ ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ ?

ଉ: ଆମେରିକାର ରାଷ୍ଟ୍ରପତି

୭- ଇନ୍ଦ୍ରଧନୁରେ କେଉଁ ରଙ୍ଗଟି ମଝିରେ ରହିଥାଏ ?

ଉ: ସବୁଜ ରଙ୍ଗ

୮- ଅମର ଶହୀଦ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମସ୍ଥାନ କେଉଁଠାରେ ?

ଉ: ମଧ୍ୟପ୍ରଦେଶର ଭାବ୍ରା ଗାଁ ରେ

୯- ଏଭଳି କେଉଁ ସ୍ଥାନ ଅଛି ଯେଉଁଠାରେ ୧୦୦ ଜଣ ବ୍ୟକ୍ତି ଯାଆନ୍ତି କିନ୍ତୁ ୧୦୨ ଦୁଇଜଣ ବ୍ୟକ୍ତି ଫେରନ୍ତି ?

ଉ:ବିବାହ

୧୦- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦେ ?

ଉ: ମେଣ୍ଡୁକ ଗଛ

୧୧- କାହାକୁ ଦାନ କଲେ ନିଜର ବୃଦ୍ଧି ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉ: ଜ୍ଞାନ ଓ ବିଦ୍ୟା

୧୨- ଖାଇଲେ କିଏ ମରେ ?

ଉ: ଖାଇଲେ ଭୋକ ମରେ

୧୩- ପବନ ଖାଇଲେ କିଏ ମରି ଯାଇଥାଏ ?

ଉ: ଝାଳ

୧୪- କାହାକୁ ଟାଣିଲେ ଛୋଟ ହୋଇଯାଏ ?

ଉ: ସିଗାରେଟ

୧୫- ମୁଁ ସବୁଠାରେ ମାତ୍ର କେହି ଧରି ପାରନ୍ତି ନାହିଁ ?

ଉ: ପବନ

୧୬- ଲୋକସଭାର କେଉଁ ରାଜ୍ୟରେ ସବୁଠାରୁ କମ୍ ସଂଖ୍ୟକ ଆସନ ରହିଛି ?

ଉ: ମେଘାଳୟ

୧୭- ଓଡିଶାର କେଉଁ ସହରକୁ ବଡ କୁହାଯାଏ ?

ଉ: କଟକ

୧୮- ଓଡିଶାର ଶ୍ରୀକ୍ଷେତ୍ର କାହାକୁ କୁହାଯାଏ ?

ଉ: ପୁରୀ

୧୯- କେଉଁ ଜୀବ ଠାରୁ ଆମେ ଧାଡି କରି ଚାଲିବା ଶିଖିଥାଉ ?

ଉ: ପିମ୍ପୁଡି

୨୦- ମୃତ୍ୟୁ ପରେ ବି ଠିଆ ହୋଇପାରେ, ସେ କିଏ ? ?

ଉ: ଗଛ, ଯିଏ କି ମୃତ୍ୟୁ ପରେ ବି ଠିଆ ହୋଇ ରହିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।