Breaking News: ରଜ ପରେ ଆରମ୍ଭ ହେବ ଅନଲକ ପ୍ରକ୍ରିୟା, ଦେଖନ୍ତୁ କେଉଁଠି ଖୋଲିବ ଓ କେଉଁଠି ରହିବ ବନ୍ଦ ?

ଆସନ୍ତା ୧୭ ରୁ କଣ ହେବ ଏବେ ସାରା ଓଡିଶାରେ ଲକ ଡାଉନ ହାଟିବ ନା ଏହା ଏଭଳି ଚାଲିଥିବ । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତେବେ ଆମକୁ ଏହାର ସୁଫଳ ମିଳିଛି ଆମେ ଲକ ଡାଉନ ରେ ରହିବା ସହ ଟୀକା ମଧ୍ୟ ନେଇଛୁ ଯାହା ଦ୍ଵାରା ଆମେ ଗୋଟେ କଥା ଜାଣି ପାରିଛୁ କି ଆମେ ଏହାକୁ ଦୁରତ୍ଵ ଦ୍ଵାରା ହରାଇ ପାରିବା ।

ତେବେ କଣ ହେବା ପାଇଁ ଯାଉଛି କେଉଁ ଜିଲ୍ଲାରେ ଖୋଲିବା ପାଇଁ ଯାଉଛି ଓ କେଉଁ ଜିଲ୍ଲାରେ ଏହା ଅଧିକ କଟକଣା ହେବା ପାଇଁ ଯାଉଛି । ଏହା ପାଇଁ ଏବେ ସରକାର ଚିନ୍ତାରେ । ଯଦି ଲକ ଡାଉନ ରହୁଛି ତେବେ ବାଣିଜ୍ୟ ପାଇଁ ଏହା ଖୁବ ଖ୍ଯାତି କାରକ ଅଟେ ।  ଯଦି ଖୋଲିବ କେତେ ସମୟା ପାଇଁ ଖୋଲିବ ଓ କ କଣ ନିୟମ ମାନ ରହିବ ।

ଏହା ପାଇଁ ବିଚାର ବିମର୍ଶ ହେବା ପାଇଁ କରା ଯାଉଛି । ଗ୍ରୀନ ଜୋନରେ କଟକଣା ହାତି ପାରେ ମାତ୍ର ଏହା ରେଡ ଜୋନରେ ଏହା ରହିପାରେ । ତେବେ ରେଡ ଜୋନରେ ଅଛି ୬ ଟି ଜିଲ୍ଲା ସେଗୁଡିକ ହେଲା  ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ବାଲେଶ୍ବର, ଏବଂ  ମୟୁରଭଞ୍ଜ ।ତେବେ ଏହି ଜିଲ୍ଲାରେ ଅଭି ନିୟମ କୋହଳ କରିବା ବିପଦ ଜଣକ ହୋଇ ପାରେ ।

ଏହି ଜିଲ୍ଲକରେ ୨୫୦୦ ରୁ ଅଧିକ ରୋଗୀ ବାହାରୁ ଛନ୍ତି । ୭.୫% ରୁ ଅଧିକ ଆଗରୁ ପାଜିଟିବ ଅଛନ୍ତି । ସୁନ୍ଦରଗଡ ରେ  ୨୦୦୦ ରୁ ଅଧିକ ଆକ୍ଟିଭ କେଷ ରହିଛି ମାତ୍ର ସଂକ୍ରମଣ ହେଉଛନ୍ତି ୧.୫% । ସେହିଭଳି କେନ୍ଦ୍ରାପଡା ରେ ୧୬୦୦ ରୁ ଅଧିକ ଆକ୍ଟିଭ କେଷ ରହିଛି । ମାତ୍ର ସଂକ୍ରମଣ ୪.୭% ଅଛି । ଅନୁଗୁଳ ରେ ୨୭୦୦ ରୁ ଆକ୍ଟିଭ କେଷ ରହିଛି ।

ମାତ୍ର ୬.୫% ସଂକ୍ରମଣ ରହିଛି । ତେବେ ଏହି ଜିଲ୍ଲା ମାନଙ୍କ ଉପରେ ମଧ୍ୟ ନଜର ରହିଛି କି ଏହା ବଢିବ କି ଏହା କମିବ । ଅନେକଙ୍କ ମତରେ କୁହା ଯାଇଛି କି ଯେଉଁ ଜାଗାରେ ଏହା କମ ଅଛି ସେହି ଜାଗାକୁ ଫିଟେଇ ଦେବା ପାଇଁ କୁହାଯାଉଛି । ଯେଉଁ ଜାଗାରେ ଏହା ଅଧିକ ଅଛି ସେଠାରେ ଏହାକୁ ଧୀରେ ଧୀରେ ଫିଟାଇବା ଉଚ୍ଚିତ ବୋଲି କୁହା ଯାଇଛି ।

ତେବେ କିଛି ଜାଗା ପାଇଁ ସାରା ରାଜ୍ୟ ଲକ ଡାଉନ ରେ ରହିବା ଅନୁଚିତ ଅଟେ । ଏହା ସହ ଆମେ ଯେତେ ଲକ ଡାଉନ ଉଠାଇଲେ ମଧ୍ୟ ଦୁରତ୍ଵ ରଖିବା ଗହଳି ଜାଗାକୁ ଯିବାଣୀ । ଏହା ସହ ଆମେ ମାସ୍କ ପିନ୍ଧିବା ଓ ନିଜକୁ, ନିଜ ପରିବାରକୁ ସୁରକ୍ଷା ଦେବା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।