ଦେଖନ୍ତୁ ଭାଇରାଲ Video: ହସି ହସି ଯାଉଥିଲେ ରାସ୍ତାରେ 2 ଯୁବକ, ହଠାତ ଟଳମଳ ହୋଇ ଭୁସୁଡି ପଡିଲା କାନ୍ଥ, ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ

ବାଟରେ ହସି ଗପି କାନ୍ଧରେ ହାତ ପକାପକି ହୋଇ ଆଗକୁ ମାଡି ଚାଲିଥିଲେ ତିନି ଯୁବକ । କିନ୍ତୁ ସାମନାରେ ଥିବା ଏତେ ବଡ ବିପଦର ଆଭାସ କାହାକୁ ମଧ୍ୟ ନଥିଲା । ରାଜସ୍ଥାନର ଦୌସା ସହରରେ ଏପରି ଏକ ହୃଦୟ ଥରେଇବା ଭଳି ଲାଇଭ ଦୁ-ର୍ଘ-ଟ-ଣା ସାମନାକୁ ଆସିଛି । ଯାହା ଦେଖିଲେ ଆପଣ ମଧ୍ୟ ରାସ୍ତାରେ ଚାଲି ଯିବାକୁ ଭୟ କରିବେ । ଭି-ଡି-ଓଟି ସୋମବାର ସନ୍ଧ୍ୟା ପ୍ରାୟ ସାଢେ ସାତ ଟା ସମୟର । ସେଠାରେ ବଜରଙ୍ଗ ମଇଦାନ ନିକଟସ୍ଥ ଏକ କାନ୍ଥ ଟ-ଳ-ମଳ ହୋଇ ହଠାତ ଭା-ଙ୍ଗି ପ-ଡି-ଥିଲା ।

ସେହି ଦୁ-ର୍ଘ-ଟ-ଣା ଘ-ଟି-ବା ସମୟରେ ବଜରଙ୍ଗ ମଇଦାନର ସାମନାରେ ଥିବା ରାସ୍ତାରେ ତିନି ଜଣ ଯୁବକ ଚାଲି ଚାଲି ଯାଉଥିଲେ । ସେଠାରେ ଗୋଟିଏ ଗାଡି ମଧ୍ୟ ରହିଥିଲା । ଏହି ଦୁ-ର୍ଘ-ଟ-ଣା-ରେ କାନ୍ଥଟି ତଳେ ପଡିବା ମାତ୍ରେ ତିନି ଜଣ ଯାକ ଯୁବକ ସେଠାରୁ ଜୀବନ ବିକଳରେ ଦୌଡି ପଳେଇ ନିଜ ପ୍ରାଣ ବଞ୍ଚାଇ ଥିଲେ । ସୌଭାଗ୍ୟର କଥା ହେଉଛି ତିନି ଜଣ ଯାକଙ୍କ ଉପରେ କାନ୍ଥ ପ-ଡି-ବାରୁ ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଓ ଦୌଡି ପଳାଇବାରେ ସଫଳ ହୋଇଥିଲେ ।

ରାସ୍ତାର ଯେଉଁ ପାର୍ଶ୍ଵରେ ସେମାନେ ଯାଉଥିଲେ କାନ୍ଥଟି ତାର ଅପର ପାର୍ଶ୍ଵରେ ପ-ଡି-ଥିଲା । ଯାହା ଫଳରେ ଏମାନେ ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇ ପାରିଥିଲେ । ନଚେତ ଭି-ଡି-ଓ ଦେଖି ଜାଣି ପାରୁଥିବେ ଯଦି ସେମାନଙ୍କ ଉପରେ କାନ୍ଥ ପଡିଥାନ୍ତା ତେବେ କି ପ୍ରକାର ଅ-ଘ-ଟ-ଣ ଘଟିଥାନ୍ତା । ଦୁ-ର୍ଘ-ଟ-ଣା ସମୟରେ ସେଠାରେ ଠିଆ ହୋଇଥିବା ଏକ ଗାଡି ଉପରେ କାନ୍ଥ ପଡିଥିଲା ।

ଯାହା ଫଳରେ ଗାଡିଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସେହି ସମୟରେ ଗାଡି ଭିତରେ କେହି ଲୋକ ନଥିବା ସୂଚନା ମିଳିଛି । ଏହି ଲା-ଇ-ଭ ଦୁ-ର୍ଘ-ଟ-ଣା-ର ଭି-ଡି-ଓ ଏବେ ସାମନାକୁ ଆସିଛି, ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ସଂପୂର୍ଣ୍ଣ ଘ-ଟ-ଣା-ଟି ଘ-ଟ-ଣା-ସ୍ଥଳ ନିକଟରେ ଥିବା ଏକ କୋଠାଘରେ ଲାଗିଥିବା ସିସିଟିଭି କ୍ୟାମରାରେ କଏଦ ହୋଇ ଯାଇଥିଲା ।

ଆପଣ ମଧ୍ୟ ରାସ୍ତାରେ ଯିବା ସମୟରେ ଏମିତି ଛୋଟ ବଡ ବିଷୟ ପ୍ରତି ସଜାଗ ରୁହନ୍ତୁ ଓ ପୁରୁଣା ଭଙ୍ଗା କାନ୍ଥ ପାଚେରି ଦେଇ ବିଲକୁଲ ଯାଆନ୍ତୁ ନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।