Vastu Shastra- ବହୁତ ଶୁଭ ହୋଇଥାଏ ଏହି 5 ଟି ସଙ୍କେତ, ଯଦି ଏଥି ମଧ୍ୟରୁ ମିଳିଯାଏ କୌଣସି ଗୋଟିଏ ସଙ୍କେତ ତ ଜାଣି ଯାଆନ୍ତୁ ଖୋଲିବାକୁ ଯାଉଛି ଆପଣଙ୍କ ଭାଗ୍ୟ

ମନୁଷ୍ୟ ଜୀବନରେ ବହୁତ କିଛି ଘଟଣା ଘଟିଥାଏ । କିଛି ଏଭଳି ଘଟଣା ଥାଏ ଯାହାକି ମନୁଷ୍ୟ ପାଇଁ ବହୁତ ଶୁଭ ହୋଇଥାଏ ଓ ଆଉ କିଛି ଅଶୁଭ ଘଟଣାକୁ ଦର୍ଶାଇଥାଏ । କହିବାକୁ ଗଲେ ମନୁଷ୍ୟ ଜୀବନର ସବୁ ପରିସ୍ଥିତି ଅଲଗା ଅଲଗା ପ୍ରକାରର ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି କିଛି ଘଟନାଥାଏ ଯାହାକି ଶୁଭ ହୋଇଥାଏ । ଦୁନିଆରେ ମନୁଷ୍ୟ ଜୀବନ ରେ କିଛି ନା କିଛି ଘଟଣା କିଛିଉ କଥା ପ୍ରତି ସଙ୍କେତ ଦେଇଥାଏ ।

ଏପରି କିଛି ଭଲ ସଙ୍କେତ ଥାଏ ଯାହାକି ମନୁଷ୍ୟ ଜୀବନରେ ଏହା ଘଟେ ତେବେ ମନୁଷ୍ୟକୁ ନିକଟ ଭବିସ୍ୟତରେ କିଛି ଶୁଭ ଲାଭ ପ୍ରାପ୍ତି ହୋଇଥାଏ । ଆଜି ଆମେ ଆପଣମାନକୁ ଏପରି କିଛି ଘଟଣା ବିଷୟ ରେ ଜଣାଇବୁ

ଘର ଦ୍ଵାରକୁ ଗାଈ ଆସିବା ଶୁଭ ହୋଇଥାଏ

ହିନ୍ଦୁ ଧର୍ମରେ ଗାଈ କୁ ମା ବୋଲି ମାନ୍ୟତା ଦିଆଯାଇଛି । ସନାତନ ଧର୍ମରେ ବି ଗାଇକୁ ପୂଜନୀୟ ମାନାଯାଏ । ଏହି ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଗାଇର ପୂଜା ଓ ସେବା କରିଥାଏ ତାକୁ ଜୀବନରେ ଖୁସି ମିଳିଥାଏ । ଯଦି କୌଣସି ବ୍ୟକ୍ତି ଘରକୁ ଗାଈ ଆସିଥାଏ ତେବେ  ଏହା ଏକ ଶୁଭ ସଂକେତ ହୋଇଥାଏ । ଯଦି କୌଣସି ଗାଈ ଘର ଆଗରେ ଆସି ରାବ କରେ ତେବେ ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଥାଏ ।

ଘରକୁ ଶୁଆ ଉଡି ଆସିଲେ

ଶୁଆ ଏପରି ପକ୍ଷୀ ହୋଥାଏ ଯାହାକୁ ଲୋକମାନେ ପାଳିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଯଦି କୌଣସି ଶୁଆ ଉଡି ଆସି ଆପଣଙ୍କ ଘର ଉପରେ ବସେ ତେବେ ଏହା ଏକ ବହୁତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟରେ ଉନ୍ନତି ହେବ । ଏହାଛଡା ଶୁଆ କଥା କହିବା କିମ୍ବା ଡେଣା ଝାଡିବା ଶୁଭ ସଙ୍କେତ ଦେଇଥାଏ । ଏହା ବହୁତ ସୌଭାଗ୍ୟ ଶାଳି ହୋଇଥାଏ ।

ମୁଣ୍ଡ ଉପରେ ଝିଟିପିଟି ପଡିବା

ସାଧାରଣ ଭାବରେ ଝିଟିପିଟି ଦେଖିଲେ ଲୋକମାନେ ଭୟ କରିଥାନ୍ତି । କିଛି ଲୋକ ଏହାକୁ ଘରୁ ତଡିବାକୁ ଚେଷ୍ଟା କରିଥାନ୍ତି । କିଛି ଏହା ଜାଣିନଥିବେକୀ ଝିଟିପିଟି ଶୁଭ ମଧ୍ୟ ହୋଇଥାଏ । ଯଦି କୌଣସ ବ୍ୟକ୍ତିର ମୁଣ୍ଡ ଉପରେ ଝିଟିପିଟି ପଡିଯାଏ ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର କୌଣସି ସୂତ୍ରରୁ ଧନ ମିଳିବ ।

ଶରୀରର ଏହି ଅଙ୍ଗ ଥରିଲେ

ବେଳେବେଳେ ଦେଖାଯାଏ ଆମ ଶରୀର କିଛି ଅଙ୍ଗ ହଠାତ ଥରିବାକୁ ଲାଗେ । ଏମିତିରେ ଏହି ଅଙ୍ଗ ଥରିବା କିଛି ଶୁଭ ସୂଚନା ଦେଇଥାଏ ଓ କିଛି ଅଶୁଭ ସୂଚନା ଦେଇଥାଏ । ଯଦି କୌଣସି ବ୍ୟକ୍ତିର ବାହୁର ମଧ୍ୟଭାଗ ଥରିଥାଏ ତେବେ ଏହା ଏକ ବହୁତ ଶୁଭ ସଙ୍କେତ ହୋଇଥାଏ । ଏବହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କୁ ବହୁତ ଧନ ମିଳିବାର ସମ୍ଭାବନା ଥାଏ । ଏହା ଏକ ସତ କଥା କି ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଛି ।

କଳା ପିମ୍ପୁଡି ପାଟିରେ ଚାଉଳ ଧରି ଯିବାର ଦେଖିଲେ

ସାଧାରଣ ଭାବରେ ଆପଣ ଦେଖିଥିବେକୀ ଘରକୁ ପିମ୍ପୁଡି ମାନେ ଆସିଯାଇଥାନ୍ତି । ଏହା ଏକ ସାଧାରଣ କଥା ହୋଇଥାଏ । କିନ୍ତୁ ଯଦି ଆପଣଙ୍କୁ କଳା ପିମ୍ପୁଡି ପାଟିରେ ଚାଉଳ ଧରି ଯାଉଥିବାର ଦେଖାଯାଏ ତେବେ ଏହା ଏକ ବହୁତ ଶୁଭ ସଂକେତ ହୋଇଥାଏ । ଏହା ଏହି ସଙ୍କେତ ଦେଇଥାଏ କି ଆପଣଙ୍କୁ ବହୁତ ଶୀଘ୍ର ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି । ଯାହାଫଳରେ ଆପଙ୍କୁ କୌଣସି ଶୁତ୍ରରୁ ବହୁତ ଧନ ମିଳିବାର ସମ୍ଭାବନା ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।