କ୍ଷୀରରେ ପାନ ମଧୁରୀ ମିଶାଇ ପିଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଜାଣି ହେବେ ଆଶ୍ଚର୍ଯ୍ୟ, ପୁଅମାନେ ଜଲ୍ଦି ଦେଖନ୍ତୁ- Health Tips

ପାନମଧୁରୀ କୁ ଯଦି  କ୍ଷୀର ସହ ପିବେ ତାହେଲେ ଏହା ଶରୀର ପକ୍ଷେ ଲାଭଦାୟକ ଅଟେ । ବିଶେଷ କରି ଖରାଦିନେ ଏହା ନିଶ୍ଚିତ ପିଇବା ଦରକାର । କାରଣ ପାନମଧୁରୀ ଶରୀରକୁ ଥଣ୍ଡା ରଖିଥାଏ । ପାନମଧୁରୀ କୁ କ୍ଷୀରରେ ପିଇଲେ ଆପଣଙ୍କ ଶରୀର ୯୦% ରୋଗ ଭଲ ହୋଇଥାଏ ।

ଏଥିରେ ବିଭିନ୍ନ ପ୍ରକାରର ପୋଷଣ ଅଛି, ଯେପରି କୋପ୍ପର, ମ୍ୟାଗନେସିୟମ, ପୋଟାସିୟମ, ଜିଙ୍କ, ଭିଟାମିନ ସି, ଆଇରନ, ସାଲେନିୟମ,  ମ୍ୟାଗ୍ନେଜ଼ୀୟମ ଭଳି ମିନରାଲସ ଥାଏ । ଯାହା ଶରୀରର ବିଭିନ୍ନ ରୋଗ ର ଚିକିତ୍ସା ପାଇଁ ସହଯୋଗ କରିଥାଏ । ଯଦି ଆପଣ ରାତି ରେ ଶୋଇବା ଆଗରୁ ପାନମଧୁରୀ କୁ କ୍ଷୀର ସହ ପିଇବେ । ଏହା ଆପଣଙ୍କ ହଜମ ପ୍ରକ୍ରିୟା ସହ ଜଡିତ ସମସ୍ୟା କୁ ଦୂର କରିଥାଏ । ଖାଦ୍ୟ ଠିକ ସେ ହଜମ ହୋଇଥାଏ । ଯଦି ଆପଣଙ୍କ ହଜମ ପ୍ରକ୍ରିୟା ଠିକ ରହେ ତେବେ କୌଣସି ରୋଗ ହେବ ନାହିଁ ।

କାରଣ ଆମ ଶରୀରର ୮୦ ରୁ ୯୦ ଭାଗ ରୋଗ ହଜମ ଓ ପେଟ ସହ ଜଡିତ ସମସ୍ୟାରୁ ହୋଇଥାଏ । ଯଦି ଆପଣ ଦିନକୁ ୨ ଥର ଏହି କ୍ଷୀର ପିଇବେ ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟା କୁ ଭଲ ରଖିଥାଏ । ଯଦି ଆପଣଙ୍କୁ ପେଟ ସହ ଜଡିତ ସମସ୍ୟା ଥାଏ ଯେପରି ଏସିଡିଟି, ଗ୍ୟାସ ଭଳି  ରୋଗ ଥାଏ ଏହି କ୍ଷୀର ପିଇବା ଦ୍ୱାରା ଠିକ ହୋଇଥାଏ । ଯଦି ଆପଣ ଚଷମା ବ୍ୟବହାର କରୁଥାନ୍ତି ଏବଂ ଆପଣ ଚାହାନ୍ତି ଆପଣଙ୍କ ଆଖିର ରଶ୍ମି ବୃଦ୍ଧି କରିବାକୁ ଓ ଚଷମା ବ୍ୟବ୍ୟବହାର ନ କରିବାକୁ ତାହେଲେ ଆପଣ ଏହି କ୍ଷୀର ରାତି ରେ ଶୋଇବା ଆଗରୁ ପିଅନ୍ତୁ ।

