ଭଲ ଭାବେ ଜ୍ଞାନ ସଂଗ୍ରହ ନ କରି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଉତ୍ତୀର୍ଣ୍ଣ ହେବା କାଠିକର ପାଠ ଅଟେ । କେବେ କେବେ ବଡ ବଡ ଗଣିତର ସମାଧାନ କରି ଦେଇ ମଧ୍ୟ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେବା ପିଲାଙ୍କ ପାଇଁ କଷ୍ଟ ହୋଇଯାଏ ।
କେବେ କେବେ ଲିଖିତ ପରୀକ୍ଷାରେ ପାସ କରି ମଧ୍ୟ ଇଣ୍ଟରଭ୍ୟୁରେ ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନ ପାରି ଅନେକ ଫେଲ ହୋଇଯାନ୍ତି । ସେଥିପାଇଁ ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନୋତ୍ତର । ଯାହା ଏକ ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ଆପଣଙ୍କ କାମ ଆସିପାରେ । ତେବେ ଚାଲନ୍ତୁ ଆରମ୍ଭ କରିବା…
୧- ଭାରତର କେଉଁ ସହରକୁ ଗୋଟିଏ ଦିନ ପାଇଁ ରାଜଧାନୀ ବନା ଯାଇଥିଲା ?
ଉ: ଇଲାହାବାଦ
୨- ଏପରି କେଉଁ ପଶୁ ଅଛି ଯିଏ ଡେଇଁ ପାରେ ନାହିଁ ?
ଉ: ହାତୀ
୩- କେଉଁ ତାରା ଆକାଶରେ ସବୁଠୁ ଅଧିକ ଚମକି ଥାଏ ?
ଉ: ସିରିଅସ(sirius)
୪- କେଉଁ ବ୍ୟକ୍ତି ଙ୍କର ୩୯ ଜଣ ପତ୍ନୀ ଓ ୯୪ ଟି ସନ୍ତାନ ଥିଲେ ?
ଉ: ଜିଓନା ଚାନା
୫- ସୂର୍ଯ୍ୟଙ୍କ କିଆରଣ ପୃଥିବୀ ଉପରେ ପଡିବାକୁ କେତେ ସମୟ ଲାଗିଥାଏ ?
ଉ: ୮ ମିନିଟ ୩୦ ସେକେଣ୍ଡ
୬- ସଂସାରରେ ଚାଲିଥିବା ସବୁଠୁ ବଡ ସମସ୍ଯା କଣ ଅଟେ ?
ଉ: ଜନସଂଖ୍ୟା ବୃଦ୍ଧି
୭- କେଉଁ ଦେଶର ଲୋକମାନେ ଭାରତରେ ବୁଲି ପାରିବେ ନାହିଁ ?
ଉ: କୋରିଆ
୮- ଏକ ସମୟରେ ଦୁଇଟି ଦିଗରେ କେଉଁ ଜୀବ ଦେଖି ପାରେ ?
ଉ: ଏଣ୍ଡୁଅ
୯- ଭାରତୀୟ ପୋଲିସରେ କେଉଁ ପଦ ସବୁଠୁ ବଡ ଅଟେ ?
ଉ: ୟୁଡ଼ିପି ପଦ
୧୦- କେଉଁ ପଶୁକୁ ମରୁଭୂମିର ଜାହାଜ ବୋଲି କୁହାଯାଏ ?
ଉ: ଓଟ
୧୧- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ସୁର୍ଜ୍ୟୋଦୟ ହୁଏ ?
ଉ: ଆନ୍ଧ୍ରପ୍ରଦେଶ ରେ
୧୨- ଦୁନିଆର ସବୁଠୁ ଛୋଟ ଯୁଦ୍ଧ କେତେ ସମୟ ପର୍ଯ୍ୟନ୍ତ ଚାଲିଥିଲା ?
ଉ: ୩୮ ରୁ ୪୦ ମିନିଟ ଯାଏ
୧୩- ବିଶ୍ଵର କେଉଁ ଦେଶରେ ୩ଟି ରାଜଧାନୀ ରହିଛି ?
ଉ: ସାଉଥ ଆଫ୍ରିକା
୧୪- ଭାରତର କେଉଁ ପ୍ରଧାନମନ୍ତ୍ରୀ କୁଆଁରା ଥିଲେ ?
ଉ: ଅଟଳ ବିହାରୀ ବାଜପେୟୀ
୧୫- କେଉଁ ଜିନିଷ ଖାଲି ପେଟରେ ଖାଇଲେ ଓଜନ ବଢେ ?
ଉ: ଦହି ଏବଂ ଆଳୁ
୧୬- କେଉଁ ପକ୍ଷୀ ପଛୁଆ ଉଡିପାରେ ?
ଉ: ହମିଙ୍ଗ ବାର୍ଡ
୧୭- ସିମ କାର୍ଡର ଏକ ପାର୍ଶ୍ଵ କାହିଁକି କଟା ହେଲା ପରି ଥାଏ ?
ଉ: ସଠିକ ପାର୍ଶ୍ଵକୁ ଚିହ୍ନିବା ପାଇଁ
୧୮- ଏମିତି କେଉଁ ଜିନିଷ ଅଛି ଯାହା ଦୌଡି ଥାଏ କିନ୍ତୁ ଚାଲେ ନାହିଁ ?
ଉ: ଇଞ୍ଜିନ
୧୯- କେଉଁ ସାଲରେ ବଙ୍ଗଳାରେ ଅକାଳ ପଡିଥିଲା ?
ଉ: ୧୭୭୦ରେ
୨୦- ତାଜମହଲକୁ ଦେଖିବା ପାଇଁ ଗୋଟିଏ ଦିନରେ କେତେ ଲୋକ ଆସନ୍ତି ?
ଉ: ୨୦ ହଜାରରୁ ମଧ୍ୟ ଅଧିକ ଲୋକ
୨୧- କେଉଁ ପ୍ରାଣିର ହୃଦୟ ତାର ମୁଣ୍ଡରେ ଥାଏ ?
ଉ: ଚିଙ୍ଗୁଡି
୨୨- କେଉଁ ପ୍ରାଣିର ମୁଣ୍ଡ କ-ଟି-ବା ପରେ ମଧ୍ୟ ସେ ଜୀବିତ ରହିପାରେ ?
ଉ: ଅସରପା
୨୩- ଗରମ ଦିନେ କେଉଁ ଫଳ ସବୁଠୁ ଅଧିକ ଫଳିଥାଏ ?
ଉ: ଆମ୍ବ
୨୪- କେଉଁ କାରଣରୁ ଦୁଧ ସ୍ଵାଦ ଲାଗେ ?
ଉ: ଶର୍କରା ଥିବା ଯୋଗୁଁ
୨୫- ୫ଟି ଅମୃତଭଣ୍ଡା କୁ କାଟିବା ଓ ଭାଙ୍ଗିବା ବିନା ୧୦ ଜଣ ଲୋକ କେମିତି ବାଣ୍ଟିବେ ?
ଉ: ଅମୃତଭଣ୍ଡାରୁ ଶେକ(shake) ବନେଇ
ଆଶ କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।