ଆଜିର ରାଶିଫଳ, 4 ମାର୍ଚ୍ଚ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ । ଆଜି କିଛି ନୂଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ ।

ବୃଷ

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟରେ ସୁଧାର ଆସିପାରେ କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟ ଭଲ ଲାଗିବା ଯାହା ଆପଣ କରିବେ ଓ ଉପକୃତ ମଧ୍ୟ ହେବେ । ଆଜି କିଛି ନୂଆ ଜିନିଷ କିଣିବା ଓ କିଛି ସୌକିନ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ସାମନ୍ନାରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜର ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷ ପୁରା ହୋଇଯିବ ।

ମିଥୁନ

ଘରେ ଆଜି ସୁଖ ସମୃଦ୍ଧି ବୃଦ୍ଧି ହେବ । ଆଜି ଯେକୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି କାର୍ଯ୍ୟ ବହୁତ ଚିନ୍ତା କରି ସେହି ବିଷୟରେ ନିସ୍ପତି ନେଇ କାର୍ଯ୍ୟ କରିବା ଫଳରେ ସେହି କାର୍ଯ୍ୟରେ ସଫଳତା ପାଇବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କର୍କଟ

ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।

ତୁଳା

ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଚାକିରି କରୁଥିବା ବ୍ୟକ୍ତି ତାଙ୍କର ପଦ ଊର୍ଣ୍ଣତି ହୋଇପାରେ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ । ଆଜି ନିଜର ଭଲ ବ୍ୟବହାର ଓ କଥାବାର୍ତାରେ ସମସ୍ଥଙ୍କୁ ନିଜର କରିପାରିବ । ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ ।

ସିଂହ

ଆଜି ଆପଣଙ୍କର କାମ ହେଉ ହେଉ ରହିଯିବ ତେଣୁ କରି ଜଗି ରଖି କାମ କରିବାକୁ ଚେଷ୍ଟା କରନ୍ତୁ । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ । ଆର୍ଥିକ ଅବସ୍ଥା ସମ୍ପୂର୍ଣ ସୁଦୃଢ ରହିବ । କେହି ଜଣେ ନୂଆ ଅତିଥି ଆସିପାରନ୍ତି ଯାହା ଦ୍ଵାରା ଆଜି ମନ ଆପଣଙ୍କର ମନ ପ୍ରଫୁଲିତ ରହିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

କନ୍ୟା

ଆପଣ ଧର୍ଯ୍ୟ ଧରି କାର୍ଯ୍ୟ କରି ଚାଳନ୍ତୁ ଏବେ ଆପଣଙ୍କର ସମୟ ଭଲ ନାହିଁ କିନ୍ତୁ ଏହାର ପରବର୍ତୀ ସମୟରେ ନିଜର ବହୁତ ଊର୍ଣ୍ଣତି ହେବାର ଦେଖିବେ । ଚେଷ୍ଟା କରିବା ଫଳରେ ଆଜି ଆପଣଙ୍କୁ କିଛି ଜିନିଷ ମିଳିପାରେ । ବାଦ ବିବାଦରୁ ବଞ୍ଚି ରୁହନ୍ତୁ । ଭାଗ୍ୟ ଆପଙ୍କର ସାଥ ଦେବ । ଅନାବଶ୍ୟକ ଖର୍ଚ ଠାରୁ ଦୂରେଇ ରୁହନ୍ତୁ । ଆପଣ ବହୁତ ଖୁସି ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି । କୌଣସି କାମରେ ଆଜି ବହୁତ ଦଉଡା ଦଉଡି ହୋଇପାରେ । ନକରାତ୍ମକ ଶକ୍ତି ରୁ ଦୂରେଇ ରୁହନ୍ତୁ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳିଯିବ ଓ ବହୁତ ଶାନ୍ତି ଅନୁଭବ କରିବେ ।

