SBI ଆଣିଛି ନୂଆ ଧମାକେଦାର ସ୍କିମ, ଘରେ ବସି ପ୍ରତି ମାସରେ ପାଇ ପାରିବେ 10 ହଜାର ଟଙ୍କା, ଜଲ୍ଦି ଜାଣି ନିଅନ୍ତୁ ଏହାର ନିୟମ

ଦେଶର ସବୁଠାରୁ ବଡ ବ୍ୟାଙ୍କର ନାମ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ସେ ଗ୍ରାହକଙ୍କ ପାଇଁ ବହୁତ କିଛି ସୁବିଧା ସବୁ ବର୍ଷ ଆଣିଥାଏ । ଯାହା ଦ୍ଵାରା ଲୋକଙ୍କୁ ବହୁତ ଫାଇଦା ହେବା ସହିତ ଯେଉଁ ମାନେ ଅଧିକ ଟଙ୍କା ରଖିଥାନ୍ତି ତାଙ୍କୁ ଭଲ ଲାଭ ମଧ୍ୟ ହୋଇଥାଏ । ଲୋକ ମାନେ ଖୁସିରେ ରହିବା ପାଇଁ ଯେଉଁ ବ୍ୟାଙ୍କରେ ଅଧିକ ଲାଭ ହୋଇଥାଏ ସେମାନେ ସେହି ଜାଗାରେ ନିବେଶ କରିଥାନ୍ତି । ଯାହା ଲୋକ ମାନେ ଘରେ ବସି ମଧ୍ୟ ସେମାନଙ୍କର ଖର୍ଚ ଉଠିଯାଉ ଥିଲା ।

ସେଥିପାଇଁ ବହୁତ ଜରୁରୀ ହୋଇଥାଏ ଆପଣ ଠିକ ଜାଗାରେ ନିବେଶ କରିବା ଦରକାର । ନଚେତ ହୁଏତ ସେହି ନିବେଶ ଆପଣଙ୍କର କ୍ଷତି ଯଦି ହୋଇଯାଏ ତେବେ ନିଜ ମନ ବହୁତ ଦୁଖ ହୁଏ । ଏସବିଆଇ ଏକ ନୂଆ ଡିପୋଜିଟ ଖାତା ଖୋଲିବାକୁ ସୁଯୋଗ ଦେଉଛି । ସେହି ଖାତା ଲୋକଙ୍କର କିଛି ଟଙ୍କା ରଖିବା ଫଳରେ ସେ ଆପଣଙ୍କୁ ସବୁ ମାସରେ ଆପଣଙ୍କୁ ସେ କିଛି ଟଙ୍କା ମଧ୍ୟ ଦେବ ।

ସେହି ସ୍କିମ ତାଙ୍କ ମାନଙ୍କ ପାଇଁ ଅଟେ ଯେଉଁ ମାନଙ୍କର ଆୟ ଅଧିକ । sbiର ସେହି ସ୍କିମରେ ୩୬, ୬୦, ୮୪, ୧୨୦ ମାସ ପର୍ଯ୍ୟନ୍ତ ନିବେଶ କରିହେବ । ସେଥିରେ ନିବେଶ କରିଥିବା ଟଙ୍କା ଆପଣ ଯେଉଁ ମାସ ପର୍ଯ୍ୟନ୍ତ କରିଥିବେ ଆପଣ ସେହି ଅନୁସାରେ ଟଙ୍କା ପାଇବେ ।

ଆପଣ ମନି ନିଅନ୍ତୁ କି ଆପଣ ପାଞ୍ଚ ବର୍ଷ ପାଇଁ ଏକ ପୁଞ୍ଜିକୁ ଜମା କରିଛନ୍ତି, ତେବେ ଆପଣଙ୍କୁ କେବଳ ସୁଧା ଆକାରରେ ଏଫଡ଼ିରେ ଲାଗୁ ହୋଇଥିବା ସୁଧା ଅନୁସାରେ ଆପଣଙ୍କୁ ଟଙ୍କା ମିଳିବ । ସବୁ ଲୋକେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

Sbi ଯେଉଁ ଏକ ନୂଆ ଡିପୋଜିଟ ସ୍କିମ ବାହାର କରିଛି ସେଥିରେ

ସବୁ ଲୋକ କରିପାରିବେ । ଅର୍ଥାତ ନାବାଳିକ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ।

ସେହି ସ୍କିମରେ ଏସବିଆଇ ଗୋଟିଏ ଖାତାରୁ ଅନ୍ୟ ଏକ ଖାତାକୁ ଟଙ୍କା ପଠାଇବାକୁ ମଧ୍ୟ ସୁବିଧା ରହିଛି ।

ଏସବିଆଇ ବାହାର କରିଥିବା ଏହି ନୂଆ ଡିପୋଜିଟରେ ସବୁ ଠାରୁ କମ ଟଙ୍କା ହେଉଛି ୨୫୦୦୦ ଟଙ୍କା । ଏହା ଠାରୁ କମ ହୋଇପାରିବ ନାହିଁ ।

ଏହି ସ୍କିମରେ ଅଧିକ ଆପଣ ରଖି ପାରିବେ ଏଥିରେ କିଛି ଅସୁବିଧା ନାହିଁ ।

ଏନଊଟି ଡିପୋଜିଟ ସ୍କିମରେ ମିଳୁଥିବା ସୁଧ ଏସବିଆଇର ଫିସ୍କ୍ଦ ଡିପୋଜିଟ ସହିତ ସମାନ ଅଟେ ।

୬୦ ବର୍ଷ ବା ତାଙ୍କ ଠାରୁ ଅଧିକା ବୟସ ଥିବା ଲୋକ ମାନଙ୍କୁ ସେହି ସ୍କିମରେ କହିବାକୁ ଗଲେ ଆହୁରି ୦.୫୦ % ଅଧିକ ମିଳିବ ।

ଏସବିଆଇ ଷ୍ଟୋକ ଓ ପେନସନ ଆନୁଥିବା ଲୋକ ମାନଙ୍କୁ ୧. ୦୦ % ଅଧିକ ସୁଧାରେ ମିଳିବ ।

ସ୍କିମରେ ଆପଣ ଯେଉଁ ଦିନ ଖାତା ଖୋଳିବେ, ତାର ପର ମାସ ଠାରୁ ଆପଣଙ୍କୁ ଟଙ୍କା ମିଳିବା ଅରମ୍ଭା ହୋଇଥିବ ।

ଯଦି ଆପଣଙ୍କର କିଛି ଅଡୁବିଧା ହୋଇଥାଏ ତେବେ ସେହି ସ୍କିମ ମାଧ୍ୟମରେ ଆପଣ ୭୫ ଫିସାଦି ପର୍ଯ୍ୟନ୍ତ ଟଙ୍କା ଉଧାର ନେଇ ପାରିବେ ।

ସ୍କିମ ମାଧ୍ୟମରେ ଯେଉଁ ମାନେ ସେହି ଖାତା ଖୋଲିଥିବେ ଯଦି ତାଙ୍କର ମୃତ୍ୟୁ ସ୍ଥିତି ଦେଖାଯାଏ ତେବେ ମ୍ୟାଚୁରୁଟି ହେବା ପୂର୍ବରୁ ବନ୍ଦ ମଧ୍ୟ ଆପଣ ମାନେ କରି ପାରିବେ ।

୧୫ ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଆପଣ ସେଥିରେ ଆପଣ ନିବେଶ କରିପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।