Gk Questions & Answers- 5 ଟି କଦଳୀକୁ ବିନା କାଟି ବିନା ଭାଙ୍ଗି 7 ଜଣ ଲୋକଙ୍କ ମଧ୍ୟରେ କିପରି ବାଣ୍ଟିବେ ? ଦିମାଗ ଲଗେଇ କୁହନ୍ତୁ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେଉଁମାନେ ଇଣ୍ଟରବିୟୁରେ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରାଯାଏ । ଏଥିରୁ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

ଆପଣ ମାନେ ଏହାକୁ କୌଣସି ପାଠ ପଢୁଥିବା ପିଲାଙ୍କୁ ପଚାରି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ବିଶ୍ଵର ସବୁଠାରୁ ମହଙ୍ଗା ପଶୁ କିଏ ? ଉତ୍ତର- ରେସର ଘୋଡା ୨- ଭାରତର କେଉଁ ନଦୀ ଓଲଟା ପ୍ରବାହିତ ହୋଇଥାଏ ? ଉତ୍ତର- ନର୍ମଦା ନଦୀ

୩- କେଉଁ ଦେଶରେ କୃତିମ ସୂର୍ଯ୍ୟ-ଚାନ୍ଦ ହୋଇଥାଏ ?

ଉତ୍ତର- ଚୀନ

୪- ହିନ୍ଦୁସ୍ଥାନର ତୋତା କାହାକୁ କୁହାଯାଏ ?

ଉତ୍ତର- ଆମିର ଖୁସରେ

୫- ବିଶ୍ଵର ସବୁଠାରୁ ଗରିବ ଦେଶ କିଏ ?

ଉତ୍ତର- ଭୁଟାନ

୬- କେଉଁ ଦେଶରେ କୁକୁଡ଼ା ପାଳିବା ଅପରାଧ ଅଟେ ?

ଉତ୍ତର- ଆଇସଲ୍ୟାଣ୍ଡ

୭- ଦାସ କ୍ୟାପିଟାଲ କାହାର ରଚୟତା ଅଟେ ?

ଉତ୍ତର- କାର୍ଲ ମାର୍କ୍ସ

୮- ଦିଲ୍ଲୀର ଲାଲକିଲା କିଏ ନିର୍ମାଣ କରିଥିଲେ ?

ଉତ୍ତର- ସାହାଜହନ

୯- ଭାରତର ୨୫ ପଇସା କେବେ ବନ୍ଦ ହୋଇଥିଲା ?

ଉତ୍ତର- ୨୦୦୫

୧୦- ସବୁଠାରୁ ଅଧିକ ଭୂକମ୍ପ ଦେଶ କଣ ଅଟେ ?

ଉତ୍ତର- ଜାପାନ

୧୧- କେଉଁ ସାପ ଘୋଂଶାଳା ତିଆରି କରିଥାଏ ?

ଉତ୍ତର- କିଙ୍ଗ କୋବରା

୧୨- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର- ବାଙ୍ଗଲାଦେଶ

୧୩- ଭାରତର ପଶ୍ଚିମ ବିନ୍ଦୁ କଣ ଅଟେ ?

ଉତ୍ତର- ଗୁଜୁରାଟ

୧୪- ଭାରତର ରେଳର ଜନକ କିଏ ଅଟେ ?

ଉତ୍ତର- ଲର୍ଡ ଡଲହୋଜି

୧୫- ଆରବ ସାଗରର ରାଣୀ କାହାକୁ କୁହାଯାଏ ?

ଉତ୍ତର- କୋଚଚି

୧୬- ସବୁଠାରୁ ଛୋଟ ମହାଦ୍ଵୀପ କଣ ଅଟେ ?

ଉତ୍ତର- ଅଷ୍ଟ୍ରେଲିୟା

୧୭- ସବୁଠାରୁ ଅଧିକ ମନ୍ଦିର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ

୧୮- ବିଶ୍ଵର ସବୁଠାରୁ ବଡ ସଙ୍ଗ୍ରାଳୟ କେଉଁଠାରେ ଅଛି ?

ଉତ୍ତର- ଲଣ୍ଡନ

୧୯- ବିଲେଇ ମାନଙ୍କର ପୂଜା କେଉଁଠାରେ ହୋଇଥାଏ ?

ଉତ୍ତର- ଇଜିପ୍ଟ

୨୦- କେଉଁ ଦେଶରେ ଲୋକମାନେ ସାଡରେ ଲଢେଇ କରିଥାନ୍ତି ?

ଉତ୍ତର- ସ୍ପେନ

୨୧- ଗହମର ଷ୍ଟୋର ହାଉସ କାହାକୁ କୁହାଯାଏ ?

ଉତ୍ତର- ହଙ୍ଗରୀ

୨୨- ବ୍ରହ୍ମା ସ୍ଥାପନା କିଏ କରିଥିଲେ ?

ଉତ୍ତର- ରାଜା ରାମମୋହନ ରାଏ

୨୩- କେଉଁ ଯିବାର ରକ୍ତ ଧଳା ହୋଇଥାଏ ?

ଉତ୍ତର- ଅସରପା

୨୪- ବନ ଅନୁସନ୍ଧାନ ସସ୍ଥାନ କେଉଁଠାରେ ଅଛି ?

ଉତ୍ତର- ଡେରାଡୁନ

୨୫- ଜାଲିୟାବାଲା ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉତ୍ତର- ୧୯୧୯

୨୬- ଲେମ୍ବୁରେ କେଉଁ ଅମ୍ଳ ରହିଥାଏ ?

ଉତ୍ତର- ସାଇତ୍ରୀକ ଅମ୍ଳ

୨୭- ରଡ଼ାରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ସ୍କଟଲ୍ୟାଣ୍ଡ

୨୮- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କଣ ଅଟେ ?

ଉତ୍ତର- ଶ୍ରୀନଗର

୨୯- ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର- କପୁରଥଲା

୩୦- ଗୁଗୁଲ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା

୩୧- ସଂସାରରେ ସବୁଠାରୁ ବିଶାଳ ନଦୀ କଣ ଅଟେ ?

ଉତ୍ତର- ଆମେଜନ ନଦୀ

୩୨- ୫ଟି କଦଳୀକୁ ନ କାଟି ୭ଜଣ ଲୋକଙ୍କ ମଧ୍ୟରେ କିପରି ବଣ୍ଟାଯିବ ?

ଉତ୍ତର- ସେକ କରି

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