ପାଣି ସୁଅରେ ଜୀବନ ଓ ମୃତୁ ମଧ୍ୟରେ ସଂଗ୍ରାମ କରୁଥିଲେ 2 ବ୍ୟକ୍ତି ଓ ହଠାତ ହେଲା କିଛି ଏମିତି…ଦେଖନ୍ତୁ ଭାଇରାଲ Video

“ଜଳ ବିହୁନେ ସୃଷ୍ଟି ନା-ଶ, ଜଳ ବହୁଳେ ସୃଷ୍ଟି ନା-ଶ” ଏହି ଉକ୍ତି ଟି ତ ଆପଣ ନିଶ୍ଚୟ ଶୁଣିଥିବେ । ଏହାର ଅର୍ଥ ପାଣି ନ ଥିଲେ ଆମକୁ ଯେତିକି ସମସ୍ଯାର ସମୁଖୀନ ହେବାକୁ ପଡେ, ପାଣି ଅତ୍ୟଧିକ ହୋଇଗଲେ ମଧ୍ୟ ସେତିକି ଅସୁବିଧାର ସମୁଖୀନ ହେବାକୁ ପଡେ । ଆଜି ଆମେ ଆପଣଙ୍କୁ ଏପରି ଏକ ଦୃଶ୍ୟ ଦେଖାଇବୁ ଯାହା ଦେଖିବା ପରେ ଆପଣ ବହି ଯାଉଥିବା ନଦୀ କିମ୍ବା କେନାଲ ପାଖକୁ ଆଉ କେବେ ମଧ୍ୟ ଯିବାକୁ ଭୟ କରିବେ । ଘଟଣାଟି ଜବଲପୁର ବରେଗୀରୁ ବାହାରିଥିବା ଦାଇ ତଟ କେନାଲରେ ଦେଖିବାକୁ ମିଳିଥିଲା ।

ଦେବଦୂତ ସାଜି ଆସି ଗ୍ରାମବାସୀ କିପରି କେନାଲରେ ବହି ଯାଉଥିବା ଦୁଇ କର୍ମଚାରୀଙ୍କୁ ବଞ୍ଚାଇଲେ । ଘ-ଟ-ଣା-ର ଭି-ଡି-ଓ-ଟି ଏବେ ଖୁବ ଭା-ଇ-ରା-ଲ ହେଉଛି । ସବଇଞ୍ଜିନିୟର ଓ ସୁପରଭାଇଜର କେନାଳର ନିରୀକ୍ଷଣ ପାଇଁ ଆସିଥିଲେ । କିନ୍ତୁ ଦୁ-ର୍ଭା-ଗ୍ୟ-ବଶତଃ ସେମାନଙ୍କ ବାଇକ ଖସି ଯାଇଥିଲା ଓ ସେମାନେ କେନାଲରେ ପଡି ଯାଇଥିଲେ । ବର୍ଷା ଋତୁ ହୋଇଥିବାରୁ କେନାଲରେ ମଧ୍ୟ ଖୁବ ପାଣି ଥିଲା ଓ ସୁଅ ବୋହି ଯାଉଥିଲା ।

କେନାଲର ତେଜ ସୁଅରେ ସେମାନେ ମଧ୍ୟ ବହିବାକୁ ଲାଗିଲେ । ପନାଗର ବିଭାଗ ପଦସ୍ଥ ସବ ଇଞ୍ଜିନିୟର ଏସ.କେ.ବର୍ମା ଓ ସୁପରଭାଇଜରଙ୍କ ସହ ଘ-ଟି-ଥି-ଲା ଏହିଭଳି ଏକ ଅଭାବନୀୟ ଘ-ଟ-ଣା । ତେଜ ସୁଅରେ ଭାସି ଯାଉଥିବା ଏହି ଦୁଇ କର୍ମଚାରୀଙ୍କୁ ଦେଖି ନେଇଥିଲେ କିଛି ଗ୍ରାମବାସୀ ଓ ସାଙ୍ଗେ ସାଙ୍ଗେ ଉ-ଦ୍ଧା-ର କାର୍ଯ୍ୟରେ ଲାଗି ଯାଇଥିଲେ । ସେମାନଙ୍କୁ ଭାସି ଯାଉଥିବା ଦେଖି କେନାଲକୁ ଡେ-ଇଁ ସେମାନଙ୍କ ପ୍ରାଣ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ ।

କେନାଲରେ ଭାସି ଯାଉଥିବା ବେଳେ ଜୀବନ ବିକଳରେ ଖୁବ ପାଟି କରୁଥିଲେ ଏହି ଦୁଇ କର୍ମଚାରୀ । ସେତେବେଳର ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ ଭ-ୟ ଲାଗିବ । ଯଦି ଠିକ ସମୟରେ ଗ୍ରାମବାସୀ ଆସି ନଥାନ୍ତେ ତେବେ ଭଗବାନ ଜାଣନ୍ତି କଣ ଘଟିଥାନ୍ତା ! ମୃ-ତ୍ୟୁକୁ ଅତି ନିକଟରୁ ଦେଖି ଫେରି ଆସିଥିବା ଏହି ଦୁଇ ବ୍ୟକ୍ତିଙ୍କ ପାଇଁ ସତେ ଯେମିତି ଦେବଦୂତ ସାଜି ଆସିଥିଲେ ଗ୍ରାମବାସୀ ।

ସେମାନେ ନିଶ୍ଚୟ ପ୍ରାଣ ବଞ୍ଚାଇଥିବା ଗ୍ରାମବାସୀଙ୍କୁ ଶତ ଶତ ଧନ୍ୟବାଦ ଦେଉଥିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।