ଆଜିର ରାଶିଫଳ, 23 ଜୁନ୍ 2021, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜିର ଦିନ ଆପଣଙ୍କ ପାଇଁ ମିଶ୍ର ଫଳ ଦେବ । ଆପଣ ଆଜି କିଛି ଲୋକ ମାନଙ୍କୁ ସାହାଜ୍ଯ କରି ପାରନ୍ତି । ଆପଣ ସବୁ ବେଳେ ନିଜ ପିତାଙ୍କ ପରାମର୍ଶ ନେଇ କାମ କରିବେ । ଆପଣଙ୍କ ଦାଂପତ୍ଯ ଜୀବନ ଆଜି ଭଲ ରହିବ । ଆପଣ ଙ୍କ ଜୀବନ ସାଥି ସହ ଆପଣ କେଉଁ ଜାଗାକୁ ଯାଇ ପାରନ୍ତି । ଆପଣ ଆଜି କିଛି ଭଲ କାମ କରିବା ପାଇଁ ଯାଉଛନ୍ତି । ଯାହା ଭି କାମ କରିବା ପାଇଁ ଯାଉଛନ୍ତି । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ଆଜି ଖୁବ ଭଲ ପରିଣାମ ପାଇବେ । ଆଜି ଆପଣ ମା ଦୂର୍ଗା ଙ୍କୁ ପୂଜା କରି ଘରୁ ବାହାରକୁ ଯାନ୍ତୁ ।

ବୃଷ ରାଶି –

ଆପଣ ଆଜି ଭଲ କାମ କରିବେ । ଆଜି ଦିନ ଆପଣଙ୍କ ର ଦିନ ଖୁବ ଭଲ ଜୀବ । ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ କିଛି ଭଲ ଜାଗାକୁ ଯାଇ ପାରିବେ । କିଛି ନୂଆ କାମ ଆରମ୍ଭ ପାଇଁ ଆଜିର ଦିନ ଖୁବ ଭଲ ଅଟେ । ଆଜି ଆପଣଙ୍କ ଦାଂପତ୍ଯ ଜୀବନ ଭଲରେ ଜୀବ । ଆପଣ ଆଜି ନିଜ ପ୍ରେମିକା କିମ୍ବା ପ୍ରେମିକ ମାନଙ୍କ ସହ ଭଲ ସମ୍ପର୍କ ରହିବ । ବ୍ୟାପାରରେ ଆଜି ଆପଣ ଭଲ ଲାଭ କରିବେ । ଆଜି ଆପଣଙ୍କ ପାଇଁ ମା ଦୂର୍ଗାଙ୍କ ଆଶୀର୍ବାଦ ମିଳିବ । ଆପଣଙ୍କ ଧନ ବୃଦ୍ଧି ହୋଇ ପାରେ । ଆପଣ କିଛି ଗରିବ କିମ୍ବା ଅବହେଳିତ ଲୋକଙ୍କୁ ଖାଇବା ପାଇଁ ଦେଇ ପାରନ୍ତି ।

ମିଥୁନ ରାଶି –

ଆଜିର ଦିନ ଆପଣଙ୍କ ପାଇଁ ଖୁବ ଭଲ ପରିଣାମ ଆଣିଦେବ । ଆଜି ଯେଉଁ ମାନେ ବିଦ୍ୟାର୍ଥୀ ସେମାନଙ୍କ ପାଇଁ ଦିନ ଭଲ ଜୀବ । ଯଦି ଆପଣ ବ୍ୟାଙ୍କରେ କିଛି ଲୋନ ପାଇଁ ଆବେଦନ କରିଛନ୍ତି ତେବେ ଆପଣ ଏହାକୁ ନିଶ୍ଚିତ ଭାବେ ପାଇବେ । ଆଜି ଆପଣ କିଛି ନୂଆ ଅଫର ପାଇ ପାରନ୍ତି ନିଜ ବ୍ୟାପାର ପାଇଁ । ଆପଣ ଆଜି କିଛି ବନ୍ଧୁ ମାନନଙ୍କ ସାହାଜ୍ଯ ପାଇବେ । ଆଜି ଆପଣ କିଛି ଭଲ ଚିନ୍ତା କରନ୍ତୁ ସକାଳୁ ସକାଳୁ ଆପଣ ମା ଦୂର୍ଗା ଙ୍କ ଆରାଧନା କରି ନିଜ ଦିନର ଆରମ୍ଭ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ସଫଳ ହେବେ । ଆପଣଙ୍କ ଶତ୍ରୁ ଆଜି ପରାସ୍ତ ହେବେ । ଆପଣ ସ୍ନାନ ସାରି ମା ଦୂର୍ଗା ଙ୍କ ସୋଲପୁତ୍ରୀ ଙ୍କ ରୂପ କୁ ସୁମରଣା କରି କିଛି ଅର୍ଣ୍ଣ ଦାନ କରନ୍ତୁ ଦେଖିବେ ଶୁଭ ଫଳ ପାଇବେ ।