ଏହା ଛଡା ଯେଉଁମାନଙ୍କ ର କୋଲେଷ୍ଟ୍ରଲ ଅଛି ସେହି ବ୍ୟକ୍ତି ମାନେ ଏହି କ୍ଷୀର ପିଇବା ଦ୍ୱାରା ସେମାନଙ୍କ କୋଲେଷ୍ଟ୍ରଲ କମ ହୋଇ ରହିଥାଏ । ଯେଉଁ ବ୍ୟକ୍ତି ଙ୍କ ର ବିପି ଅଛି ସେମାନେ ଏହି କ୍ଷୀର ପିଇବା ଦ୍ୱାରା ପ୍ରାକୁତିକ ଭାବେ ସେମାନଙ୍କ ବିପି ଠିକ ରହିଥାଏ ଏବଂ କୌଣସି ଔଷଧ ର ଆବଶ୍ୟକତା ନଥାଏ । ଆଣ୍ଠୁ ଗଣ୍ଠି ରୋଗ ଯେଉଁମାନଙ୍କ ର ଅଛି ସେମାନେ ଏହାକୁ ପିଇଲେ ସଙ୍ଗେ ସଙ୍ଗେ ୨ ରୁ ୩ ଦିନ ଭିତରେ ଏହା ର ଫଳାଫଳ ଦେଖି ପାରିବେ ଏବଂ ଆଣ୍ଠୁ ଗଣ୍ଠିର ଦରଜ ରୁ ମୁକ୍ତି ମିଳିଥାଏ ।

ଏହି କ୍ଷୀର ର ଅନେକ ଉପକାରୀତା ଅଛି ଏବଂ ଏହାକୁ ସବୁ ବୟସର ଲୋକମାନେ ପିଇପାରିବେ । ଏହା ଶରୀର ପାଇଁ ବହୁତ ଲାଭଦାୟକ । ଏହାକୁ ବନେଇବା ଅତି ସହଜ । ଏହାକୁ ବନେଇବା ପାଇଁ ଯଦି ଆପଣ ଏକ ଗ୍ଲାସ କ୍ଷୀର ନେବେ ତ ଏକ ଚାମଚ ପାନମଧୁରୀ ନେବେ । ଅର୍ଥାତ ଏକ ଗ୍ଲାସ କ୍ଷୀର ପାଇଁ ଏକ ଚାମଚ ପାନମଧୁରୀ ଆବଶ୍ୟକ । ପ୍ରଥମେ ଏକ ଗ୍ଲାସ କ୍ଷୀର ନେବେ ଏକ ଜାଗା ରେ ଓ ସେଇଥିରେ ଏକ ଚାମଚ ପାନମଧୁରୀ ପକେଇବେ ।

ଏଥିରେ ଚିନି ପକେଇବେ ନାହିଁ, କାରଣ ଚିନି ଆମ ଶରୀର ପାଇଁ ଭଲ ନୁହେଁ । ତେଣୁ ଆପଣ ଚେଷ୍ଟା କରିବେ ଦୈନଦିନ ଜୀବନରେ ମଧ୍ୟ ଚିନିର ବ୍ୟବହାର କମ କରିବାକୁ । ଚିନି ବଦଳରେ ଆପଣ ଗୋଟା ମିଶ୍ରି କୁ ଖଣ୍ଡ କରି ନେବେ । କ୍ଷୀର , ପାନମଧୁରୀ, ମିଶ୍ରି କୁ ଫୁଟାଇବେ, ଏତେ ମାତ୍ରା ରେ ଫୁଟାଇବେ ଯେପରି ଏକ ଗ୍ଲାସ କ୍ଷୀର ଫୁଟିକି ଅଧା ଗ୍ଲାସ ହୋଇଯିବ।

ଏହା ପରେ ଏହାକୁ ଉଷୁମ ହେବାକୁ ଛାଡିଦେବେ । ଉଷୁମ ହେଲା ପରେ ଏହାକୁ ଆପଣ ପିଇପାରିବେ । ରାତିରେ ଶୋଇବା ଆଗରୁ ଏହି କ୍ଷୀର ପିଅନ୍ତୁ ନିଶ୍ଚିତ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ଓ ଆପଣ ଏକ ସୁସ୍ଥ ଜୀବନ ବଞ୍ଚିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।