Vastu Shastra- ଏହି 5 ଟି ସଙ୍କେତ କହିଥାଏ କି ମା’ ଲକ୍ଷ୍ମୀ ରାଗିଛନ୍ତି ଆପଣଙ୍କ ଉପରେ, ଆସିଥାଏ ଆର୍ଥିକ ସଙ୍କଟ

ମନୁଷ୍ୟ ଟଙ୍କା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରିଥାଏ । କିନ୍ତୁ ସେ ଏତେ ପରିଶ୍ରମ କରିଲା ପରେ ମଧ୍ୟ ସଫଳତା ପାଇ ନଥାଏ । କିନ୍ତୁ ଲୋକେ ଅଳ୍ପ ପରିଶ୍ରମ କରୁଛନ୍ତି ଅଧିକ ଲାଭ ମଧ୍ୟ କରୁଛନ୍ତି ଓ ଏହାପରେ ସେମାନେ ଅଯଥା ଖର୍ଚ କରି ପଇସାକୁ ବରବାଦ କରି ଦେଉଛନ୍ତି । ଯାହା ଦ୍ଵାରା ସେମାନେ ବହୁତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଆପଣଙ୍କୁ ଆମେ କହି ରଖୁ କି ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ଉପାୟ କୁହାଯାଇଛି ଯାହାକୁ ଆପଣ ମାନେ କରି ବହୁତ ଲାଭବାନ ହୋଇପାରିବେ ଓ

ଏହା ଆମ ଆର୍ଥିକ ସମସ୍ୟା ଦୂରେଇବା ସହିତ ଏହା ଆମର ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରିଥାଏ । ଏହା ଶାସ୍ତ୍ରରେ ଲେଖା ଅଛି ଯେ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ସେ ଯାହା ଉପରେ ସନ୍ତୁଷ୍ଟ ହୋଇ ରହିଥାନ୍ତି  ତାଙ୍କ ଘରେ ସବୁ ସମୟରେ ସୁଖରେ ଜୀବନ କାଟିଥାନ୍ତି ।

କିନ୍ତୁ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ରାଗି ଥାନ୍ତି ତେବେ ତାର ହେଉଥିବା କାର୍ଯ୍ୟ ମଧ୍ୟ ରାହିଯାଏ । ତେଣୁ କରି ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ଭଲ ଉପାୟ କହିବାକୁ ଯାଉଛି ଯାହାକୁ କରି ଆପଣ ବହୁତ ପାଇ ପାରିବେ ।

ଯଦି ଆପଣ ସେହି କାମ କରୁଛନ୍ତି ତେବେ ଆପଣ ସେହି କାର୍ଯ୍ୟକୁ ତୁରନ୍ତ ବନ୍ଦ କରନ୍ତୁ ଦେଖିବେ ବହୁତ କମ ଦିନରେ ନିଜର ଜୀବନରେ ବହୁତ ଖୁସି ଆସିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ । ଯଦି ଆପଣଙ୍କ ଘରେ ଲଗାଯାଇ ଥିବା କାଳରେ ପାଣି ସବୁ ବେଳେ ପାଇଁ ବୋହିଥାଏ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ବହୁତ ଅଶୁଭ ହୋଇଥାଏ ।

ଆପଣ ମାନେ ବସିଥିବେ ଏକ ଜାଗାରେ ସେହି ଜାଗାରେ ନିଜର କୌଣସି ଏକ ଅଙ୍ଗ ଉପରେ ଏକ ଝିଟିପିଟି ପଡିଯିବାର ଜାଣିଥିବେ । ଯଦି ଆପଣଙ୍କର ଡାହାଣ ପଟର ଅଙ୍ଗରେ ଝିଟିପିଟି ପଡିଯାଏ ତେବେ ଏହା ନିଜ ପାଇଁ ବହୁତ ଶୁଭ ହୋଇନଥାଏ । ଏହା ଆର୍ଥିକ ସମସ୍ୟା ବହୁତ ଦେଖା ଦେଇଥାଏ ।

ଯଦି ଆପଣ ଏହିଭଳି କିଛି ପରିଲିଖିତ କରନ୍ତି ତେବେ ସେହି ସମୟରେ ଟଙ୍କା ପଇସା କ୍ଷେତ୍ରରେ ବହୁତ ଭାବି ଚିନ୍ତି କାର୍ଯ୍ୟ କରିବେ । କିଛି ଘର ମାନଙ୍କରେ ଛୋଟ ପିଲା ମାନେ କାନ୍ଥରେ ଗାରେଇବା ଦେଖାଯାଏ । କିଛି ଲୋକେ ଏହାକୁ ଅଣଦେଖା କରନ୍ତି ।

କିନ୍ତୁ ଏହା କରିବାକୁ ପିଲାଙ୍କୁ ମନା କରିବା ଦରକାର । ଏହା ଆପଣଙ୍କର ଆର୍ଥିକ ସମସ୍ୟାକୁ ବାଧା ଦେଇଥାଏ । ଯଦି ଆପଣଙ୍କ ଘରେ ତୁଲସୀ ଗଛ ସୁଖୀ ଯାଉଛି ତେବେ ଏହା ମଧ୍ୟ ଅଶୁଭ ଅଟେ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯିବ ।

ଯଦି ଆପଣଙ୍କର କଳରୁ ସବୁ ବେଳେ କୌଣସି କାରଣରୁ ପାଣି ଠପ ଠପ ହୋଇ ପଡୁଛି ଏହା ଆପଣଙ୍କୁ ସୂଚାଉଛି ଯେ ଆପଣଙ୍କ ଘରେ ଥିବା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ରାଗିଛନ୍ତି । ସେହି କଳରୁ ପାଣି ବୋହିବା ହେତୁ ଆପଣଙ୍କର ଅଯଥା ଟଙ୍କା ଖର୍ଚ ହେବାରେ ଲାଗିଛି । ଯାହା ଦ୍ଵାରା କି ଆପଣଙ୍କର ସବୁ ସମୟରେ ଆର୍ଥିକ ସମସ୍ୟା ଦେଖା ଯାଉଛି ।

ଆପଣ ଶୀଘ୍ର ସେହି କଳକୁ ବଦଳାନ୍ତୁ କିମ୍ବା ସେହି କଳକୁ ସଜାଡନ୍ତୁ । ତେବେ ଆପଣଙ୍କର ହେଉଥିବା ଆର୍ଥିକ ସମସ୍ୟା ଏବେ ଦୂରେଇ ଯିବ । ଯଦି ଆପଣଙ୍କ ଘରେ ଦକ୍ଷିଣ ଦ୍ଵାରକୁ ମୁହଁ କରି ଗୋଟିଏ କାଉ ବସେ ତେବେ ଏହା ମଧ୍ୟ କେବେ ହେଲେ ଶୁଭ ସଙ୍କେତ ନୁହେଁ, ଏହା ଏକେ ଅଶୁଭ ସଙ୍କେତ ଅଟେ ଓ ଧନ ହାନି ମଧ୍ୟ ହୋଇଥାଏ ।