କର୍କଟ ରାଶି –

ଆଜି ଆପଣଙ୍କ ଉପରେ ମା ସୋଲପୁତ୍ରୀ ଙ୍କ ପୂଜା କରନ୍ତୁ ଆପଣଙ୍କ ଦିନ ଆଜି ଭଲ ରହିବ । ଆଜି ଆପଣଙ୍କ ପାଇଁ ଦିନ ଟି ଭଲ ରହିବ । ଆଜି ଆପଣ ସାମାଜିକ କାମରେ ନିଜକୁ ବ୍ୟସ୍ତ କରି ରଖୀବେ । ଆପଣଙ୍କ ବ୍ୟାପାର ରେ ଆପଣ କିଛି ଲାଭ ପାଇବା ପାଇଁ ଯାଉଛନ୍ତି । ପରିସ୍ଥିତି ଆଜି କିଛି ଖରାପ ହେବା ଭଳି ରହି ପାରେ । ଆପଣ ନିଜ ମନକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜ ପୁରୁଣା ନିବେଶ କରିଛନ୍ତି ତେବେ ଆଜି ଆପଣ ତାହାକୁ ଫେରି ପାଇବା । ଆପଣଙ୍କ ଘରେ ଆଜି ପାରିବାରିକ ଅସାନ୍ତି ହୋଇ ପାରେ ସାମାନ୍ଯ ଭାବେ । ସ୍ତ୍ରୀ ଲୋକମାନଙ୍କ ପାଖରୁ ଦୂରେଇ ରୁହନ୍ତୁ ।

ସିଂହ ରାଶି –

ଆଜି ଆପଣ ଗାଡି ଚଳେଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣ ଆଜି ନଦୀ କିମ୍ବା କୂଅ ପୋଖରୀ ରୁ ପାଖରୁ ନିଜକୁ ଦୂରେଇ ରୂହନ୍ତୁ । ଆଜି ଆପଣ କିଛି ରୋମାଣ୍ଟିକ ସମୟ ବିତାଇବେ । ଆପଣ ନିଜ ପଛ ଜୀବନ ଭୁଲି ନିଜ କାମରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଜୀବନସାଥି କେଉଁଠି ଚାକିରି କରୁଥାନ୍ତି ତେବେ ତାଙ୍କ ମାଧ୍ୟମ ରୁ ଆପଣଙ୍କୁ ଅର୍ଥ ଲାଭ ହେବ । ଆୟ କମ ହେବ ଯୋଗୁଁ ଆପଣ ମାନସିକ ଚିନ୍ତା ରେ ରହିବେ । ପ୍ରେମଜୀବନ ର ଲୋକଙ୍କୁ କିଛି ସମସ୍ଯା ହୋଇପାରେ, କିନ୍ତୁ ବିବାହିତ ଲୋକମାନଙ୍କର ଦାମ୍ପତ୍ୟ ଜୀବନ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ। ମାଁ ଶୈଳପୁତ୍ରୀ ଙ୍କୁ ନାଲି ଓଢଣି ଚଢାନ୍ତୁ, ଆପଣଙ୍କ ସହ ସବୁ ଭଲ ହେବ ।