ବିଚ୍ଛା

ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ । ଆଜି ଆପଣଙ୍କୁ କାହାର ସାହାର୍ଯ୍ୟ ମାଗିବାକୁ ପଡିପାରେ । ନିଜର ଥିବା ଜାଗା ବାଡି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଆପଣ କେବେ ହେଲେ ଯୁକ୍ତି କରନ୍ତୁ ନାହିଁ । ନଚେତ ବଡ ଲୋକଙ୍କ ସହ ପାଟି ତୁଣ୍ଡ ହୋଇପାରେ ।  ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ଧନୁ

ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ଆଜି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ସବୁ କାର୍ଯ୍ୟ ଆପଣଙ୍କର ଅସଫଳ ହୋଇଯିବ ଓ କାର୍ଯ୍ୟରେ ବହୁତ ବାଧା ଆସିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ସେଥିରେ ଆଜି ବହୁତ ଅସୁବିଧା ଭୋଗ କରିବେ । ଯାହାକି ମନ ଅଶାନ୍ତିରେ ଭରି ରହିବ । ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା ।

ମକର

ଆଜି କୌଣସି କାର୍ଯ୍ୟରେ ବାହାରକୁ ଯାତ୍ରା କରି ପାରନ୍ତି । ଯଦି ଆପଣଙ୍କ କାହାକୁ ଧନ ଦେଇଛନ୍ତି ତେବେ ଆପଣଙ୍କର ସେହି ଧନ ବହୁତ ଶୀଘ୍ର ପାଇବେ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ ।ଧନ ସମ୍ପତି ପାଇବାରେ ଭଲ ଯୋଗ ମଧ୍ୟ ଅଛି । ଆପଣଙ୍କର କିଛି ବହୁତ ବଡ ଖୁସି ଖବର ମିଳିପାରେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ହଟାତ ଧନ ପ୍ରାପ୍ତି ହୋଇପାରେ ।

କୁମ୍ଭ

ଆଜି ନିଜ ମନ ବିଚଳିତ ହେବା ଫଳରେ ବହୁତ ଚିନ୍ତାରେ ରହିବେ କିଛି ଅସୁବିଧା ଦେଖା ଦେଇପାରେ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ । ଆଜି ସବୁ ଖରାପ ସାଙ୍ଗ ଠାରୁ ଦୂରେଇ ରୁହନ୍ତୁ, ଯାହାକି ଆପଣଙ୍କୁ ପରବର୍ତୀ ସମୟରେ ସବୁ ଜିନିଷରେ ଖୁବ ଶୀଘ୍ର ସଫଳତା ହାସଲ କରିବେ । ଆଜି ଟିକେ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଯେତିକି ଦରକାର ସେତିକିରେ କାମ ଚଲାନ୍ତୁ ଅଯଥା ଜିନିଷକୁ ନଷ୍ଟ କରନ୍ତୁ ନାହିଁ ନଚେତ ହେଟ ସେହି ଜିନିଷ ଆପଣଙ୍କୁ ପରବର୍ତୀ ସମୟରେ ନ ମିଳିପାରେ ।

ମୀନ

ଯଦି ଆପଣଙ୍କର କୋଟ କଚରି କିଛି ମାମଲା ଥାଏ ତେବେ ଆଜି ସେହି ଜିନିଷ ଆପଣଙ୍କର ପକ୍ଷରେ ଯାଇପାରେ ଓ ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ସନ୍ତାନଙ୍କର କିଛି ଚିନ୍ତା ଅଛି ତେବେ ଏହା ବହୁତ ଶୀଘ୍ର ଖୁସି ଖବର ପାଇବେ । ଆଜି କୌଣସି ଥାନା କଚେରୀ ମାମଲାରେ ନିଜେ ଜିତିଯାଇ ପାରନ୍ତି । ନୂଆ କାର୍ଯ୍ୟ କରିବାକୁ ଚାହୁଥିଲେ ସେଥିରେ ସଫଳତା ହାସଲ କରିବେ । ମନକୁ ଏକାଗ୍ରତା କରି ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ରାଜନୈତିକ କ୍ଷେତ୍ରରେ ଭଲ ଲାଭ ପାଇବେ ଓ ଖୁସିରେ ଆଜି ଦିନ କାଟିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।