କନ୍ୟା ରାଶି –

ହଠାତ ଆସିଥିବା ଘରୋଇ ସମସ୍ଯା ରେ ଆଜି ଆପଣ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ ନିଜ କାର୍ଯ୍ୟ ରେ ସଫଳତା ମିଳିବ । ପାରିବାରିକ ସହୋଯୋଗ ମିଳିବ । ଆଜି ଆପଣଙ୍କୁ ଉନ୍ନତି ର ନୂଆ ପଥ ଦେଖାଯିବ । ସ୍ୱାସ୍ଥ୍ୟ ଭଲ ଅବସ୍ତା ରହିବ । ପ୍ରେମଜିବନ ଟିକେ ଦୁର୍ବଳ ରହିବ । ଆଜି କୌଣସି କଥା ପାଇଁ ଆପଣ ଓ ଆପଣଙ୍କ ପ୍ରିୟ ଙ୍କ ମଧ୍ୟରେ ଝଗଡା ହେଇପାରେ ଓ ପରେ ଏହା ବହୁତ ବଡ ଝଗଡା ର ରୂପ ନେଇପାରେ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କଷ୍ଟ ଠୁ କଷ୍ଟ କାର୍ଯ୍ୟ ଆପଣ ଖୁବ ସହଜରେ କରିନେବେ, ଯାହା ଫଳରେ ଆପଣଙ୍କୁ ପ୍ରସଂଶା ମଧ୍ୟ ମିଳିବ । ମା ଦୂର୍ଗା ଙ୍କୁ ପୁଷ୍ପ ଅର୍ପିତ କରନ୍ତୁ, ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

ତୁଳା ରାଶି –

ଆଜି ର ଦିନ ଆପଣଙ୍କ ର ମିଶ୍ରିତ ରହିବ। ଆଜି ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଯାଇପାରନ୍ତି । କାର୍ଯ୍ୟସ୍ଥଳ ରେ ଆପଣ ଟିକେ ସାବଧାନ ରହିବେ । ଆଜି କାର୍ଯ୍ୟକ୍ଷେତ୍ର ରେ ଆପଣଙ୍କୁ ନିଜ ସହଯୋଗୀ ଙ୍କ ସହ କାର୍ଯ୍ୟ କୁ ନେଇ ଆଲୋଚନା କରିବା ଦରକାର । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସକାରତ୍ମକ ଅନୁଭବ ହେବ । ଆଜି ଆପଣ ଘର ପାଇଁ କୌଣସି ନୂଆ ଜିନିଷ ନେଇପାରନ୍ତି । ମା ଶୈଳପୁତ୍ରୀ ଙ୍କୁ କ୍ଷୀର ଭୋଗ ଲଗାନ୍ତୁ, ରହିଥିବା କାର୍ଯ୍ୟ ପୁରା ହୋଇଯିବ ।

ଧନୁ ରାଶି –

ଆଜି ଆପଣ ନିଜ ର ଜଣେ ଖାସ ବନ୍ଧୁଙ୍କ ଘରକୁ ପୂଜା ନିମନ୍ତେ ଯିବେ । ଆପଣଙ୍କୁ ଲାଭ ର ବିଭିନ୍ନ ପ୍ରକାର ର ମାର୍ଗ ଦେଖାଯିବ। ଏହି ରାଶି ର ପିଲା ମାନେ କିଛି କ୍ରିଏଟିଭ କରିବେ । ଘରେ ରହିବା ଆପଣଙ୍କୁ ସୁରକ୍ଷିତ ଲାଗିବ । ପରିବାରରେ ଶାନ୍ତି ର ବାତା ବରଣ ରହିବ । ଆର୍ଥିକସ୍ଥିତି ମଜବୁତ ରହିବ । ପିତା ମାତା ଙ୍କ ସହ ସମ୍ପର୍କ କରନ୍ତୁ । ଆଜି ଆପଣଙ୍କୁ ଭଲ ଲାଭ ହେବ । ଦେବୀ ମା ଙ୍କ ନିକଟରେ ହାଲ୍ୱା ଭୋଗ କରନ୍ତୁ, ଜୀବନ ରେ ଲାଭ ର ସୁଯୋଗ ମିଳିବ।

ମକର ରାଶି –

ଆଜି ଆପଣ ନିଜ କ୍ଯାରିୟର ବିଷୟରେ ଚିନ୍ତା କରିବେ । କୌଣସି କାର୍ଯ୍ୟ କୁ ଆପଣ ନୂଆ ଶୈଳୀ ରେ ଆରମ୍ଭ କରିବେ । ଆପଣ ନିଜ ର ବେଶ ଓ ବ୍ୟବାହାରରେ ନିଜ ର ଉସ୍ଚାହ ଓ ଆତ୍ମବିଶ୍ଵାସ ପ୍ରଦର୍ଶନ କରିବେ । କୌଣସି ଖାସ ମହିଳା ବନ୍ଧୁଙ୍କ ଠୁ ସମ୍ପର୍କ ସୁଧୁରିବ । ଆପଣ ନିଜ ଆର୍ଥିକ ଦରକାରୀ କୁ ପୁରା କରିବା ପରେ ଆପଣ ସମାଜ କଲ୍ୟାଣ ରେ ମନୋନିବେଶ କରିବେ । ସ୍ୱାସ୍ଥ୍ୟ କୁ ନେଇ ସାବଧାନ ରହିବେ, ଭୁଲ ଖାଦ୍ୟ ଓ ଭୁକ ଦିନାଚାର୍ଜ୍ୟ ଆପଣଙ୍କୁ ଅସୁବିଧା ରେ ପକେଇପାରେ । ମା ଦୂର୍ଗା ଙ୍କୁ ମିଶ୍ରି ଭୋଗ କରନ୍ତୁ, ପାରିବାରିକ ସମ୍ଭନ୍ଧ ରେ ମଜବୁତ ବା ଦୃଢତା ଆସିବ।

କୁମ୍ଭ ରାଶି –

ଏହି ସମୟ ପରିବାରକୁ ସମର୍ପିତ ଅଟେ । ଅଫିସ ରେ ଆପଣଙ୍କ କାର୍ଯ୍ୟ ରେ ପ୍ରଶଂସା ମିଳିବ । କୌଣସି ପ୍ରୋଜେକ୍ଟ କୁ ନେଇ କି ଆପଣଙ୍କୁ ଆପଣଙ୍କ ମତାମତ ଦେବାକୁ ସୁଯୋଗ ମିଳିବ । ଅଧିକାରୀ ମାନଙ୍କୁ ଆପଣଙ୍କ ମତାମତ ପସନ୍ଦ ମଧ୍ୟ ଆସିବ । ଯଦି ଆପଣଙ୍କ ପିତା କୌଣସି ଗମ୍ଭୀର ରୋଗ ରେ ପୀଡିତ ଥିବେ ଏହି ସମୟରେ ସେ ଠିକ ହୋଇପାରିବେ । ଆପଣଙ୍କ ଘରେ ଓ ପରିବେଶରେ ସକାରାତ୍ମକ ଆସିବ । ମା ଦୂର୍ଗା ଙ୍କୁ ଶ୍ରୀଙ୍ଗାର ର ଜିନିଷ ଚଢାନ୍ତୁ, ସବୁ କାର୍ଯ୍ୟ ରେ ସଫଳତା ମିଳିବ ।

ମୀନ ରାଶି –

ଏହି ରାଶି ର ବିଦ୍ୟାର୍ଥୀ ମାନେ ପଢା ରେ ବହୁତ ଉନ୍ନତି କରିବେ । ପାରିବାର ରେ ସମସ୍ତ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜର ଭଲ ଗୁଣ ଦେଖନ୍ତୁ ସୌଭାଗ୍ୟ ଆପଣଙ୍କ ସାଥି ରେ ରହିବ । କୌଣସି ଜାଗା ବା ଜମି କିଣିବା ସମୟରେ ଆପଣ ପେପର ଗୁଡିକୁ ଧ୍ୟାନ ରେ ଦେଖି ଓ ପାଢୀ କିଣିବେ । ଦେବୀ ମା ଙ୍କୁ କଳା ଚଣା ଭୋଗ ଲଗାନ୍ତୁ, ଆର୍ଥିକ ପକ୍ଷ ମଜବୁତ ହେବ ।